ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ 16 କୋଟି ଇଞ୍ଜେକ୍ସନ ରେ ଦେଲେ ବ-ଞ୍ଚି-ଯି-ବ ଗୋଟେ କୁ-ନି ପୁଅ , ଆପଣ ମାନେ ଆମର ଏହି ପେଜ ରେ ସେହି କୁନି ପୁଅ ଟି କୁ ଦେଖି ପାରୁଥିବେ ଯେ କେତେବେଳେ କା-ନ୍ଦୁ-ଛି ତ କେତେବେଳେ ହସୁଛି । ତାର ଯ-ନ୍ତ୍ର-ଣା ତାକୁ ବହୁତ କ-ଷ୍ଟ ଦେଉଛି , ତେବେ ଏହି ଭଳି ଏକ ଏକ ଘଟଣା ଆମ ରାଜ୍ୟ ରେ ଦେଖିବାକୁ ମିଳିଛି , ଫୁଲବାଣୀ ଠାରୁ 10 କିଲୋମିଟର ଦୂର ର ଆମ୍ବାପଡା ଛକ ର ନିବାସୀ କୁଳମଣି ରଣା ଓ ତମଳିଶା ଦାସ ଙ୍କ ପୁ-ଅ ରାଜବିର ଯାହାର ବୟସ ମାତ୍ର ଦେଢ ବର୍ଷ ।
ତେବେ ବର୍ତ୍ତମାନ ସମୟ ରେ ଏହି କୁନି ପୁଅ କୁ ଏକ ବଡ ରୋଗ ହୋଇଛି ଯାହାର ନାମ ଏସଏମଏ ଓ ଏହି ରୋ-ଗ ରୁ ବଞ୍ଚିବାକୁ ହେଲେ 16 କୋଟି ଟଙ୍କା ଆବଶ୍ୟକ । ଏହି ରୋ-ଗ ର ଚିକିତ୍ସା ଭାରତ ରେ ନହିଁ ଓ ବାହାର ଦେଶ ରୁ ଏକ ଇଞ୍ଜେକ୍ସନ ଆସିବ ଓ ଏହି ଇଞ୍ଜେକ୍ସନ ଦେବା ଫଳ ରେ ରାଜ ବୀର ବଞ୍ଚିଯିବ । ତାହେଲେ ବନ୍ଧୁଗଣ ଏହି ଇଞ୍ଜେକ୍ସନ ର ମୂଲ୍ୟ 16 କୋଟି ଟଙ୍କା ।
ତାହେଲେ ରାଜବିର କୁ ବଞ୍ଚାଇବା ପାଇଁ ରାଜବିର ର ବାପା ଓ ମା ଓ କିଛି ସ୍ଵଚ୍ଛାସେବୀ ମାନେ ଆଗେଇ ଆସିଛନ୍ତି ସେମାନ ଙ୍କୁ ସାହାର୍ଯ୍ୟ କରିବା ପାଇଁ , ତେବେ ବନ୍ଧୁଗଣ ଏହି ସ୍ଵଚ୍ଛାସେବୀ ମାନେ ଏକ କ୍ୟାମ୍ପେନ ଆରମ୍ଭ କରିଛନ୍ତି ଓ ଏହାରି ମାଧ୍ୟମ ରେ ଲୋକ ମାନ ଙ୍କ ଠାରୁ ଟଙ୍କା ଆଦାୟ ହୋଇବ । ତେବେ ରାଜବିର କେଉଁ ମୂହୁର୍ତ୍ତ ରେ ମୃ-ତ୍ୟୁ ଆସିବ ତାହା କହିବାଟା ଅସମ୍ଭବ ସେଥିପାଇଁ ଯେତେ ଶୀଘ୍ର ଟଙ୍କା ସାହାର୍ଯ୍ୟ କରି ଏହି ହସୁଥିବା ପୁଅ ରାଜବିର ମୁହଁ ରେ ସବୁବେଳ ପାଇଁ ହସ ରଖିବା ।
ତେବେ ବନ୍ଧୁଗଣ ଆପଣ ଙ୍କ ସାହାର୍ଯ୍ୟ ପାଇଁ କେତେ କାହାର ଜୀବନ ବଞ୍ଚିଛି ଓ କିଛି ବ୍ୟକ୍ତି ମ-ର-ଣ ସମ୍ମୁଖ ରୁ ବଞ୍ଚିଯାଇଛି , ସେଥିପାଇଁ ଆପଣ ମାନେ ଆର୍ଥିକ ସହଯୋଗ କରି ରାଜବିର ପାଇଁ ଭଗବାନ ଙ୍କ ନିକଟ ରୁ ପ୍ରାର୍ଥନା କରନ୍ତୁ ଯେ ସେ କେମିତି ସୁସ୍ଥ ହୋଇଯିବ । ତେବେ ଆମର ଏହି ପେଜ ରେ ଦିଅ ଯାଇଥିବା ନମ୍ବର ରେ ଆର୍ଥିକ ସହଯୋଗ କରନ୍ତୁ ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