Breaking News

ହିରୋଇନ ଅର୍ଚ୍ଚିତାଙ୍କ (Archita) ବେଲୁନ ଫଟେଇ ଦେଲେ ସବ୍ୟସାଚୀ (Sabysachi), ଉଭୟଙ୍କ ଖେଳ ଦେଖିଲେ ନ ହସି ରହି ପାରିବେ ନାହି – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ଅଭିନେତା ବା ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇପାରିଛନ୍ତି , ତେବେ ଏହି ଅଭିନେତା ଓ ଅଭିନେତ୍ରୀ ମାନେ ସୋସିଆଲ ମିଡିଆ ରେ ମଧ୍ୟ ବେସ ଆକ୍ଟିଭ ରହୁଛନ୍ତି ଓ କିଛି ନା କିଛି କାରଣ ରୁ ବେସ ଚର୍ଚ୍ଚା ରେ ରହୁଛନ୍ତି , ତେବେ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ବର୍ତ୍ତମାନ ସମୟ ରେ ବେସ ଚର୍ଚ୍ଚା ରେ ଅଛନ୍ତି ଓ ଏହି ଦୁଇ ଅଭିନେତା ଓ ଅଭିନେତ୍ରୀ ବାସ୍ତବିକ ଜୀବନ ରେ ସ୍ଵାମୀ , ସ୍ତ୍ରୀ ଅଟନ୍ତି ।


ଏହି ଦୁଇ ଯୋଡି ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଯୋଡି ସବ୍ୟସଚୀ ଅର୍ଚ୍ଚିତା , ତେବେ ବନ୍ଧୁଗଣ ଏହି ଦୁଇ ଯୋଡି ଙ୍କୁ ଆପଣ ମାନେ ବହୁସାରା ଚଳଚିତ୍ର ଏକାଠି ହୋଇ ଅଭିନୟ କରିଥିବାର ନିଶ୍ଚୟ ଦେଖିଥିବେ , ଉଭୟ ପରସ୍ପର କୁ ଶୁଟିଙ୍ଗ ସେଟ ରୁ ପରସ୍ପର କୁ ବ୍ହାଳ ପାଇ ବିବାହ କରିଥିଲେ ଓ ବିବାହ ପରେ ଏହି ଯୋଡି ସାମାଜିକ କାମ ରେ ବ୍ୟସ୍ତ ଅଛନ୍ତି । ଏହି ଦୁଇ ଯୋଡି ବର୍ତ୍ତମାନ ସମୟ ରେ ବେସ ଖୁସି ରେ ଅଛନ୍ତି ,


ତାହେଲେ ବର୍ତ୍ତମାନ ସମୟ ରେ ଉଭୟ ଙ୍କ ର ଏକ ଭିଡିଓ ସୋସିଆଲ ମିଡିଆ ରେ ବେସ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ଟି ସେମାନେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି । ତାହେଲେ ବନ୍ଧୁଗଣ ଏହି ଭିଡିଓ ଟି ରେ ଅର୍ଚ୍ଚିତା ଓ ସାବ୍ୟଶଚି ନିଜ ଶରୀର ମାଧ୍ୟମ ରେ ଏକ ବେଲୁନ ଚାପି ଉଭୟ ନାଚୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଓ ଏହି ଭିଡିଓ ଟି ଆପଣ ମାନେ ଆମର ଏହି ପେଜ ରେ ନିଆଶ୍ଚୟ ଦେଖି ପାରୁଥିବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଅନୁଭବ ଙ୍କ ଘର ଛାଡିବା ପରେ ନିଜ ମା ଙ୍କ ସହ କିଛି ଏପରି ଭାବରେ ସମୟ ବିତାଉଛନ୍ତି ଓଡ଼ିଆ ହିରୋଇନ Barsha ଦେଖିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ !

ନମସ୍କାର ଦର୍ଶକବନ୍ଧୁ ଅନୁଭବଙ୍କ ଘର ଛାଡିଛନ୍ତି ବର୍ଷା ପ୍ରିୟଦର୍ଶିନୀ ଏବଂ ନିଜ ବାପ ଘରେ କେମିତି ଚଳୁଛନ୍ତି ଆସନ୍ତୁ ଜାଣିବା …

Leave a Reply

Your email address will not be published.