Breaking News

ଭୁବନେଶ୍ଵର ରେଳ ଷ୍ଟେସନରେ ଆ-ତ-ଙ୍କ-ବା-ଦୀ! ଯବାନ ମାନେ କେମିତି ଯାତ୍ରୀ ମାନଙ୍କୁ ଉଦ୍ଧାର କରିଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ କୋଣାର୍କ ରେ ଏକ୍ସେପ୍ରେସ କୁ ଆ-ତ-ଙ୍କ-ବ-ଦୀ ମାନେ ହା-ଇ-ଜା-କ କରିଛନ୍ତି , ଜନଗହଳି ଭିତରେ ଭୁବନେଶ୍ବର ରେଳ ଷ୍ଟେସନ ରେ 6 ନମ୍ବର ପ୍ଲାଟଫର୍ମ ରେ 4 ଆତଙ୍କବଦୀ ଟ୍ରେନ ଭିତର କୁ ପଶି ଲୋକ ମାନ ଙ୍କୁ ଭ-ୟ-ବି-ତ କରାଇଛନ୍ତି ।  ଖାଲି ସେତିକି ନୁହେଁ ଏହି ଟ୍ରେନ ରେ ଏକାଧିକ ବଗି ରେ ବ-ମ ଖଞ୍ଜିବା ସହିତ ଯାତ୍ରୀ ମାନ ଙ୍କୁ ବ-ନ୍ଦୀ କରି ରଖିଛନ୍ତି ।

ତାହେଲେ ଏହି ଖବର ଆମର ଯବାନ ଜାଣିବା ପରେ କାନ୍ଧ ରେ ବ-ନ୍ଧୁ-କ ପକାଇ ଆ-ତ-ଙ୍କ-ବ-ଦୀ ଙ୍କ ସହ ମୁକାବିଲା କରିବା ପାଇଁ ଟ୍ରେନ ଆଡକୁ ମୁହାଁଇଥିଲେ , ଆମ ଯବାନ ମାନେ ଭ-ୟ ବୋଲି ଶବ୍ଦ କଣ ଜାଣି ନାହାଁନ୍ତି , ନିଜ ଜୀବନ କୁ ବାଜି ପକାଇ ଯାତ୍ରୀ ଙ୍କ ଜୀବନ ବଞ୍ଚାଇବା ପାଇଁ ଟ୍ରେନ ର ଚାରିପଟୁ ଘେରି ଯାଇଥିଲେ ଓ ନିଜ ଅପରେସନ ଜାରି ରଖିଥିଲେ ଓ ପରବର୍ତ୍ତୀ ସମୟ ରେ ନିଜ ଅପେରସନ ବହୁ ସମୟ ରେ ଆ-ତ-ଙ୍କ-ବ-ଦୀ ଙ୍କୁ କବଜା କରିଥିଲେ ।

ପରବର୍ତ୍ତୀ ସମୟ ରେ ଖଞ୍ଜା ହୋଇଥିବା ବୋ-ମା କୁ ଉଦ୍ଧାର କରି ତାକୁ ଡିସ୍ଫ୍ୟୁଜ କରିଥିଲେ , ତାହେଲେ ବନ୍ଧୁଗଣ ଏହା ରିଅଲ ରେ ନଥିଲା ମାନେ ସତ ସତିକା ନଥିଲା ଏହା ମକ ଡ୍ରିଲ ହେଉଥିଲା ଓ ଏହା ଦ୍ଵାରା ଯବାନ ମାନେ ଆ-ତ-ଙ୍କ-ବ-ଦୀ ଙ୍କ ମାନ ଙ୍କ ର କେମିତି ସମ୍ମୁଖୀନ କରୁଛନ୍ତି ଓ ଯାତ୍ରୀ ମାନ ଙ୍କୁ ଉଦ୍ଧାର କରିବା ସହ ଆହତ ଯବାନ ମାନ ଙ୍କୁ ହସ୍ପିଟାଲ କୁ ନେବା ଭଳି ଅନେକ ଜିନିଷ ହୋଇଥିଲା ଏହି ମକ ଡ୍ରିଲ ରେ ।

ତେବେ ଏହି ମକ ଡ୍ରିଲ ରେ ଆରପିଏଫ ,ସ୍ପେଶାଲ ଅପେରସନ ବିଭାଗ, ସରକାରୀ ରେଳ ପୋଲିସ,କମିସନରେଟ ପୋଲିସ , ରାଜ୍ୟ ବିଡିଏସ ଓ ମେଡିକାଲ କର୍ମଚାରୀ , ଆରପିଏଫ କର୍ମଚାରୀ ଓ ସେହି ଷ୍ଟେସନ ର କର୍ମଚାରୀ ମାନେ ମିଳିତ ଉଦ୍ୟମ ରେ ଏହି ମକ ଡ୍ରିଲ କରିଥିଲେ , ଏହି ଡ୍ରିଲ ଆରପିଏଫ ଡଗ ସ୍କୁଆର୍ଡ ମଧ୍ୟ ନିୟୋଜିତ ହୋଇଥିଲେ । ତାହାଲେ ଏହି ମକ ଡ୍ରିଲ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବ ରେ ଲାଗିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପାଠ ପଢ଼ିଛନ୍ତି ଷଷ୍ଠ ହେଲେ ଫେସବୁକରେ ଡାକ୍ତର ପରିଚୟ ଦେଇ ଫ-ସ-ଉ-ଥି-ଲେ ଝି-ଅ ଙ୍କୁ ,ଆଉ ଲୁ-ଟି ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଜଣେ ବ୍ୟକ୍ତି ଙ୍କ ଶିକ୍ଷାଗତ ଯୋଗ୍ୟତା କହିଲେ ଷଷ୍ଠ …

Leave a Reply

Your email address will not be published. Required fields are marked *