Breaking News

ରାତି ଅଧରେ ଭିଣୋଇ ଶାଳିକୁ ନେଇ ଫେ-ରା-ର ହେଇଯାଉଥିଲେ, ହଠାତ ଧରା ପଡିଗଲେ, ତାପରେ ଯାହା ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ଏହି ଆଧୁନିକ ଯୁଗ ର ମଣିଷ ମାନେ ସମସ୍ତେ ସ୍ମାର୍ଟ ଫୋନ ବ୍ୟବହାର କରୁଛନ୍ତି ଓ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ମଧ୍ୟ ରହୁଛନ୍ତି । ତେବେ ବନ୍ଧୁଗଣ ବହୁ ବ୍ୟକ୍ତି ଅଛନ୍ତି ଯେଉଁ ମାନେ ନିଜ ମୋବାଇଲ ରେ କିଛି ଦେଖିଲା ଭଳି ଶୁଣିବା ଭଳି ଅଜବ ଧାରଣ ର ଦୃଶ୍ୟ ନିଜ ମୋବାଇଲ ରେକର୍ଡିଙ୍ଗ ସୋସିଆଲ ମିଡିଆ ରେ ପୋଷ୍ଟ କରି ଅନ୍ୟ ଲୋକ ମାନ ଙ୍କୁ ଜଣାଇ ଥାନ୍ତି ।

ତାହେଲେ ବନ୍ଧୁଗଣ ସୋସିଆଲ ମିଡିଆ ବର୍ତ୍ତମାନ ସମୟ ରେ ଲୋକ ମାନ ଙ୍କ ପାଇଁ ବେସ ଗୁରୁତ୍ବପୂର୍ଣ କାରଣ ଏହି ସୋସିଆଲ ମିଡିଆ ରେ ଆମେ ଅନେକ କିଛି ଦେଖିବାକୁ ପାଇଥାଉ , ତେବେ ଏହି ଦୃଶ୍ୟ ମଧ୍ୟ ରୁ ବହୁ ଦୃଶ୍ୟ ରହିଛି ଯାହାକି ହୃଦୟସ୍ପର୍ଶୀ , କିଛି ଦୃଶ୍ୟ ହସାଇ ଥାଏ ଓ କିଛି କ-ନ୍ଦା-ଇ ଥାଏ । ତାହେଲେ ବନ୍ଧୁଗଣ ଆମେ ମାନେ ପ୍ରତିଦିନ ସୋସିଆଲ ମିଡିଆ ରେ ଅଜବ ଧାରଣ ପ୍ରେମ ସମ୍ପର୍କ ବିଷୟ ରେ ଜାଣିବାକୁ ପାଉଛେ ।

କେଉଁଠି ସ୍ତ୍ରୀ ନିଜ ସ୍ଵାମୀ ଓ ପିଲା ଙ୍କୁ ଛାଡି ନିଜ ପ୍ରେମିକ ସହ ଚାଲି ଯାଉଛି ତ ଆଉ କେଉଁଠି , ଜ୍ଵାଇଁ ସହିତ ଶାଶୂ ଫେରାର ହୋଇ ଯାଉଛି । ତେବେ ଏହି ଭଳି ଅଜବ ଧାରଣ ର ପ୍ରେମ ସମ୍ପର୍କ ଜାଣିବା କୁ ପାଉଛେ ତେବେ ବର୍ତ୍ତମାନ ସମୟ ରେ ସେହିଭଳି ଏକ ଅଜବ ଧରଣ ପ୍ରେମ କୁ ନେଇ ଆସିଛି ଯେ ନିଜ ଶାଳି କୁ ଭିଣେଇ ଫେ-ରା-ର ହୋଇ ଯାଉଥିବା ସମୟ ରେ ଧରା ପଡିଗଲେ ,

ଉତ୍ତର ପ୍ରଦେଶ ର ଏକ ଗ୍ରାମ ର ଜଣେ ବ୍ୟକ୍ତି ଯିଏ କି ବିବାହ ପରେ ଶାଳି କୁ ଭଲପାଇ ବସିଥିଲା ଓ ଶାଳି ମଧ୍ୟ ନିଜ ଭଉଣୀ ର ସ୍ଵାମୀ ବା ନିଜ ଭିଣେଇ କୁ ଭଲ ପାଇ ବସିଥିଲେ , ତେବେ ଭିଣେଇ ନିଜ ଶଶୁର ଘର କୁ ଆସି କିଛି ଦିନ ରହିବା ପରେ ନିଜ ପ୍ରେମ କୁ ବଢାଇ ପରେ ଭିଣେଇ ଶାଳି ଫେରାର ହେଇ ଯାଉଥିବା ସମୟ ରେ ସେହି ଗାଁ ର ଲୋକ ଧରି ପକାଇଥିଲେ ଓ ଯାହା ଫଳ ରେ ଶାଳି ଜଣକ କା-ନ୍ଦି ଥିଲେ , ତେବେ ଏହି ଦୃଶ୍ୟ ଟି କୁ ଜଣେ ବ୍ୟକ୍ତି ନିଜ ମୋବାଇଲ ରେ ରେକର୍ଡିଙ୍ଗ ସୋସିଆଲ ମିଡିଆ ରେ ପୋଷ୍ଟ କରିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆପଣଙ୍କ ପାଖରେ ଅଛି କି ଏହି ସିରିଏଲ ନମ୍ବର ନୋଟ ତେବେ ଆପଣ ରାତା ରାତି ହୋଇଯିବେ ଲକ୍ଷପତି…

ନମସ୍କାର ଦର୍ଶକବନ୍ଧୁ ଯଦି ଆପଣଙ୍କ ପାଖରେ ଅଛି ଏହି ସିରିଏଲ ନମ୍ବର ନୋଟ ତେବେ ଆପଣ ରାତା ରାତି ହୋଇଯିବେ …

Leave a Reply

Your email address will not be published.