Breaking News

କାଳିଆ ଯୋଜନାର ଫାଇନାଲ ତାରିଖ ଆସିଗଲା!, ଏକାଥରକେ ମିଳିବ ଷଷ୍ଠ ଓ ସପ୍ତମ କିସ୍ତି

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ କାଳିଆ ଯୋଜନା ରେ ସପ୍ତମ କିସ୍ତି ଆସିବାକୁ ଯାଉଛି , ତେବେ ଏନେଇ ବର୍ତ୍ତମାନ ସମୟ ରେ ନୂଆ ସୂଚନା ମିଳିଛି । ତାହେଲେ ଆସନ୍ତୁ ଜାଣିବା ଏହି ସପ୍ତମ କିସ୍ତି ଟଙ୍କା କେବେ ପାଇବେ ଓ କେଉଁ ମାନେ କେତେ ଟଙ୍କା ପାଇବେ । ଆସନ୍ତୁ ଜାଣିବା


ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଚାଷୀ ଭାଇ ମାନ ଙ୍କ ଆକାଉଣ୍ଟ ରେ ଏକ କାଳୀନ 4 ହଜାର ଟଙ୍କା ଦିଆଯିବ ସେହି ଚାଷୀ ଭାଇ ମାନ ଙ୍କୁ ମିଳିବ ଯେଉଁ ଚାଷୀ ଭାଇ ମାନେ ଷଷ୍ଠ କିସ୍ତି ପାଇ ନାହାଁନ୍ତି ସେମାନେ ଷଷ୍ଠ ଓ ସପ୍ତମ କିସ୍ତି ମିଶି କି ଆସିବ , ମୁଖ୍ୟ ମନ୍ତ୍ରୀ ଙ୍କ ପୂର୍ବ ରୁ ନୂଆ ଖାଇ ରେ ପଠାଇ ଥିବା ଚାଷୀ ମାନ ଙ୍କ ଆକାଉଣ୍ଟ ଙ୍କୁ ପଠାଇଥିଲେ ଓ ଆଉ କିଛି ଚାଷୀ ରହିଯାଇଥିଲେ ଯେଉମାନେ କି ଷଷ୍ଠ କିସ୍ତି ପାଇ ନାହାଁନ୍ତି । ତେବେ ସେହି ମାନେ ଷଷ୍ଠ କିସ୍ତି ସପ୍ତମ କିସ୍ତି ଏକ କାଳୀନ ପାଇବେ ।

ତେବେ ଯେଉଁମାନେ ଷଷ୍ଠ କିସ୍ତି ପାଇ ଯାଇଛନ୍ତି ସେମାନେ ବର୍ତ୍ତମାନ ସମୟ ରେ ସପ୍ତମ କିସ୍ତି ପାଇବେ , ତେବେ ଏହା ହେଉଛି ବର୍ତ୍ତମାନ ସମୟ ର ବଡ ଖବର କାଳିଆ ଯୋଜନା କୁ ନେଇ । ତାହେଲେ ବନ୍ଧୁଗଣ କଣ ଆପଣ ମାନେ କାଳିଆ ଯୋଜନା ର କୌଣସି କିସ୍ତି ପାଇ ନାହାଁନ୍ତି , ହଁ ଯଦି ଆପଣ ଙ୍କ ନାମ କାଳିଆ ଯୋଜନା ରେ ଅଛି କିନ୍ତୁ ଆକାଉଣ୍ଟ କୁ ପଇସା ଆସି ନହିଁ ତାହେଲେ ଆପଣ ମାନେ ନିଜ ଆକାଉଣ୍ଟ ଖୋଲିଥିବା ବ୍ଯାଙ୍କ ଯାଆନ୍ତୁ ଓ ନିଜ ଆକାଉଣ୍ଟ ରେ ଆଧାର ଲିଙ୍କ ହୋଇଛି କି ନହିଁ ଦେଖନ୍ତୁ ଓ ଯଦି ଥାଏ ,ତାହେଲେ ଆପଣ ମାନେ ନିଶ୍ଚୟ ପାଇବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପାଠ ପଢ଼ିଛନ୍ତି ଷଷ୍ଠ ହେଲେ ଫେସବୁକରେ ଡାକ୍ତର ପରିଚୟ ଦେଇ ଫ-ସ-ଉ-ଥି-ଲେ ଝି-ଅ ଙ୍କୁ ,ଆଉ ଲୁ-ଟି ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଜଣେ ବ୍ୟକ୍ତି ଙ୍କ ଶିକ୍ଷାଗତ ଯୋଗ୍ୟତା କହିଲେ ଷଷ୍ଠ …

Leave a Reply

Your email address will not be published. Required fields are marked *