Breaking News

ସରକାର ନେଲେ ବଡ ପଦକ୍ଷେପ, ୬୦୦ ଟି ମ-ଦ ଦୋକାନକୁ ସରକାର ବନ୍ଦ କରିଦେବେ

ଦର୍ଶକ ବନ୍ଧୁ ଆପଣ ମାନେ ଅଜାଣିଥିବେ ଦୁନିଆ ର 85 ପ୍ରତିଶତ ଲୋକ ମ-ଦ ପିଇଥାନ୍ତି , କିଏ ରେଷ୍ଟୁରାଣ୍ଟ , ବା-ର ଯାଇ ମ-ଦ ପିଉଥିବା ସମୟ ରେ ଆଉ କିଛି ଲୋକ ଖୁଛୁରା ରେ ବିକ୍ରି ହେଉଥିବା ଦୋକାନ ମାନ ଙ୍କ ରେ ଯାଇ ପିଇଥାନ୍ତି । ତେବେ ବର୍ତ୍ତମାନ ସମୟ ରେ ଦିଲ୍ଲୀ ସରକାର ମଦ କୁ ନେଇ ବଡ ନିଷ୍ପତ୍ତି ନେଇଛନ୍ତି ,ମଙ୍ଗଲ ବାର ଦିନ ଠାରୁ ଖୁଚୁରା ରେ ବିକ୍ରି କରୁଥିବା ମ-ଦ ଦୋକାନୀ ମାନେ ଆଉ ମ-ଦ ମ-ଦ ବିକ୍ରି କରି ପାରିବେ ନହିଁ କାରଣ ସରକାର ମ-ଦ ବ୍ୟବସାୟ କୁ ଏକ ଘରୋଇ ସଂସ୍ଥା ହାତ କୁ ଟେକି ଦେଇଛନ୍ତି ।

ଏହା ପରେ ଦିଲ୍ଲୀ ସରକାର ଙ୍କ ଦ୍ଵାରା ପରିଚାଳିତ ହେଉଥିବା 600 ଟି ଖୁଚୁରା ମ-ଦ ଦୋକାନ ବନ୍ଦ ହୋଇଯିବ ଓ ଘରୋଇ ଦୋକାନ ଖୋଲିଯିବ । ବୁଧ ବାର ଦିନ ସହର ରେ ରେ ଥିବା ମ-ଦ ଦୋକାନ ର ସଂଚାଳନ ଘରୋଇ ସଂସ୍ଥା କୁ ଯିବ । ଏହି ସଂସ୍ଥା ହାତ କୁ ଯିବା ପରେ 600 ଟି ମ-ଦ ଦୋକାନ ସମ୍ପୂର୍ଣ ଭାବେ ବନ୍ଦ ହୋଇଯିବ । ଏତେ ସବୁ ଦୋକାନ ବନ୍ଦ ହେବା ପରେ ମଦ ଅଭାବ ନିଶ୍ଚୟ ଦେଖାଜୀବ ।

କାରଣ ବୁଧବାର ଦିନ ସକାଳୁ ଏକକାଳୀନ 850 ଟି ଘରୋଇ ମ-ଦ ଦୋକାନ ଖୋଲିବା ଗ୍ୟାରେଣ୍ଟି ନହିଁ , ତେବେ ସରକାର ପକ୍ଷ ରୁ 32 ଟି ଜୋନ ରେ ଖୋଲିବାକୁ ଯାଉଥିବା ମ-ଦ ଦୋକାନ ମାନ ଙ୍କୁ ଲାଇଦେନ୍ସେ ଦିଆ ସରିଛି । ତେବେ ପ୍ରଥମ ପର୍ଯ୍ୟାୟ ରେ 300 ରୁ 350 ଟି ମ-ଦ ଦୋକାନ ଖୋଲିବ , ତେବେ 350 ଟି ପ୍ରୋଭିଜିନାଲ ଲାଇସେନ୍ସେ ଦିଆ ସରିଛି , ତେବେ 200 ରୁ ଅଧିକ ବ୍ରାଣ୍ଡ ମ-ଦ ପାଇଁ 10 ଟି ହୋଲଶୋଲ ଲାଇସେନ୍ସେ ପ୍ରାପ୍ତ ବ୍ୟକ୍ତି ପଞ୍ଜୀକୃତ କରିଛନ୍ତି ଓ ସେମାନେ ବିଭିନ୍ନ ବ୍ରାଣ୍ଡ ର 9 ଲିଟର ମ-ଦ କିଣି ସାରିଛନ୍ତି ।

