Breaking News

ବାବୁଶାନ (Babushan) ବିବାହ କରି ସାରିବା ପରେ କେଉଁ କାରଣ ପାଇଁ ଅଭିନେତ୍ରୀ ରିୟାଙ୍କ ସହ ସିନେମା କରୁ ନାହାନ୍ତି ?

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି , ତାହେଲେ ଏହି ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସମସ୍ତ ଚଳଚିତ୍ର ରେ ହିରୋ ଏବଂ ହିରୋଇନ ନିଶ୍ଚୟ ଥାନ୍ତି ।

ତେବେ ସେମାନ ଙ୍କ ଜବରଦସ୍ତ ଅଭିନୟ ପାଇଁ ସେମାନେ ଲୋକ ଙ୍କ ଆଗ ରେ ବେସ ଲୋକ ପ୍ରିୟ ହୋଇଥାନ୍ତି ଓ ଲୋକ ପ୍ରିୟ ଯୋଡି ଭାବେ ମଧ୍ୟ ବେସ ପରିଚିତ ଅଛନ୍ତି । ତେବେ ବନ୍ଧୁଗଣ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ସେହିଭଳି ଅନେକ ଲୋକ ପ୍ରିୟ ଯୋଡି ରହିଛନ୍ତି ଓ ସେମାନ ଙ୍କ ମଧ୍ୟ ରୁ ଏକ ଯୋଡି ହେଉଛନ୍ତି ବାବୁଷାନ ଓ ରିୟା ।


ତାହେଲେ ବର୍ତ୍ତମାନ ସମୟ ରେ ଉଭୟ କଣ ପାଇଁ ଦୀର୍ଘ 3 ବର୍ଷ ହେଲା କୌଣସି ଚଳଚିତ୍ର ନଜର ଆସୁ ନାହାଁନ୍ତି ତାହା ଆଜି ଆମେ ଜାଣିବା କୁ ପାଇବା ଆମର ଏହି ପେଜ ମାଧ୍ୟମ ରେ । ତେବେ ବନ୍ଧୁଗଣ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଲୋକ ପ୍ରିୟ ଅଭିନେତା ବାବୁଷାନ ମହାନ୍ତି ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ସେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଆଗ ଧାଡି ର ଅଭିନେତା ଭାବେ ବେସ ପରିଚିତ ।


ଠିକ ସେହିଭଳି ଆପଣ ରିୟା ଙ୍କୁ ନିଶ୍ଚୟ ଜାଣିଥିବେ , ଏହି ଅଭିନେତ୍ରୀ ଜଣକ ଓଡିଆ ଇଣ୍ଡଷ୍ଟ୍ରି ରେ ବହୁ ସାରା ଚଳଚିତ୍ର ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହୋଇପାରିଥିଲେ , ତେବେ ବର୍ତ୍ତମାନ ସମୟ ରେ ରେ ଏହି ଅଭିନେତ୍ରୀ ଜଣକ ଅଭିନୟ ଆଉ ଦେଖିବାକୁ ମିଳୁନାହିଁ କିନ୍ତୁ କିଛି ରିଆଲିଟି ସୋ ରେ ଜଜ ଭାବେ ନଜର ଆସିଥିଲେ ।

ବାବୁଷାନ ଓ ରିୟା ଏହି ଯୋଡି ବହୁ ସାରା ଚଳଚିତ୍ର ରେ ଅଭିନୟ କରିଛନ୍ତି , ତେବେ ବର୍ତ୍ତମାନ ସମୟ ରେ ଅଭିନୟ କରିବା କୁ ନେଇ ନିଜ ପ୍ରତିକ୍ରିୟା ରଖି ନିଜ ପ୍ରଶଂସକ ମାନ ଙ୍କୁ କହିଛନ୍ତି ଯେ ପୂର୍ବ ଚଳଚିତ୍ର ଭଳି ଷ୍ଟୋରି ଓ ଭଲ ଡାଇରେକ୍ଟର ମିଳିଲେ ସେମାନେ ନିଶ୍ଚୟ ଚଳଚିତ୍ର ରେ ଏକାଠି ହୋଇ ନଜର ଆସିବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଶାଶୂ ଘରେ ଅଭିନେତ୍ରୀ ସୋମାଲିନଙ୍କୁ (Somalin Parida) ଖୁଆଇ ଦେଲେ ଶାଶୂ ଓ ନଣନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ …

Leave a Reply

Your email address will not be published. Required fields are marked *