Breaking News

ଛେଳି ଘରେ ପଶି ଚାଉଳ ଖାଇ ଯିବାରୁ, ଛେଳିକୁ ଧରି ଥା-ନା-ରେ ହାଜର ହେଲେ ଯୁବକ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏକ ବଡ ଖବର ଆସିଛି ଯାହା ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ , ଓ ଚକିତ ମହଦୀ ହୋଇଯିବେ , ଆପଣ ମାନେ କେବେ ଦେଖିଛନ୍ତି ବା ଶୁଣିଛନ୍ତି ଯେ ଛେଳି ଥାନା କୁ ଯିବା ର କିନ୍ତୁ ଆଜି ଆମର ଏହି ପେଜ ରେ ନିଶ୍ଚୟ ଜାଣିବା କୁ ପାଇବେ । ଜଣେ ଯୁବକ ଏକ ଛେଳି କୁ ସାଙ୍ଗ ରେ ନେଇ ଥାନା ରେ ପହଞ୍ଚିଛନ୍ତି ଓ ସେଠାରେ ପହଞ୍ଛି ଥାନା ରେ ଛେଳି ନାମ ରେ ଅଭିଯୋଗ କରିଛନ୍ତି , ଏହି କଥା ଟି ଆପଣ ମାନେ ଶୁଣିବା ପରେ ଆପଣ ଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ କଥା ଟି ଅତ୍ୟନ୍ତ ସତ ଅଟେ ।

ଜଣେ ଯୁବକ ଯାହାଙ୍କ ଘରେ ଏକ ଛେଳି ପଶି ଯାଇ ଚାଉଳ ଖାଇ ଦେଇଛି ବୋଲି ଅଭିଯୋଗ ଆଣିଛନ୍ତି ଅସେଥିପାୟନ ତାକୁ ଥାନା କୁ ଆଣି ପୋଲିସ କର୍ମଚାରୀ ମାନ ଙ୍କୁ ସେହି ଯୁବକ ଜଣକ କହୁଛି ଯେ ଏହା ପେଟ ଟେଷ୍ଟ କରନ୍ତୁ ଏହିଛେଳି ଚାଉଳ ଖାଇଛି କି ନହିଁ ଓ ମୋତେ ନ୍ୟାୟ ଦିଅନ୍ତୁ ।

ଏହି କଥା ପୋଲିସ ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଉଛି , ଖାଲି ପୋଲିସ ନୁହେଁ ବରଂ ଆପଣ ମାନେ ମଧ୍ୟ ଏହି କଥା ଟି ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ । ବନ୍ଧୁଗଣ ସବୁଠାରୁ ବଡ କଥା ହେଲା ଯେ ଛେଳି କୁ ଥାନା ଆଣିବା ପଛ ରେ ଏକ ରହସ୍ୟ ରହିଛି । ତାହେଲେ ଆସନ୍ତୁ ଜାଣିବା

ତାହେଲେ ବନ୍ଧୁଗଣ ବାଲେଶ୍ଵର ଜିଲ୍ଲା ସୋର ପୌରପାଳିକ ଚିନ୍ତାମଣି ପଡା ରେ କୁଚିଆ ନାମକ ଜଣେ ବ୍ୟକ୍ତି ରୁହନ୍ତି , ତେବେ ଗତକିଛି ଦିନ ତଳେ ତାଙ୍କ ଘରେ ପଡୋଶୀ ଘର ର ଛେଳି ପଶି ଚାଉଳ ଖାଇଥିବାରୁ ସେହିଛେଳି ଟି କୁ ମାରି ଦେଇ 8 ହଜାର ଟଙ୍କା ଦ-ଣ୍ଡ ଦେଇଥିଲେ , ତେବେ ପୁଣି ଥରେ ସେହି ପଡୋଶୀ ଘର ଆଉଏକ ଛେଳି ତାଙ୍କ ଚାଉଳ ଖାଇ ଦେଉଥିବା ରୁ ସେ ପୂର୍ବ ଭଳି କିଛି ବି ନକରି ନ୍ୟାୟ ପାଇଁ ଛେଳି କୁ ଆଣି ଥାନା ରେ ପହଞ୍ଚିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଶାଶୂ ଘରେ ଅଭିନେତ୍ରୀ ସୋମାଲିନଙ୍କୁ (Somalin Parida) ଖୁଆଇ ଦେଲେ ଶାଶୂ ଓ ନଣନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ …

Leave a Reply

Your email address will not be published. Required fields are marked *