Breaking News

ଡାକ ବିଭାଗ ଦେଉଛି ସୁବର୍ଣ୍ଣ ସୁଯୋଗ, ମାତ୍ର ୫ ହଜାର ଟଙ୍କା ବିନିଯୋଗ କରି ଲକ୍ଷାଧିକ ଟଙ୍କା ରୋଜଗାର କରନ୍ତୁ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଡାକ ବିଭାଗ ରେ ଫ୍ରାଞ୍ଚାଇଜ ଅଫର ଦିଅ ଯାଉଛି ମାନେ ଆପଣ ବର୍ତ୍ତମାନ ସମୟ ରେ ପୋଷ୍ଟ ଅଫିସ ଖୋଲି ମାସ ଭଲ ଟଙ୍କା ଇନିକାମ କରି ପାରିବେ , ତେବେ ବର୍ତ୍ତମାନ ସମୟ ରେ ଦେଶ ରେ 1 ଲକ୍ଷ 55 ହଜାର ପୋଷ୍ଟ ରହିଛି ତେବେ ଏନିତି ଅଭୁ ସ୍ଥାନ ରହିଛି ଯେଉଁଠାରେ ପୋଷ୍ଟ ଅଫିସ ଆଦୌମ ରହି ନହିଁ ଓ ଏଥିପାଇଁ ବିଭାଗ ତରଫ ରୁ ଫ୍ରାଞ୍ଚାଇଜ ଅଫର ଦିଆ ଯାଇଛି ।

ଏହି ଅଫର କୁ ଆପଣ ମାନେ ଗ୍ରହଣ କଲେ ମାସ କୁ ଭଲ ପଇସା ଇନିକାମ କରି ପାରିବେ ଓ ଏହି ଅଫର କୁ ଗ୍ରହଣ କରିବା ପୂର୍ବ ରୁ ଆପଣ ନିଷ୍ଠାବାନ ଓ ବିଶ୍ଵସ୍ଥ ହେବାକୁ ପଡିବ । ତାହେଲେ ଆସନ୍ତୁ ଏହି ଫ୍ରାଞ୍ଚାଇଜ କୁ କେମିତି ଅବେଦନ କରିବେ ଆସନ୍ତୁ ଜାଣିବା , ତେବେ ବନ୍ଧୁଗଣ ଡାକ ବିଭାଗ ପକ୍ଷ ରୁ ଦୁଇ ପ୍ରକାର ର ଫ୍ରାଞ୍ଚାଇଜ ଦିଆଯାଇଛି , ତେବେ ପ୍ରଥମ ଟି ହେଲା

ଫ୍ରାଞ୍ଚାଇଜ ଆଉଟଲେଟ ଓ ଅନ୍ଯଟି ପୋଷ୍ଟାଲ ଏଜେନ୍ସି , ତେବେ ଆପଣ ମାନେ ଏହି ଦୁଇ ଟି ମଧ୍ୟ ରୁ ଯାହା ବି କିଛି ହେଲେ ଗୋଟେ ଫ୍ରାଞ୍ଚାଇଜ ଗ୍ରହଣ କରି ପାରିବେ । ତେବେ ପୋଷ୍ଟାଲ ଏଜେନ୍ସି କହିଲେ ଆମେ ସାଧାରଣ ଏକ ଡାକବାଲା କୁ ବୁଝିବା ଯେଉଁ ମାନେ ଉଭୟ ସହର ଓ ଗ୍ରାମୀଣ କ୍ଷେତ୍ର ରେ ପୋଷ୍ଟାଲ ଷ୍ଟାମ୍ପ ଏବଂ ଷ୍ଟେସିନାରୀ ଘର ଘର ବୁଲି ଦେଇଥାନ୍ତି । ତେବେ ଏହାକୁ ଆବେଦନ କରୁଥିବା ବ୍ୟକ୍ତି କୁ 18 ବର୍ଷ ହେବା ନିହାତି ଆବଶ୍ୟକ ଓ ସେ ଭାରତୀୟ ନାଗରିକ ହୋଇଥିବେ ।

