Breaking News

ପବିତ୍ର ମାସ କାର୍ତ୍ତିକ ମାସରେ ପଞ୍ଚୁକରେ ଘଟିଲା ଅଲୌକି ଘଟଣା, ଠାକୁର ଘରୁ ବାହାରିଲା ତମ୍ବା ନାଗ – ଦେଖନ୍ତୁ ଭିଡିଓ

ଆମ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ମାସ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ମାସ କାର୍ତ୍ତିକ ମାସକୁ କୁହାଯାଏ । କାରଣ ଏହି ମାସ ଟି ଭଗବାନ ଶିବଙ୍କର ପ୍ରିୟ ମାସ ହୋଇଥାଏ । ଲୋକ କଥା ଅଛି ଏହି ମାସରେ ବଗୁଲି ମଧ୍ୟ ଆମିଷ ଭୋଜନ କରି ନଥାଏ । କାର୍ତ୍ତିକ ମାସର ଶେଷ ପାଞ୍ଚଦିନ (କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ)କୁ ପଞ୍ଚୁକ ବା ପବିତ୍ର ପଞ୍ଚକ ଭାବେ ପାଳନ କରାଯାଏ । କାର୍ତ୍ତିକ ମାସ ଉଭୟ ଭଗବାନ ଶିବ ଓ ବିଷ୍ଣୁ ଙ୍କ ପୂଜା ଅର୍ଚ୍ଚନା କରାଯାଇଥାଏ । ଏହି ମାସରେ ଏକ ଚମତ୍କାର କଥା ଟିଏ ଘଟିଛି ।

ଦର୍ଶକ ବନ୍ଧୁ ବର୍ତ୍ତମାନ ସାମୀ ରେ ପଞ୍ଚୁକ ଚାଲିଥିବା ସମୟ ରେ ଘରୁ ବାହାରିଲା ନାଗ , ନାଗ ପୁଣି ଜିଅନ୍ତା ନୁହେଁ ବରଂ ତମ୍ବା ନାଗ । ତାହେଲେ ବନ୍ଧୁଗଣ ଏହା ଶୁଣିବା ପରେ ଆପଣ ଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ୍ୟ ଅଟେ ଓ ଏହି ତମ୍ବା ନାଗ ଦେଖିବା ପାଇଁ ଲୋକ ଙ୍କ ଗହଳି ଲାଗିଛି । ତାହେଲେ ଆସନ୍ତୁ ଜାଣିବା ଏହି ତମ୍ବା ସାପ ଟି କେଉଁଠାରେ ବାହାରିଛି ।

ତାହେଲେ ବନ୍ଧୁଗଣ ଏହି କଥା କୁ ଶୁଣିବା ପରେ କିଛି ଲୋକ ଏହାକୁ ଅବିଶ୍ଵାସ କରୁଥିବା ସମୟ ରେ କିଛି ଶ୍ରଦ୍ଧାଳୁ ମାନେ ଏହି ସାପ ଟି କୁ ଦେଖିବା ସହିତ ମୁଣ୍ଡିଆ ମାରି ଆସୁଛନ୍ତି । ତାହେଲେ ବନ୍ଧୁଗଣ ଯାହା ସୂଚନା ମିଳିଛି ଯେ ତେଲକୋଇ ବ୍ଲକ ନୂଆଗଡ ଗ୍ରାମ ରେ ଜଣେ ମହିଳା ନିଜ ଠାକୁର ଗହର ସଫା କରୁଥିବା ସମୟ ର ଏ ଏହି ତମ୍ବା ନାଗ କୁ ଦେଖିଥିଲେ ଓ ଡ-ରି ଯାଇଥିଲେ ।


ପରେ ଜାଣିବା ପରେ ସ୍ଥାନୀୟ ଲୋକ ଜାଣିବା ପରେ ସେହି ତମ୍ବା ସାପ କୁ ଦେଖିବା ପାଇଁ ଯାଇ ସେଠାରେ ଗହଳି କରିଥିଲେ ଓ ଦେଖିବା ସହିତ ପୂଜାର୍ଚ୍ଚନା କରିଥିଲେ । ତାହେଲେ ଏହି ଭଳି ଦୃଶ୍ୟ ସୋସିଆଲ ମିଡିଆ ରେ ବେସ ଭାଇରାଲ ହେବ ରେ ଲାଗିଛି ଓ ଆପଣ ମାନେ ଆମର ଏହି ପେଜ ରେ ଏହି ଦୃଶ୍ୟ ନିଶ୍ଚୟ ଦେଖି ପାରୁଥିବେ । ତେବେ ପଞ୍ଚୁକ ରେ ତମ୍ବା ନାଗ ଦେଖିବା ବାହାରିବା ବେସ ଶୁଭ ଦାୟକ ହୋଇଥାଏ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଏହି ଡ଼ିସେମ୍ବର ମାସ ଆରମ୍ଭରୁ ଏହି ରାଶି ମାନଙ୍କୁ ମିଳିବ ପୁଳା ପୁଳା ଟଙ୍କା ଦେଖନ୍ତୁ ଆପଣଙ୍କ Rasi ଅଛିକି !

ନମସ୍କାର ବନ୍ଧୁଗଣ ଆଜି ଆମେ ଜାଣିବା ସେହି ରାଶି ମାନକର ବିଷୟରେ ଯାହା ର ଭାଗ୍ୟ ଏବେ ସମ୍ପୂର୍ଣ ଭାବରେ …

Leave a Reply

Your email address will not be published.