Breaking News

ଓଡିଶା ସରକାର ମହିଳା ମାନଙ୍କ ପାଇଁ ଏକ ଘୋଷଣା କରିଲେ, ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ମିସନ ଶକ୍ତି ର ମହିଳା ଙ୍କ ଆର୍ଥିକ ସଶକ୍ତି କରଣ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ମିସନ ଶକ୍ତି ସମ୍ପର୍କିତ ଏକ ସମୀକ୍ଷା ବୈଠକ ରେ ଏ କଥା କହିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ମିସନ ଶକ୍ତି କାର୍ଯ୍ଯକ୍ରମ ସହ ସହଯୋଗ ନେଇ ସେ 20 ଟି ବିଭାଗ ସମୀକ୍ଷା କରିଛନ୍ତି । ମିସନ ଶକ୍ତି କାର୍ଯ୍ଯକ୍ରମ କୁ ଆହୁରି ଦୃଶ ଓ ପ୍ରଭାବି କରିବା ରେ ଏହି ବିଭାଗ ମାନେ କିପରି ଅବଦାନ ଦେଇଛନ୍ତି , ବିଭାଗୀୟ ଅଧିକାରୀ ଙ୍କ ଠାରୁ ଏ କଥା ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ।


ତାହେଲେ ବନ୍ଧୁଗଣ ରାଜ୍ୟ ରେ 6 ହଜାର 798 ଟି ପଞ୍ଚାୟତ ମଧ୍ୟ ରୁ 4 ହଜାର 649 ପଞ୍ଚାୟତ ରେ ବ୍ୟାଙ୍କ ଶାଖା ନହିଁ ଓ ଏହି ପଞ୍ଚାୟତ ର ମିସନ ଶକ୍ତି ଗୋଷ୍ଠୀ ର ମହିଳା ମାନ ଙ୍କୁ ବ୍ୟାଙ୍କ କରେଶପଣ୍ଡେଟ ଭାବ ରେ ନିଯୁକ୍ତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ବୈଠକ ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ମିସନ ଶକ୍ତି ଜରିଆ ରେ ମହିଳା ଙ୍କ ଆର୍ଥିକ ସଶକ୍ତିକରଣ ଦିଗ ରେ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି ଆଉ ଏଥିରେ ରାଜ୍ୟ ର ସବୁ ବିଭାଗ କିପରି ଅବଦାନ ଦେଇ ପାରିବ କୁହାଯାଇଛି ।


ତାହେଲେ ବନ୍ଧୁଗଣ 2019 ରେ ରାଜ୍ୟ ସରକାର ସ୍ଵୟଂ ସହାୟକ ଗୋଷ୍ଠୀ ଗ୍ରୁପ ପାଇଁ 5 ବର୍ଷିୟା ଲକ୍ଷ ରଖିଥିଲେ ଯେ 5 ବର୍ଷ ଭିତରେ 5 ହଜାର କୋଟି ଟଙ୍କା ଜିନିଷ କିଣିବାକୁ ଲକ୍ଷ୍ୟ ରଖିଥିଲେ , 2021-22 ରେ ରାଜ୍ୟ ର ବିଭିନ୍ନ ବିଭାଗ ରାଜ୍ୟ ରେ 1 ଲକ୍ଷ 4 ହଜାର 7 ଶହ 12 ଟି ଏସଏଚଜି ଗ୍ରୁପ ଠାରୁ 11 ଶହ 98 କୋଟି ଟଙ୍କା ର ଜିନିଷ କିଣିଛନ୍ତି ଓ ଏହା ଦ୍ଵାରା ସ୍ଵୟଂ ସହାୟକ ଗ୍ରୁପ ଗୁଡିକ 296 କୋଟି ର ଆୟ କରିଛନ୍ତି ଓ ତାହେଲେ ବର୍ତ୍ତମାନ ସମୟ ରେ ରାଜ୍ୟ ରେ ପ୍ରାୟ 6 ଲକ୍ଷ ସ୍ଵୟଂ ସହାୟକ ଗୋଷ୍ଠୀ ରହିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପାଠ ପଢ଼ିଛନ୍ତି ଷଷ୍ଠ ହେଲେ ଫେସବୁକରେ ଡାକ୍ତର ପରିଚୟ ଦେଇ ଫ-ସ-ଉ-ଥି-ଲେ ଝି-ଅ ଙ୍କୁ ,ଆଉ ଲୁ-ଟି ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଜଣେ ବ୍ୟକ୍ତି ଙ୍କ ଶିକ୍ଷାଗତ ଯୋଗ୍ୟତା କହିଲେ ଷଷ୍ଠ …

Leave a Reply

Your email address will not be published. Required fields are marked *