Breaking News

ଲୋକପ୍ରିୟ ଓଡିଆ ଅଭିନେତା ବବି ମିଶ୍ର (Bobby Mishra) ଅଭିନୟ ରୁ ଦୂରେଇ ଏବେ ଖୋଲିଲେ ଦୋକାନ? – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟା ଅଭିନେତା ଅଛନ୍ତି ଓ ଏହି ଲୋକ ମାନେ ନିଜ ଅଭିନୟ ପାଇଁ ଘରେ ଘରେ ପରିଚିତ , ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଏହି ଲୋକ ପ୍ରିୟ ଅଭିନେତା ମାନ ଙ୍କ ମଧ୍ୟ ରୁ କମ ବହିନେଟ ଅଛନ୍ତି ଯେଉଁ ମାନେ ନିଜ ଅଭିନୟ ଜୀବନୀ ଛୋଟ ପରଦା ରୁ ଆରମ୍ଭ କରିଥିଲେ ଓ ବର୍ତ୍ତମାନ ସମୟ ରେ ବଡ ପରଦା ର ଲୋକ ପ୍ରିୟ ଅଭିନେତା ଭାବେ ବେସ ପରିଚିତ । ତାହେଲେ ବନ୍ଧୁଗଣ ସେହି ଭଳି ଜଣେ ଅଭିନେତା ହେଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ବବି ମିଶ୍ର ।


ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବବି ମିଶ୍ର ପ୍ରଥମେ ନିଜ ଅଭିନୟ ଜୀବନ ଆଲବମ ଦୁନିଆ ରୁ କରିଥିଲେ , ତାଙ୍କର ସମସ୍ତ ଆଲବମ ସୁପର ଡୁପର ହୋଇଥିଲା , ତେବେ ପରବର୍ତ୍ତୀ ସମୟ ରେ ବଡ ପରଦା ରେ ବବି ମିଶ୍ର ଯିଏ କି ମୁଖ୍ୟ ଅଭିନେତା , ଭିଲିୟାନ ଭଳି ଅନେକ ଚରିତ୍ର ରେ ଅଭିନୟ କରି ବେସ ଲୋକ ପ୍ରିୟ ହୋଇପାରିଛନ୍ତି , ତାଙ୍କ ଅଭିନୟ କୁ ଦେଖିବା ଦର୍ଶକ ମାନେ ବେସ ଇଚ୍ଛୁକ ଥାନ୍ତି । ନିଜ ଜବରଦସ୍ତ ଅଭିନୟ ପାଇଁ ଏହି ଅଭିନେତା ଜଣକ ଓଡିଆ ଇଣ୍ଡଷ୍ଟ୍ରି ରେ ଲୋକ ପ୍ରିୟ ହେବା ସହିତ ଘରେ ମଧ୍ୟ ପରିଚିତ ।


ତାହେଲେ ବନ୍ଧୁଗଣ ବବି ମିଶ୍ର ନିଜ ସୋସିଆଲ ମିଡିଆ ରେ ଆକାଉଣ୍ଟ ରେ ବେସ ସକ୍ରିୟ ଥାନ୍ତି ଓ କିଛି ନା କିଛି ଫଟୋ ବା ଭିଡିଓ ପୋଷ୍ଟ କରିଥାନ୍ତି ତେବେ ବର୍ତ୍ତମାନ ସମୟ ରେ ବବି ମିଶ୍ର ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ରେ ବବି ମିଶ୍ର ରେ ରାସ୍ତା କଡ ରେ ଫୁତ ଫାତ ରେ ଦୋକାନ ଦେଇଥିବା ର ଦେଖିବାକୁ ମିଳିଛି ।

ତାହେଲେ ଏହି ଭିଡିଓ ରୁ ଯାହା ସ୍ପଷ୍ଟ ଭାବେ ଜଣା ପଡୁଛି ଯେ ଏହି ଦୋକାନ ଅନ୍ୟ ଜଣେ ବ୍ୟକ୍ତି ଙ୍କ ର ଓ ଏହି ବ୍ୟକ୍ତି ଜଣକ ବବି ଙ୍କ ଏହି ଭିଡିଓ ରେ ତାଙ୍କ ପାଖ ରେ ଅଛନ୍ତି ଓ ଏହି ଫୁତ ଫାତ ଦୋକାନ ରୁ ବିକା ହେଉଥିବା ଜିନିଷ ବିଷୟ ରେ ଅବଗତ ହୋଇ ତିଆରି କରୁଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଶାଶୂ ଘରେ ଅଭିନେତ୍ରୀ ସୋମାଲିନଙ୍କୁ (Somalin Parida) ଖୁଆଇ ଦେଲେ ଶାଶୂ ଓ ନଣନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ …

Leave a Reply

Your email address will not be published. Required fields are marked *