ସେହି ବ୍ୟକ୍ତି ଅଷ୍ଟମ ପାସ କରିଥିବା ନିହାତି ଦରକାର , ତେବେ ଫ୍ରାଞ୍ଚାଇଜ ପାଇଁ ନିଜେ ଫର୍ମ ପୂରଣ କରି ଦାଖଲ କରିବାକୁ ପଡିବ । ପରେ ଚୟନ ହେଲେ ହେଲେ ଇଣ୍ଡିଆ ପୋଷ୍ଟ ସହିତ ଏମଓଇଉ ସାଇନ କରିବାକୁ ପଡିବ । ତାହେଲେ ସବୁଠାରୁ ବଡ କଥା ହେଲା ଯେ ଏହ ଫ୍ରାଞ୍ଚାଇଜ ପାଇଁ ଆପଣ ଙ୍କୁ ମାତ୍ର 5 ହାଜର ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ତେବେ ଫ୍ରାଞ୍ଚାଇଜ ମିଳିବା ପରେ କମିଶନ ଆକାର ରେ ଆପଣ ଭଲ ତାଙ୍କ ଇନିକାମ କରି ପାରିବେ ।

ତାହେଲେ ଆପଣ ମାନେ ଏହାକୁ ଅନଲାଇନ ମାଧ୍ୟମ ରେ ଆବେଦନ କରି ପାରିବେ , ହଁ ବନ୍ଧୁ ଅଫିସିଆଲ ୱେବ ସାଇଟ www.indiapost. gov. in କୁ ଯାଇ ଆବେଦନ କରିବେ । ଆପଣ ଚାହିଁଲେ ନିଜର ପିଡ଼ିଏଫ ମଧ୍ୟ ଏଥିରେ ଡାଉନଲୋଡ କରି ପାରିବେ । ପିଡ଼ିଏଫ ଫାଇଲ ପାଇଁ ସ୍କ୍ରିନ ରେ ଦିଆଯାଇଥିବା ଲିଙ୍କ ରେ ବ୍ୟବହାର କରିବେ । ତାହେଲେ ଆସନ୍ତୁ ଏହି କମିଶନ ବିଷୟ ରେ ଜାଣିବା ଆପଣ ମାନେ କେମିତି ଏହି କମିଶନ ରୁ ଟଙ୍କା ପାଇବେ । ରେଜିଷ୍ଟର ଆର୍ଟିକିଲ୍ସ ରେ ବୁକିଙ୍ଗ ପରେ 3 ଟଙ୍କା କମିଶନ , ସ୍ପିଡ ପୋଷ୍ଟ ଆର୍ଟିକିଲ୍ସ ବୁକିଙ୍ଗ ଉପରେ 5 ଟଙ୍କା କମିଶନ ପାଇବେ ।

ତେବେ 100 ରୁ 200 ଟଙ୍କା ମନି ଅର୍ଡର ଉପରେ 3,50 ପଇସା ମିଳିବ ଓ 200 ଟଙ୍କା ଉପରେ ଅଧିକ ମନି ଅର୍ଡର ରଖିଲେ 5 ଟଙ୍କା କମିଶନ ପାଇବେ । ଯଦି ଆପଣ ପ୍ରତି ମାସ ରେ ରେଜିଷ୍ଟର ଓ ସ୍ପିଡ ପୋଷ୍ଟର ହଜାର ରୁ ଅଧିକ ବୁକିଙ୍ଗ ରେ 20 ପ୍ରତିଶତ କମିଶନ ମିଳିବ । ପୋଷ୍ଟାଲ ଷ୍ଟାମ୍ପ,ପୋଷ୍ଟାଲ ଷ୍ଟେସନାରୀ, ଏବଂ ମନି ଅର୍ଡର ଫର୍ମ ବିକ୍ରି ଉପରେ ସେଲ ଅମାଉଣ୍ଟ 5 ପ୍ରତିଶତ କମିଶନ ରହିଛି । ରେଭିନ୍ୟୁ ଷ୍ଟାମ୍ପ , ସେଣ୍ଟ୍ରାଲ ରୀକୃଟମେଣ୍ଟ ଷ୍ଟାମ୍ପ ଆଦି ବିକ୍ରି ର ରିଟେଲ ସର୍ଭିସ ଉପରେ ଡାକ ବିଭାଗ ର 40 ପ୍ରତିଶତ କମିଶନ ମିଳିବ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ମାତ୍ର ୧ ଟଙ୍କା ଦେଇ ଆପଣ ପାଇ ପାରିବେ ୭ ଲକ୍ଷ ଟଙ୍କା! ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ଜାଣନ୍ତୁ କେମିତି ପାଇବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ସେହି ଲୋକ ମାନ ଙ୍କ ପାଇଁ ଯେଉଁ ଲୋକ ମାନେ …

Leave a Reply

Your email address will not be published. Required fields are marked *