Breaking News

ବାହାଘର ପୂର୍ବରୁ ବନ୍ଧୁ ଘରକୁ, ଖିଆଣ ଖାଇ ଗଲେ ଅଭିନେତ୍ରୀ ସୋମାଲିନ (Somalin) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ସୋମାଳିନୀ ପରିଡା ଙ୍କୁ , ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଅଭିନୟ ଜଗତ କୁ ବହୁ କମ ଦିନ ପାଇଁ ଆସିଥିଲେ ମଧ୍ୟ ସେ ବେସ ଲୋକ ପ୍ରିୟ ହୋଇପାରିଛନ୍ତି କାରଣ ଏହି ଅଭିନେତ୍ରୀ ପୂର୍ବ ରୁ ଜୀ ସାର୍ଥକ ଟିଭି ର ରିଆଲିଟି ସୋ ରେ ନିଜର ଜବରଦସ୍ତ ପ୍ରଦର୍ଶନ ଦେଖାଇ ବେସ ଲୋକ ପ୍ରିୟ ହୋଇପାରିଥିଲେ ।


ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ସୋମାଲିନ ଙ୍କ ନିର୍ବନ୍ଧ ସରିଯାଇଛି ନିଶିତ ଙ୍କ ସହିତ ଓ ଏହି ନିର୍ବନ୍ଧ ରେ ଉଭୟ ଙ୍କ ପରିବାର ଲୋକ ଉପସ୍ଥିତ ଥିଲେ । ତାହେଲେ ବନ୍ଧୁଗଣ ନିଜ ନିର୍ବନ୍ଧ ରେ ଉଭୟ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି ,ବର୍ତ୍ତମାନ ସମୟ ରେ ଉଭୟ ନିଜ ବିବାହ ଘର ଆଲବମ ଫଟୋ ପାଇଁ ଫଟୋ ଉଠାଉ ଛନ୍ତି ।


ଉଭୟ ଙ୍କ ବିବାହ ଘର ଚଳିତ ମାସ ମାନେ ନଭେମ୍ବର 21 ରେ ହେବା କୁ ଯାଉଛି , ତାହେଲେ ବିବାହ ପୂର୍ବ ରୁ ବ୍ୟାଚଳର ପାର୍ଟି ବେସ ଧୁମଧାମ ରେ ପାଳନ କରି ନିଜ ସୋସିଆଲ ମିଡିଆ ଆକାଉଣ୍ଟ ସୋମାଲିନ ପୋଷ୍ଟ କରି ବେସ ଚର୍ଚ୍ଚା ରେ ଅଛନ୍ତି । ତେବେ ସୋମାଲିନ ଓ ନିଶିତ ବର୍ତ୍ତମାନ ସମୟ ରେ ବେସ ଖୁସି ରେ ଅଛନ୍ତି ।

ଉଭୟ ଖୁସି ଥିବା ର ଆପଣ ମାନେ ନିଶ୍ଚୟ ଦେଖୁଥିବେ ସୋସିଆଲ ମିଡିଆ ରେ ଉଭୟ ବହୁସାରା ସର୍ଟ ଭିଡିଓ କରି ବହୁସାରା ମଜା ମସ୍ତି କରୁଥିବାର ଦେଖିବାକୁ ମିଳିଛି । ତାହେଲେ ଏହି ଦୁଇ ଯୋଡି ଆଗାମୀ 21 ତାରିଖ ରେ ହାତ କୁ ଦୁଇ ହାତ ହେବା କୁ ଯାଉଛନ୍ତି , ତେବେ ଦେଖାଯାଉ ଆଗାମୀ ଦିନ ରେ ନିଜ ବିବାହ ଘର ଟି କୁ କେମିତି ପାଳନ କରୁଛନ୍ତି ତାହା ଆପଣ ମାନେ ଆମର ଏହି ପେଜ ରେ ନିଶ୍ଚୟ ଜାଣିବାକୁ ପାଇବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଶାଶୂ ଘରେ ଅଭିନେତ୍ରୀ ସୋମାଲିନଙ୍କୁ (Somalin Parida) ଖୁଆଇ ଦେଲେ ଶାଶୂ ଓ ନଣନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ …

Leave a Reply

Your email address will not be published. Required fields are marked *