Breaking News

କଣ ସତରେ ତନୁଜା ଖୁଡୀ (Ranjita Panigrahi) ଟିଭି ପରଦାରୁ ଦୂରେଇ ଯାଇ ଯାତ୍ରା ଜଗତରେ ପାଦ ଦେଲେ ? – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ ମିଡିଆ ରେ କିଛି ନା କିଛି କାରଣ ରୁ ବେସ ଚର୍ଚ୍ଚା ର ବିଷୟ ପାଲଟିଥାନ୍ତି । ତେବେ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଏକ ଖବର ବେସ ଭାଇରାଲ ହେବା ରେ ଲାଗିଛି ତରଙ୍ଗ ଟିଭି ର ଲୋକ ପ୍ରିୟ ଅଭିନେତ୍ରୀ ତନୁଜା ଖୁଡୀ ଙ୍କୁ ନେଇ ।

ବର୍ତ୍ତମାନ ସମୟ ରେ ତନୁଜା ଙ୍କୁ ନେଇ ଏକ ଖବର ଓ ଦୃଶ୍ୟ ବେସ ଭାଇରାଲ ହେବା ରେ ଲାଗିଛି ଯେ ତନୁଜା ଧାରାବାହିକ ଛାଡି ଯାତ୍ରା ଜଗତ ରେ ପାଦ ଦେଇଛନ୍ତି ଓ ଯାତ୍ରା ଜଗତ ରେ ଅଭିନୟ କରୁଥିବାର କିଛି ଦୃଶ୍ୟ ମଦ୍ୟ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି , ତେବେ ଆଜି ଆମେ ଏହା ପଛ ର ସତ୍ୟାସତ୍ୟ ଜାଣିବା ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅଭିନେତ୍ରୀ ତନୁଜା ଏକ ରିଆଲିଟି ସୋ ମାଧ୍ୟମ ରେ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଛନ୍ତି , ରିଆଲିଟି ସୋ ରେ ବିଜେତା ହେବା ପରେ ସେ ପ୍ରଥମେ ତରଙ୍ଗ ଟିଭି ରେ ପୂର୍ବ ପ୍ରସାରିତ ହେଉଥିବା ତାରା ତାରିଣୀ ଧାରାବାହିକ ତନୁଜା ଖୁଡୀ ଚରିତ୍ର ରେ ନଜର ଆସିଥିଲେ ଓ ସେ ତାଙ୍କ ଜବରଦସ୍ତ ଅଭିନୟ ପାଇଁ ଘରେ ଘରେ ପରିଚିତ ହୋଇଥିଲେ ।


ତେବେ ବର୍ତ୍ତମାନ ସମୟ ରେ ତନୁଜା ଖୁଡୀ ତାରିଣୀ ଆଖିରେ ତାରା ଧାରାବାହିକ ରେ ନିଜର ଜବରଦସ୍ତ ଅଭିନୟ ଜାରି ରଖିଛନ୍ତି ଓ ବର୍ତ୍ତମାନ ସମୟ ରେ ତନୁଜା ଲୋକ ପ୍ରିୟ ଅଭିନେତ୍ରୀ ହେବା ସହ ଘରେ ଘରେ ପରିଚିତ । ସେ କଳିଙ୍ଗ ଗଣନାଟ୍ୟରେ ଏକ ଶୋ କୁ ଯାଇଥିଲେ କିନ୍ତୁ ସେ ଟିଭି ପରଦା ଛାଡି ନାହାନ୍ତି । ବର୍ତ୍ତମାନ ସମୟ ରେ ସେ ତାଙ୍କ ଅଭିନୟ ତାରିଣୀ ଆଖିରେ ତାରା ଧାରାବାହିକ ରେ ଅଭିନୟ ଜାରି ରଖିଛନ୍ତି ଓ ଆପଣ ମାନେ ନିଶ୍ଚୟ ଦେଖି ପାରୁଥିବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.