Breaking News

କେବେ ଖୋଲିବ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପିଲାଙ୍କ କ୍ଳାସ, ଜାଣନ୍ତୁ ଏହି ଦିନ ଖୋଲିବ ସ୍କୁଲ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସବୁଠୁ ବଡ ଖବର ଆସିଛି ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପିଲା ଙ୍କ ସ୍କୁଲ ଖୋଲିବା କୁ ନେଇ ବଡ ଘୋଷଣା ହୋଇଛି , ସ୍କୁଲ କେବେ ଖୋଲିବ ଓ ପିଲା ମାନେ କେଉଁ ତାରିଖ ରୁ ସ୍କୁଲ ଯିବେ ସେ ନେଇ ବର୍ତ୍ତମାନ ସମୟ ରେ ବେସ ଚର୍ଚ୍ଚା ର ବିଷୟ ପାଲଟିଛି , ତାହେଲେ ଆଜି ଆମେ ଏହି ବିଷୟ ରେ ଜାଣିବା । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ କରୋନା ଯୋଗୁ ପିଲା ନ ପାଠପଢା ଦୀର୍ଘ 2 ବର୍ଷ ହେଲା ବନ୍ଦ ହୋଇଛି ।


ତାହେଲେ ପୂର୍ବ ରୁ ଅଷ୍ଟମ ରୁ ଦଶମ ଶ୍ରେଣୀ ଛାତ୍ର ଓ ଛାତ୍ରୀ ମାନେ ସ୍କୁଲ ଯାଉଛନ୍ତି ଓ ଗତକାଲି ଦୁଇ ଦିନ ହେଲା ଷଷ୍ଠ ଓ ସପ୍ତମ ଶ୍ରେଣୀ ର ଛାତ୍ରଛାତ୍ରୀ ପାଠ ପଢିବାକୁ ସ୍କୁଲ ଯାଉଛନ୍ତି । ତେବେ ବର୍ତ୍ତମାନ ସମୟ ରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଖୋଲା ହୋଇନାହିଁ , ତେବେ ପ୍ରଥମ ରୁ ପଞ୍ଚମ ରୁ ଖୋଲିବାକୁ ନେଇ ଯାହା ସୂଚନା ମିଳିଛି ଯେ ଯେ ରାଜ୍ୟ ରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ସମସ୍ତ ଛାତ୍ର ଛାତ୍ରୀ ଙ୍କ ସଂଖ୍ୟା ହେଉଛି 3738349 ।


ତେବେ ବର୍ତ୍ତମାନ ସମୟ ର ଏ ଏହି ସମସ୍ତ ଛାତ୍ରଛାତ୍ରୀ ସ୍କୁଲ ଆସିବା ପାଇଁ ବିକଳ୍ପ କରା ଯାଉଛି ବୋଲି ଗଣଶିକ୍ଷା ମନ୍ତ୍ରୀସମୀର ଦାସ କହିଛନ୍ତି । ଡିସେମ୍ବର ସେସ ସପ୍ତାହ ସୁଧା ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପିଲା ଙ୍କ ପାଠପଢା ଆରମ୍ଭ ହେବା କୁ ଯାଉଛି । ତେବେ କେଉଁ ତାରିଖ ରେ କ୍ଳାସ ଆରମ୍ଭ ହେବ ସେ ନେଇ ସ୍ପଷ୍ଟ ଜଣା ଭାବେ ଜଣା ପଡି ନହିଁ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପାଠ ପଢ଼ିଛନ୍ତି ଷଷ୍ଠ ହେଲେ ଫେସବୁକରେ ଡାକ୍ତର ପରିଚୟ ଦେଇ ଫ-ସ-ଉ-ଥି-ଲେ ଝି-ଅ ଙ୍କୁ ,ଆଉ ଲୁ-ଟି ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଜଣେ ବ୍ୟକ୍ତି ଙ୍କ ଶିକ୍ଷାଗତ ଯୋଗ୍ୟତା କହିଲେ ଷଷ୍ଠ …

Leave a Reply

Your email address will not be published. Required fields are marked *