Breaking News

ଓଡିଶା କଂଗ୍ରେସର ବରିଷ୍ଠ ନେତା ସୁର ରାଉତ ରାୟଙ୍କୁ ନେଇ ଆସିଲା ଏକ ବଡ ଖବର, ସେ ଏବେ କରୋନା ଆ-କ୍ରା-ନ୍ତ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ କଂଗ୍ରେସ ର ବରିଷ୍ଠ ନେତା ବା ଜଟଣୀ ବିଧାୟକ ସୁରେଶ ରାଉତରାୟ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତାହେଲେ ସୁର ଭାଇ ନିଜ କଥା ଶୈଳୀ ପାଇଁ ବେସ ଲୋକ ପ୍ରିୟ । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୁରେଶ ରାଉତରାୟ ଓ ତାଙ୍କ ପତ୍ନୀ କରୋନା ରେ ସଂ-କ୍ର-ମି-ତ ହୋଇଛନ୍ତି ଓ ଉଭୟ ସଙ୍ଗରୋଧ ରେ ଅଛନ୍ତି ଓ ସ୍ୱାସ୍ଥ୍ୟ ଅବସ୍ଥା ବେସ ଭଲ ଅଛି ।


ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ପୂର୍ବ ରୁ ଯେଉଁ ଦୁଇ ଟି କରୋନା ର ଲହର ଚାଲିଯାଇଛି ଓ ସେହି ସମୟ ରେ ସୁର ନିଜ ମନ୍ତବ୍ୟ ଦେଇ ବେସ ଚର୍ଚ୍ଚା ରେ ଥିଲେ ଯେ ସେ ଆଦୌମ ମାକ୍ସ ପିନ୍ଧିବେ ନାହିଁ ଓ କରୋନା ରେ ସଂ-କ୍ର-ମି-ତ ହେବେ ନହିଁ ବୋଲି କହି ଥିଲେ ଓ କରୋନା କୁ ନେଇ ବାରମ୍ବାର ପ୍ରଶ୍ନ କରୁଥିଲେ କିନ୍ତୁ ବର୍ତ୍ତମାନ ସମୟ ରେ କରୋନା ରେ ସଂ-କ୍ର-ମି-ତ ହୋଇଛନ୍ତି ।

ଗତକାଲି କରୋନା ପରୀକ୍ଷା ପରେ କରୋନା ସଂ-କ୍ର-ମି-ତ ଅଛନ୍ତି ବୋଲି ଜଣା ପଡିଥିଲେ , ତାହେଲେ ସୁର ରାଉତରାୟ ପରାମର୍ଶ ଦେଇଛନ୍ତି ତାଙ୍କ ସହିତ ମିଶିତ ଥିବା ବ୍ୟକ୍ତି କରୋନା ପରୀକ୍ଷା କରାଇ ନିଅନ୍ତୁ , ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏହା ଏକ ବଡ ଖବର ଯେ ସୁର ରାଉତ ରାୟ ଓ ତାଙ୍କ ପତ୍ନୀ କରୋନା ରେ ସଂକ୍ରମିତ ହେବା ପରେ ଉଭୟ ସଙ୍ଗରୋଧ ରେ ଅଛନ୍ତି ।

ଉଭୟ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବେସ ଭଲ ଅଛି , ତେବେ ଆମେ ଭଗବାନ ନିକଟ ରେ ପ୍ରାର୍ଥନା କରୁଛୁ ଯେ ସୁରେଶ ରାଉତରାୟ ଓ ତାଙ୍କ ପତ୍ନୀ ଖୁବ ଶୀଘ୍ର କରୋନା ରୁ ସୁସ୍ଥ ହୋଇଯାନ୍ତୁ ॥  ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପାଠ ପଢ଼ିଛନ୍ତି ଷଷ୍ଠ ହେଲେ ଫେସବୁକରେ ଡାକ୍ତର ପରିଚୟ ଦେଇ ଫ-ସ-ଉ-ଥି-ଲେ ଝି-ଅ ଙ୍କୁ ,ଆଉ ଲୁ-ଟି ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଜଣେ ବ୍ୟକ୍ତି ଙ୍କ ଶିକ୍ଷାଗତ ଯୋଗ୍ୟତା କହିଲେ ଷଷ୍ଠ …

Leave a Reply

Your email address will not be published. Required fields are marked *