Breaking News

ପ୍ରକୃତି ମିଶ୍ର (Prakruti Mishra) ଶାଢୀ ପିନ୍ଧି ହ-ଟ ଲୁକରେ ଟିପ ଟିପ ବର୍ଷା ପାଣିରେ ଡ୍ୟାନ୍ସ ଭିଡିଓ ଭାଇରାଲ ହେଲା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ଶିଶୁ କଳାକାର ଭାବେ ପରିଚି ପ୍ରକୃତି ମିଶ୍ର ଙ୍କୁ ଆପଣ ମାନେ ନି ଶ୍ଚୟ ଜାଣିଥିବେ , ସେ ପିଲା ଦିନ ରୁ ଓଡିଆ ଇଣ୍ଡଷ୍ଟ୍ରୀ ରେ କାମ କରୁଥିଲେ ସେ ପ୍ରଥମେ “ହରି ଭାଇ ହାରେ ନା “ ରେ ନିଜର ଜବରଦସ୍ତ ଅଭିନୟ ଦେଖାଇ ବେଶ ଲୋକ ପ୍ରିୟ ହୋଇପାରିଥିଲେ ଓ ପରବର୍ତ୍ତୀ ସମୟ ରେ ବହୁ ଚଳଚିତ୍ର ରେ ଅଭିନୟ କରି ଥିଲେ । ତାହେଲେ ବନ୍ଧୁଗଣ ଏହି ଶିଶୁ କଳାକାର ଜଣକ ବଡ ହୋଇ ଯାଇଛନ୍ତି ଓ ବର୍ତ୍ତମାନ ସମୟ ରେ ନିଜ ଅଭିନୟ ବଲିଉଡ ଇଣ୍ଡଷ୍ଟ୍ରି ରେ ଜାରି ର ଖିଛନ୍ତି ।


ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ନିଆଁ ଭଳି ପ୍ରକୃତି ମିଶ୍ର ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି , ଏହି ଭିଡିଓ ଟି କୁ ଆପଣ ମାନେ ଦେଖିବା ପରେ ଆପଣ ମାନେ ନିଜ ଆଖି କୁ ବିଶ୍ବାସ କରି ପାରିବେ ନହିଁ । ତାହେଲେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ଏହି ଭିଡିଓ ଟି ପ୍ରକୃତି ନିଜେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି । ତାହେଲେ ଆସନ୍ତୁ ଏହି ଭିଡିଓ ବିଷୟ ରେ ଜାଣିବା ।


ତାହେଲେ ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓ ରେ ପ୍ରକୃତି ଙ୍କୁ ଆପଣ ମାନେ ହ-ଟ ଲୁକ ଏବଂ ଶିଜ୍ଲିଙ୍ଗ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । ଭିଡିଓ ଟି ରେ କେବଳ ପ୍ରକୃତି ମିଶ୍ର ହ-ଟ ଲୁକ ରେ ନଜର ଆସୁ ନାହାଁନ୍ତି ତାଙ୍କ ସହିତ ଲୋକ ପ୍ରିୟ କୋରିଓଗ୍ରାଫ ଅରୁନ୍ଧତୀ ମଧ୍ୟ ହ-ଟ ଲୁକ ରେ ନଜର ଆସିଛନ୍ତି ।

ତେବେ ଉଭୟ ଏହି ଭିଡିଓ ଡ୍ୟାନ୍ସ କରୁଥିବାର ଆପଣ ମାନେ ଦେଖିବାକୁ ପାଇବେ ଓ ଉଭୟ ବହୁତ ହ-ଟ ଏବଂ ଗ୍ଲାମରସ ଭଳି ଦେଖା ଯାଉଛନ୍ତି , ତାହେଲେ ଆପଣ ମାନେ ଆମର ଏହ ପେଜ ରେ ଏହି ଜବରଦସ୍ତ ନାଚ ଟି ନିଶ୍ଚୟ ଦେଖି ପାରୁଥିବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରକାର କଲେ ବଡ଼ ଘୋଷଣା ସବୁ ଜିଲ୍ଲାରେ ପ୍ରଦର୍ଶିତ ହେବ ଦମନ ଫିଲ୍ମ ସରକାର ଦେବେ ପଇସା ଦେଖନ୍ତୁ ଏହାକୁ ସୁଣିଲାରେ Babushan କେତେ ଖୁସି ଅଛନ୍ତି !

ନମସ୍କାର ବନ୍ଧୁଗଣ ପ୍ରତ୍ୟେକ ଦିନ ଅର୍ଥାତ୍ ଦିନ କୁ ଦିନ ବଢି ଚାଲିଛି ଦମନ ଓଡ଼ିଆ ସିନେମା ଦମନ ର …

Leave a Reply

Your email address will not be published.