Breaking News

ଓଡିଶାର ଦୁଇ ଲୋକପ୍ରିୟ ସିଙ୍ଗର ଇପ୍ସିତା (Ipseeta) ଓ କୂଳଦୀପ (Kuldeep) ଙ୍କ ମଧ୍ୟରେ ପ୍ରେମ କେମିତି ହୋଇଥିଲା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଗାୟକ ଓ ଗାୟିକା ଅଛନ୍ତି , ତେବେ ଏହି ଲୋକ ପ୍ରିୟ ଗାୟକ ଓ ଗାୟିକା ମାନେ ନିଜ ସୁ ମଧୁର କଣ୍ଠ ପାଇଁ ବେସ ଲୋକ ପ୍ରିୟତା ହାସଲ କରି ପାରିଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଗାୟକ ଓ ଗାୟିକା ମାନ ଙ୍କ ମଧ୍ୟ ରୁ ବହୁ କମ ଗାୟକ ଓ ଗାୟିକା ଭଲ ପାଇ ବିବାହ ବନ୍ଧନ। ରେ ବାନ୍ଧି ହୋଇଛନ୍ତି । ତେବେ ବର୍ତ୍ତମାନ ସମୟ ରେ ଆମ ଓଡିଆ। ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଗାୟକ ଓ ଗାୟିକା ବିବାହ କରିବାକୁ ଯାଉଛନ୍ତି ।ଏହି ଦୁଇ ଯୋଡି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଆଗ ଧାଡି ର ଗାୟକ ଓ ଗାୟିକା ଭାବେ ବେସ ପରିଚିତ ।

ତାହେଲେ ବନ୍ଧୁଗଣ ଏହି ଗାୟକ ଓ ଗାୟିକା ହେଉଛନ୍ତି କୁଳଦୀପ ପଟ୍ଟନାୟକ ଓ ଈପ୍ସିତା ପଣ୍ଡା । ତେବେ ଆପଣ ଆପଣ ମାନେ କୁଳଦୀପ ସୁ ମଧୁର କଣ୍ଠ ରୁ ବହୁ ସୁପର ହିଟ ଆଲବମ ଗୀତ ନିଶ୍ଚୟ ଭଲ ଭାବ ରେ ଜାଣିଥିବେ ତାଙ୍କର ସମସ୍ତ ଆଲବମ ଗୀତ ଦର୍ଶକ ମାନେ ବହୁତ ପସନ୍ଦ କରିଛନ୍ତି । ଠିକ ସେହି ଭଳି ଈପ୍ସିତା ମଧ୍ୟ ନିଜ ସୁ ମଧୁର କଣ୍ଠ ବହୁସାରା ଭଜନ ଓ ଚଳଚିତ୍ର ରେ ଗୀତ ଗାଈ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ତେବେ ଉଭୟ ଙ୍କ ଜବରଦସ୍ତ ଗୀତ ପାଇଁ ଓଡିଶା ର ଘରେ ଘରେ ପରିଚିତ ।

ତାହେଲେ ବର୍ତ୍ତମାନ ସମୟ ରେ ଉଭୟ ଙ୍କ ନିର୍ବନ୍ଧ ସରିଯାଇଛି ଏକ ମନ୍ଦିର , ତେବେ ସେମାନ ଙ୍କ ନିର୍ବନ୍ଧ ଖବର ଟି ତାଙ୍କ ପ୍ରଶଂସକ ଓ ଦର୍ଶକ ମାନେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓ ବିଶ୍ବାସ ମଧ୍ୟ କରି ପାରୁ ନଥିଲେ ଓ ପରେ ଉଭୟ ଏକାଠି ହୋଇ ଏହି ଖବର ଟି ତାଙ୍କ ପ୍ରଶଂସକ ଓ ଦର୍ଶକ ମାନ ଙ୍କୁ ଜଣାଇଥିଲେ ।

ତେବେ ବର୍ତ୍ତମାନ ସମୟ ରେ ଉଭୟ ଙ୍କ ର ନିର୍ବନ୍ଧ ସରିଯାଇଛି ଓ ଆଗାମୀ ଡିସେମ୍ବର ମାସ ରେ ଉଭୟ ଙ୍କ ବିବାହ ଘର ହେବ କିନ୍ତୁ କେଉଁ ତାରିଖ ରେ ହେବ ସେ ନେଇ ସ୍ପଷ୍ଟ ଭାବେ ଜଣା ପଡି ନହିଁ । ତେବେ ଆମେ ମାନେ ଭଗବାନ ନିକଟ ରେ ପ୍ରାର୍ଥନା କରୁଛୁ ଯେ ଏହି ଦୁଇ ଯୋଡି ବିବାହ ପରେ ବେସ ଖୁସି ରେ ରୁହନ୍ତୁ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବଡ ଖବର – Sharukh Khan ଙ୍କ ପୁଅ Aryan Khan ଦୋ-ଷୀ ପ୍ରାମାଣିତ ହେଲେ ୧-୭ ବର୍ଷ ପର୍ଯ୍ୟନ୍ତ ଜେଲ ଯାଇ ପାରନ୍ତି ଆର୍ୟାନ

ଦର୍ଶକ ବନ୍ଧୁ ଗତ ଶୁକ୍ରବାର ଦିନ ଠାରୁ ଜେଲ ରେ ଥିବା ଆରିୟାନ ଖାନ ଙ୍କ ତୃତୀୟ ଥର ପାଇଁ …

Leave a Reply

Your email address will not be published. Required fields are marked *