ଦିଲ୍ଲୀ ରେ ପରବର୍ତ୍ତୀ ସମୟ ରେ 850 ଟି ମ-ଦ ଦୋକାନ ଖୋଲିବ ଓ ଏହା ପରେ ମ-ଦ ପାଇଁ କୌଣସି ସମସ୍ଯା ରହିବ ନହିଁ ବୋଲି ଜଣେ ଅଧିକାରୀ କହିଛନ୍ତି ଓ ସେ ଆହୁରି କହିଛନ୍ତି ମଦ ବ୍ୟବସାୟ ଏକ ଘରୋଇ ସଂସ୍ଥା ହାତ କୁ ଯାଉଛି ଓ ଯାହା ଫଳ ରେ ସରକାର ଅନେକ ମଦ ଦୋକାନ ଏକକାଳୟନ ବନ୍ଦ ହେବା ଯାଉଛି ।
ଏହି 850 ଟି ମଦ ଦୋକାନ କୁ ଘରୋଇ ବ୍ୟବସାୟୀ ହସ୍ତାନ୍ତର ହୋଇଛି ଓ ବୁଧବାର ଦିନ ଠାରୁ ପ୍ରାପ୍ତ ଖୁଚୁରା ବ୍ୟବସାୟୀ ମଦ ବିକ୍ରି କରିବା ଆରମ୍ଭ କରିବେ , ତାହେଲେ ପ୍ରତି ଟି ମଦ ଦୋକାନ ରେ ଗ୍ରାହକ ମାନେ ମଦ କିଣିବା ପାଇଁ ସବୁ ପ୍ରକାର ର ସୁବିଧା ରହିବ ଓ ଗ୍ରାହକ ନିଜ ଇଚ୍ଛାନୁଯାୟୀ ନିଜ ମନ ପସନ୍ଦ ବ୍ରାଣ୍ଡ କିଣି ସେହିଠାରେ ଆର୍ଥିକ କାରବାର ହେବ । ତେବେ ସେହି ଦୋକାନ ରେ କାଚ ର ଦ୍ଵାର ଲାଗିବ ଓ ଏସି ମଧ୍ୟ ଲାଗିବ ଓ ଦୋକାନ ବାହାର ଓ ଭିତରେ ସିସିଟିଭି ଲାଗିବ ଓ ଏହି ସିସିଟିଭି ରେ 1 ମାସ ପର୍ଯ୍ୟନ୍ତ ରେକରଡିଙ୍ଗ ରହିବ ଓ ସେଠାର ସମସ୍ତ ଆଇନ ଶୃଙ୍ଖଳା ରକ୍ଷା କରିବା ମାଲିକ ଙ୍କ ଉପରେ ନ୍ୟସ୍ତ କରାଯିବ ।

ଯଦି ଦୋକାନ ରେ କିଛି ବି ଝଗଡା ହେଲା କିମ୍ବା ପଡୋଶୀ ମାନେ ସରକାର ନିକଟ ରେ ଏହି ସମସ୍ଯା ବିଷୟ ରେ କହିଲେ ସେହି ମ-ଦ ଦୋକାନ ର ଲାଇସେନ୍ସେ କୁ ବାତିଲ କରାଯିବ ଦିଲ୍ଲୀ ରେ 272 ଟି ମ୍ୟୁନିଷପାଲ ବୋର୍ଡ ଅଛି ଓ ପ୍ରତି ବୋର୍ଡ ଅଧୀନ ରେ 3 ଟି ମ-ଦ ଦୋକାନ ରହିବ ଓ ସବୁଠାରୁ ବଡ କଥା ହେଲା ଯେ ବୀଅର ଉତ୍ପାଦନ ସଂସ୍ଥା ରୁ ନିଜ ବୋତଲ ପୂର୍ଣ୍ଣ କରି ନେଇ ପାରିବେ । ରାତି 3 ତା ପର୍ଯ୍ୟନ୍ତ ହୋଟେଲ,କ୍ଲବ,ରେଷ୍ଟୁରାଣ୍ଟ ଖୋଲା ରହିବ କେବଳ ମ-ଦ ପାଇଁ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଝିଅର ବେଷ୍ଟ ଫ୍ରେଣ୍ଡ ସହ ଥିଲା ବାପାଙ୍କ ଆ-ଫେ-ୟା-ର: ଖୁଲାସା ପରେ…

ଦର୍ଶକ ବନ୍ଧୁ ଆପଣ ମାନେ ପ୍ରତିଦିନ ସୋସିଆଲ ମିଡିଆ ରୁ ବହୁ ଖବର ପାଇଥିବେ ଯେ ପରିବାର କଳହ ରୁ …

Leave a Reply

Your email address will not be published. Required fields are marked *