Breaking News

ସରକାର ଦୁ-ଷ୍କ-ର୍ମ-କା-ରୀ-ଙ୍କ ପାଇଁ ଆଣିଲେ କ-ଡା ଆଇନ, ଏବେ ଦୁ-ଷ୍କ-ର୍ମ-କା-ରୀ- ଙ୍କୁ କରାଯିବ ନଂ-ପୁ-ସ-କ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ସବୁଦେଶ ରେ ଦୁ-ଷ୍କ-ର୍ମ କରିବା ର ଅଭିଯୋଗ ବୃଦ୍ଧି ପାଇବା ରେ ଲାଗିଛି , ତେବେ ଏହି ଦୁ-ଷ୍କ-ର୍ମ ବୃଦ୍ଧି ପାଉଥିବାରୁ ପାକିସ୍ତାନ ସରକାର ଏହା ର ରୋକ ଲଗାଇବା ପାଇଁ ଏକ ଉଚିତ ପଦକ୍ଷେପ ନେଇଛନ୍ତି , ଦୁ-ଷ୍କ-ର୍ମ କରୁଥିବା ଦୁ-ଷ୍କ-ର୍ମ-କା-ରୀ ଙ୍କୁ ନ-ପୁଂ-ସ-କ କରାଯିବ ଓ ପୀ-ଡ଼ି-ତା କୁ ସଙ୍ଗେ ସଙ୍ଗେ ନ୍ୟାୟ ଦିଆଯିବ ।


ପାକିସ୍ତାନ ରେ ଏକାଧିକ ଦୁ-ଷ୍କ-ର୍ମ-କା-ରୀ ଙ୍କୁ କରାଯିବ ନ-ପୁଂ-ସ-କ ଏ ନେଇ ପାକିସ୍ତାନ ସଂସଦ ରେ ସ୍ଵତନ୍ତ୍ର ଏକ ବିଲ ପାସ ହୋଇଛି ଓ ଏହା ଦ୍ଵାରା 1 ରୁ ଅଧିକ କରିଥିବା ଦୁ-ଷ୍କ-ର୍ମ-କା-ରୀ ଙ୍କୁ ନ-ପୁଂ-ସ-କ କରାଯିବ । ଯେଉଁ ଭଳି ଭାବେ ମହିଳା ଓ ଶିଶୁ ମାନେ ଦୁ-ଷ୍କ-ର୍ମ ର ଶି-କା-ର ହେଉଛନ୍ତି ଓ ତାଙ୍କ ସହିତ ହେଉଥିବା ଅ-ପ-ରା-ଧ କୁ କମାଇବା ପାଇଁ ଏହି ଭଳି ନିଷ୍ପତ୍ତି ନେଇଛନ୍ତି ।

ତାହେଲେ ବନ୍ଧୁଗଣ ପାକିସ୍ତାନ ମନ୍ତ୍ରୀମଣ୍ଡଳ ଦ୍ଵାରା ପାରିତ ଅଧ୍ୟାଦେଶ କୁ ରାଷ୍ଟ୍ରପତି ଆରିଫ ଅଲ୍ୱି ମୋହର ଲଗାଇବାର 1 ବର୍ଷ ପରେ ଏହି ବିଲ ପାରିତ ହୋଇଛି , ବିଲ ରେ ଦୋ-ଷୀ ଙ୍କ ଅନୁମତି ରେ ତାଙ୍କୁ ନ-ପୁଂ-ସ-କ କରାଇବା ଓ ସଙ୍ଗେ ସଙ୍ଗେ ପୀ-ଡ଼ି-ତା ଙ୍କୁ ନ୍ୟାୟ ଦେବା ପାଇଁ କୁହଯାଇଛି ।

ସବୁଠୁ ବଡ କଥା ହେଲା ଯେ ନ-ପୁଂ-ସ-କ ରାସାୟନିକ ଉପାୟ ରେ କରାଯିବ । ଔଷଧ ଦେବା ପରେ ବ୍ୟକ୍ତି ର ଯୌ-ବ-ନ ଆକାଂକ୍ଷା କୁ କମାଇ ଦିଅ ଯାଇଥାଏ । ତେବେ ମିଡିଆ ରିପୋର୍ଟ ଅନୁଯାୟୀ ଦକ୍ଷିଣ କୋରିଆ ,ପୋଲାଣ୍ଡ ଓ ଆମେରିକା ର କିଛି ରାଜ୍ୟ ରେ ଏହି ଭଳି ଦ-ଣ୍ଡ ରହିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପୁଣି ସରକାର କରିଲେ ବଡ଼ ଘୋଷଣା, ଏକା ଥରକେ ଏତେ ଟଙ୍କା ଶସ୍ତା ହେଲା ସୁନା(Gold), ଶୁଣିକି ଏବେ ହିଁ କିଣିଦେବେ ଆପଣ…

ବର୍ତମାନର ବଡ଼ ଖବର ଯାହାକି ସୁନା ରୁପା ଦରକୁ ନେଇ ଫୁଣି କମିଲା ସୁନା ରୁପା ଦର ଯେମିତିକି ଆପଣ …

Leave a Reply

Your email address will not be published.