Breaking News

ଅଭିନୟ ଛାଡି ପରିସ୍ଥିତିରେ ପଡି ଗାଁ ରେ ଚାଷ କରିଲେ ହିରୋ ରାଜେଶ (Rajesh) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ରାଜ ରାଜେସ ଙ୍କୁ ନେଇ ବଡ ଖବର ଆସିଯାଇଛି , ବର୍ତ୍ତମାନ ସମୟ ରେ ରାଜେସ ନିଜ ଅଭିନୟ ଛାଡି ଗାଁ ରେ ଚାଷ କରୁଛନ୍ତି । ତେବେ ଚାଷ କରୁଥିବାର ଦୃଶ୍ୟ ମଧ୍ୟ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି । ତେବେ ଆଜି ଆମେ ଏହି ଖବର ଓ ଦୃଶ୍ୟ ପଛ ରେ ଥିବା ସତ୍ୟାସତ୍ୟ କୁ ଜଣାଇବୁ । ତାହେଲେ ଆସନ୍ତୁ ଜାଣିବା ।


ତେହେଲେ ବନ୍ଧୁଗଣ ଆପଣ ମାନେ ରାଜେସ ଙ୍କୁ ନିଶ୍ଚୟ ଜାଣିଥିବେ ସେ ବହୁ ସାରା ଚଳଚିତ୍ର ଓ ଧାରାବାହିକ ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ରାଜ ରାଜେସ ଙ୍କୁ ଆପଣ ମାନେ ଜୀ ସାର୍ଥକ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ଧାରାବାହିକ ତୋ ଅଗଣା ରେ ତୁଳସୀ ମୁଁ ରେ ବିକ୍ରାନ୍ତ ଚରିତ୍ର ରେ ଅଭିନୟ କରୁଥିଲେ ।

ତାଙ୍କର ଏହି ଜବରଦସ୍ତ ଅଭିନୟ ଫଳ ରେ ତୋ ଅଗଣା ର ତୁଳସୀ ମୁଁ ଧାରାବାହିକ ଟି ଓଡ଼ିଶା ର ନମ୍ବର 1 ଧାରାବାହିକ ହୋଇପାରିଥିଲା । ତା ପରେ ସେ ସାବିତ୍ରୀ ଧାରାବାହିକ ରେ ମୁଖ୍ୟ ଅଭିନେତା ଭାବେ ନଜର ଆସିଥିଲେ । ଏହି ଧାରାବାହିକ ରେ ତାଙ୍କର ଅଭିନୟ ଦର୍ଶକ ମାନ ଙ୍କୁ ବହୁତ ପସନ୍ଦ ଆସିଥିଲା ଓ ସେ ଘରେ ଘରେ ମଧ୍ୟ ପରିଚିତ ଥିଲେ ।

ତାହେଲେ ବର୍ତ୍ତମାନ ସମୟ ରେ ରାଜେସ ପ୍ରାୟ ଅଧିକ ଚଳଚିତ୍ର ରେ ନଜର ଆସୁଛନ୍ତି , ଆପଣ ମାନେ ଜାଣିଥିବେ ରାଜେସ ଓ ଶ୍ରଦ୍ଧା ପରସ୍ପର କୁ ଭଲ ପାଉଥିଲେ ଓ ଆଗାମୀ ଦିନ ମାନ ଙ୍କ ବିବାହ କରିବାକୁ ଯାଉଥିଲେ କିନ୍ତୁ ଏହି ଦୁଇ ଯୋଡି ଙ୍କ ମଝିରେ କିଛି ବି-ବା-ଦ ହେବା ରୁ ଉଭୟ ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ । ତେବେ ବର୍ତ୍ତମାନ ସମୟ ରେ ଭାଇରାଲ ହେଉଥିବା ଭିଡିଓ ଟି ଏକ ଶୁଟିଙ୍ଗ ସେଟ ର ଅଟେ ଯାହାକି ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ବିଷୟ ପାଲଟିଛି ॥


ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଶାଶୂ ଘରେ ଅଭିନେତ୍ରୀ ସୋମାଲିନଙ୍କୁ (Somalin Parida) ଖୁଆଇ ଦେଲେ ଶାଶୂ ଓ ନଣନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ …

Leave a Reply

Your email address will not be published. Required fields are marked *