Breaking News

ସୁପରଷ୍ଟାର ଅନୁଭବ (Anubhav Mohanty) ଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ଦୁଃ-ଖ ଖବର, ଅନୁଭବ ଏହି ଗୁ-ରୁ-ତ-ର ରୋ-ଗ ରେ ପୀଡିତ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତା ଅନୁଭବ ମହାନ୍ତି ଯିଏ କି ବର୍ତ୍ତମାନ ସମୟ ରେ କେନ୍ଦ୍ରପଡା ର ସାଂସଦ ଅଟନ୍ତି । ତାହେଲେ ବନ୍ଧୁଗଣ ଅନୁଭବ ନିଜ ପ୍ରଶଂସକ ଓ ସମର୍ଥକ ମାନ ଙ୍କ ପାଇଁ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହିଥାନ୍ତି , ଅନୁଭବ ନିଜ ମନ କଥା କହିବା ସହିତ ନିଜ ପ୍ରଶଂସକ ଓ ସମର୍ଥକ ଙ୍କ ମନ କଥା ଶୁଣନ୍ତି । ତାହେଲେ ବନ୍ଧୁଗଣ ଆଜି ଆମର ଏହି ପେଜ ରେ ଅନୁଭବ ଙ୍କ ଏକ ରୋଗ ବିଷୟ ରେ ଜାଣିବା ଓ ଏହି ରୋ-ଗ ଟି ବହୁ ବର୍ଷ ହେଲା ତାଙ୍କ ଶରୀର ରେ ରହିଛି , ତାହେଲେ ଆସନ୍ତୁ ଜାଣିବା ।


ତାହେଲେ ବନ୍ଧୁଗଣ ଅନୁଭବ ହେଉଛନ୍ତି ଜଣେ ଲୋକପ୍ରିୟ ଅଭିନେତା ଓ ନେତା ,  ଅଭିନୟ ଜଗତ ରେ ଲୋକ ମାନ ଙ୍କ ଠାରୁ ବହୁସାରା ଭଲପାଇବା ପରେ ରାଜନୀତି ରେ ପାଦ ଦେଇ ଲୋକ ମାନ ଙ୍କ ଦେବା କରୁଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅନୁଭବ ପ୍ରଥମେ ଆଲବମ କରୁଥିଲେ ଓ ପରେ ଆଲବମ ଦୁନିଆ ରୁ ବେସ ଲୋକ ପ୍ରିୟ ହେବା ପରେ ଅଭିନୟ ଜଗତ ରେ ପାଦ ଦେଇ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହୋଇ ପାରିଥିଲେ ।

ବହୁସାରା ଚଳଚିତ୍ର ରେ ନିଜର ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହୋଇପାରିଛନ୍ତି , ତାହେଲେ ସୋସିଆଲ ମିଡିଆ ରେ ନିଜ ଫିଟ୍ଣେସ କୁ ନେଇ ବେସ ଚର୍ଚ୍ଚା ରେ ଥାନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବିଶ୍ଵ ମଧୁମେହ ଦିବସ ନଭେମ୍ବର 14 ତାରିଖ ର ଏ ପାଳନ କରା ଯାଇଥାଏ ।

ତାହେଲେ ଏହି ଦିବସ ରେ ଅନୁଭବ ତାଙ୍କ ସୋସିଆଲ ମିଡିଆ କାଉଣ୍ଟ ରେ 3 ଟି ଫଟୋ ସେୟାର କରିଥିଲେ , ତେବେ ସେ ଏଥିରେ ପ୍ରଫେସର ଡାକ୍ତର ସିଦ୍ଧାର୍ଥ ଦାସ ଙ୍କୁ ଭଗବାନ ସହ ତୁଳନା କରିଛନ୍ତି ଓ 21 ବର୍ଷ ହେଲା ଅନୁଭବ ଇନିଶୁଳୀନ ନେଉଛନ୍ତି ଓ ଅନୁଭବ ମଧୁମେହ ରେ ପୀଡିତ ଅଛନ୍ତି ବୋଲି କହିଛନ୍ତି ତେବେ ଏହି କଥା ତାଙ୍କ ପ୍ରଶଂସକ ଓ ସମର୍ଥକ ଜାଣିବା ପରେ ଏହି ରୋଗ ରୁ ଶୀଘ୍ର ଆରୋଗ୍ୟ ହୋଇଯାନ୍ତୁ ବୋଲି ଆରୋଗ୍ୟ କାମନା କରୁଛନ୍ତି ॥ ,

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରକାର କଲେ ବଡ଼ ଘୋଷଣା ସବୁ ଜିଲ୍ଲାରେ ପ୍ରଦର୍ଶିତ ହେବ ଦମନ ଫିଲ୍ମ ସରକାର ଦେବେ ପଇସା ଦେଖନ୍ତୁ ଏହାକୁ ସୁଣିଲାରେ Babushan କେତେ ଖୁସି ଅଛନ୍ତି !

ନମସ୍କାର ବନ୍ଧୁଗଣ ପ୍ରତ୍ୟେକ ଦିନ ଅର୍ଥାତ୍ ଦିନ କୁ ଦିନ ବଢି ଚାଲିଛି ଦମନ ଓଡ଼ିଆ ସିନେମା ଦମନ ର …

Leave a Reply

Your email address will not be published.