Breaking News

ମଙ୍ଗୁଳା କନ୍ୟା ଶୁଟିଙ୍ଗ ସେଟରେ ଛନ୍ଦିତାଙ୍କ (Chhandita Padhi) ମସ୍ତି ଦେଖିଲେ ହସି ହସି ଗଡିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଓଡିଆ ଧାରାବାହିକ ରେ ପ୍ରତ୍ଯେକ ଧାରାବାହିକ ରେ ନେଗେଟିଭ ଚରିତ୍ର ରେ ଅଭିନେତା ହୁଅନ୍ତୁ ବା ଅଭିନେତ୍ରୀ ନିଶ୍ଚୟ ଥିବେ କିନ୍ତୁ ପ୍ରାୟତ ଧାରାବାହିକ ରେ ନେ-ଗେ-ଟି-ଭ ଚରିତ୍ର ରେ ଅଭିନେତ୍ରୀ ମାନେ ନଜର ଆସି ଥାନ୍ତି , ତାହେଲେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ପ୍ରିୟ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ନେ-ଗେ-ଟି-ଭ ଚରିତ୍ର ରେ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହୋଇପାରିଛନ୍ତି ଓ ସେହିଭଳି ଜଣେ ଅଭିନେତ୍ରୀ ହେଉଛନ୍ତି ଛନ୍ଦିତା ପାଢୀ ।


ତାହେଲେ ଅ[ଅଣ ମାନେ ଏହି ଅଭିନେତ୍ରୀ ଙ୍କୁ ବେସ ନିଶ୍ଚୟ ଭଲ ଭାବ ରେ ଜାଣିଥିବେ ସେ ଅଭିନୟ କରିଥିବା ସମସ୍ତ ଧାରାବାହିକ ରେ ନେଗେଟିଭ ଚରିତ୍ର ରେ ନଜର ଆସିଥାନ୍ତି । ତାହେଲେ ଛନ୍ଦିତା ବହୁ ଲୋକ ପ୍ରିୟ ଧାରାବାହିକ ରେ ଅଭିନୟ କରିଛନ୍ତି ଯେମିତି କି ଜି ସାର୍ଥକ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ତୁଲସୀ ହେଉ ବା ତରଂଗ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ ତାରା ତାରିଣୀ ହେଉ , ଆଦି ଅନେକ ଧାରାବାହିକ ରେ ଛନ୍ଦିତା ନେ-ଗେ-ଟି-ଭ ଚରିତ୍ର ରେ ନଜର ଆସିଛନ୍ତି ।


ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଛନ୍ଦିତା ମଙ୍ଗୁଳା କନ୍ୟା ଧାରାବାହିକ ରେ ନଜର ଆସୁଛନ୍ତି , ତାହେଲେ ଏହି ଧାରାବାହିକ ଟି ବହୁତ କମ ଦିନ ରେ ବେସ ଲୋକ ପ୍ରିୟ ହୋଇପାରିଛି କାରଣ ଦର୍ଶକ ମାନେ ସେମାନ ଙ୍କ ପ୍ରିୟ ଯୋଡି ଚନ୍ଦନ ଓ ତୁଲସୀ ଙ୍କୁ ଦେଖିବାକୁ ପାଉଛନ୍ତି ଓ ତାଙ୍କ ସହିତ ଛନ୍ଦିତା ମଧ୍ୟ ନଜର ଆସିଛନ୍ତି । ତେବେ ବନ୍ଧୁଗଣ ଏହି ଧାରାବାହିକ ରେ ଛନ୍ଦିତା ଓ ତୁଲସୀ ଦୁଇ ସାଙ୍ଗ ଚରିତ୍ର ରେ ନଜର ଆସୁଛନ୍ତି । ତେବେ ବର୍ତ୍ତମାନ ସମୟ ରେ ଉଭୟ ଏକାଠି ହୋଇ ଶୁଟିଙ୍ଗ ସେଟ ରେ ବହୁ ସରା ମଜା ମସ୍ତି କରୁଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି ଓ ଏହି ଭିଡିଓ ଟି ମଧ୍ୟ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଅନୁଭବ ଙ୍କ ଘର ଛାଡିବା ପରେ ନିଜ ମା ଙ୍କ ସହ କିଛି ଏପରି ଭାବରେ ସମୟ ବିତାଉଛନ୍ତି ଓଡ଼ିଆ ହିରୋଇନ Barsha ଦେଖିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ !

ନମସ୍କାର ଦର୍ଶକବନ୍ଧୁ ଅନୁଭବଙ୍କ ଘର ଛାଡିଛନ୍ତି ବର୍ଷା ପ୍ରିୟଦର୍ଶିନୀ ଏବଂ ନିଜ ବାପ ଘରେ କେମିତି ଚଳୁଛନ୍ତି ଆସନ୍ତୁ ଜାଣିବା …

Leave a Reply

Your email address will not be published.