ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି , ତାହେଲେ ଏହି ଅଭିନେତ୍ରୀ ମାନ ଙ୍କ ଭିତରୁ ବହୁ ଅଭିନେତ୍ରୀ ଅଛନ୍ତି ଯେଉଁ ଅଭିନୟ ଜଗତ ରୁ କିଛି ନା କିଛି କାରଣ ରୁ ଦୂରେଇ ଯାଇଥିଲେ ମଧ୍ୟ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି ନିଜ ପ୍ରଶଂସକ ।
ତାହେଲେ ସେହିଭଳି ଜଣେ ଅଭିନେତ୍ରୀ ହେଉଛନ୍ତି ପୁନ୍ନମ ମିଶ୍ର । ପୁନ୍ନମ ଙ୍କୁ ବର୍ତ୍ତମାନ ସମୟ ରେ 34 ବର୍ଷ ବୟସ ହୋଇଛି ତାହେଲେ ଆଗାମୀ ଦିନ ମାନ ଙ୍କ ଭିତରେ ପୁନ୍ନମ ବିବାହ କରିବାକୁ ଯାଉଛନ୍ତି , ତାହେଲେ ଆଜି ଆମେ ଜାଣିବା ସେ କେଉଁ ଅଭିନେତା ଙ୍କୁ ବିବାହ କରିବାକୁ ଯାଉଛନ୍ତି ।
ତାହେଲେ ବନ୍ଧୁଗଣ ଆପଣ ମାନେ ବହୁସାରା ଚଳଚିତ୍ର ଓ ଧାରାବାହିକ ରେ ପୁନ୍ନମ ଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ , ତେବେ ନିଜ ଜବରଦସ୍ତ ଅଭିନୟ ପାଇଁ ସେ ବେସ ଲୋକ ପ୍ରିୟ ହୋଇପାରିଛନ୍ତି ଓ ଘରେ ମଧ୍ୟ ପରିଚିତ । ପୁନ୍ନମ ନିଜ ଜବରଦସ୍ତ ଫଳ ରେ ଓଡିଆ ଇଣ୍ଡଷ୍ଟ୍ରି ରେ ଏକ ସ୍ଵତନ୍ତ୍ର ପରିଚୟ ପାଇଛନ୍ତି ।
ତେବେ କିଛି ଦିନ ପୂର୍ବେ ଏହି ଅଭିନେତ୍ରୀ ଜଣକ ଅଭିନୟ ଦୁନିଆ ରୁ ଦୂରେଇ ଯାଇଥିଲେ ଓ ଯାହା ଫଳ ରେ ଦର୍ଶକ ମାନେ ତାଙ୍କ ଅଭିନୟ ଦେଖିବା ପାଇଁ ବେସ ଇଚ୍ଛୁକ ଥିଲେ । ତାହେଲେ ବର୍ତ୍ତମାନ ସମୟ ରେ ପୁନ୍ନମ ଙ୍କୁ ନେଇ ଏକ ଖୁସି ଖବର ଆସିଛି ଯେ ପୁନ୍ନମ ଙ୍କ ଆଗାମୀ ଦିନ ମାନ ଙ୍କ ଭିତରେ ଏକ ଚଳଚିତ୍ର ଆସିବାକୁ ଯାଉଛି ।
ଖବର ଟି ଯେ ପୁନ୍ନମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଙ୍କୁ ବିବାହ କରିବାକୁ ଯାଉଛନ୍ତି ଓ ଏହି ଅଭିନେତା ଜଣକ ହେଉଛନ୍ତି ସମ୍ବିତ । ତାହେଲେ ବନ୍ଧୁଗଣ ପୁନ୍ନମ ଓ ସମ୍ବିତ ରିଲ ଲାଇଫ ରେ ବିବାହ କରିବାକୁ ଯାଉଛନ୍ତି ରିଅଲ ଲାଇଫ ରେ ନୁହେଁ ଓ ରିଅଲ ଲାଇଫ ରେ ସମ୍ବିତ ସୋୟନା ଙ୍କୁ ବିବାହ କରି ସାରିଛନ୍ତି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