Breaking News

ଶେଷ ହେଲା ଓଡିଆ ସିଙ୍ଗର କୂଳଦୀପ (Kuldeep) ଓ ଇପ୍ସିତାଙ୍କ (Ipseeta) ନିର୍ବନ୍ଧ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଗାୟକ କୁଳଦୀପ ପଟ୍ଟନାୟକ ଓ ଗାୟିକା ଈପ୍ସିତା ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ , ତେବେ ଏହି ଦୁଇ ଲୋକ ପ୍ରିୟ ଗାୟକ ଓ ଗାୟିକା ଆଗାମୀ ଦିନ ମାନ ଙ୍କ ଭିତରେ ବିବାହ କରିବା କୁ ଯାଉଛନ୍ତି , ଏହି ଦୁଇ ଯୋଡି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଆଗ ଧାଡି ର ଗାୟକ ଓ ଗାୟିକା ଭାବେ ବେସ ପରିଚିତ ।


ତାହେଲେ ବନ୍ଧୁଗଣ ଆପଣ ମାନେ କୁଳଦୀପ ଙ୍କ ଜବରଦସ୍ତ ଗୀତ ଶୁଣିଥିବେ ଓ ସେ ତାଙ୍କ ଜବରଦସ୍ତ କଣ୍ଠ ଦାନ କରି ବେସ ଲୋକ ପୃୟୁ ହୋଇପାରିଛନ୍ତି , ସେ ବହୁ ଗୁଡିଏ ଚଳଚିତ୍ର ରେ ଗୀତ ଗାଇବା ସହିତ ଆଲବମ ରେ ମଧ୍ୟ ଗୀତ ଗାଇଛନ୍ତି ଓ ଭଜନ ରେ ମଧ୍ୟ ଗାଇଛନ୍ତି ଠିକ ସେହିପରି ଈପ୍ସିତା ମଧ୍ୟ ବହୁସାରା ଭଜନ ଓ ଚଳଚିତ୍ର ରେ ନିଜର ଜବରଦସ୍ତ କଣ୍ଠ ଦାନ କରି ବେସ ଲୋକ ପ୍ରିୟ ହୋଇପାରିଛନ୍ତି ।

ତେବେ ବନ୍ଧୁଗଣ ଏହି ଦୁଇ ଯୋଡି ଗତ କିଛି ଦିନ ତଳେ ଏକ ମନ୍ଦିର ରେ ନିଜ ନିର୍ବନ୍ଧ କାର୍ଯ୍ୟ ଟି ସମ୍ପର୍ଣ କରିଥିବା ର ଦୃଶ୍ୟ ଆପଣ ମାନେ ନିଶ୍ଚୟ ଜାଣିଥିବେ ଓ ଏହି ନିର୍ବନ୍ଧ ରେ ଉଭୟ ଙ୍କ ପରିବାର ଲୋକ ଉପସ୍ଥିତ ଥିଲେ , ତାହେଲେ ବର୍ତ୍ତମାନ ସମୟ ରେ ଆଉ ଏକ ଦୃଶ୍ୟ ଦେଖିବାକୁ ମିଳିଛି ଓ ଏହି ଦୃଶ୍ୟ ଉଭୟ ନିଜ ଏନେଗେଜମେଣ୍ଟ ରେ ପରିବାର ଲୋକ ଉପସ୍ଥିତ ରେ କେକ କାଟିଥିବାର ଦେଖିବାକୁ ମିଳିଛି ।

ତେବେ ଯାହା ସୂଚନା ମିଳିଛି ପରସ୍ପର କୁ ଭଲ ପାଉଥିଲେ ଓ ବର୍ତ୍ତମାନ ସମୟ ରେ ଉଭୟ ଙ୍କ ନିର୍ବନ୍ଧ ସଋ ଯାଇଛି ଓ ଆସନ୍ତା ଡିସେମ୍ବର ମାସ ରେ ଊବ ହାଯ ହାତ କୁ ଦୁଇ ହାତ ହେବେ ବା ସାତ ଜନମ ର ସାଥି ହେବେ । ଏହି ଦୁଇ ଯୋଡି କୁ ମଧ୍ୟ ଦର୍ଶକ ମାନେ ବହୁତ ପସନ୍ଦ କରିଥାନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଅନୁଭବ ଙ୍କ ଘର ଛାଡିବା ପରେ ନିଜ ମା ଙ୍କ ସହ କିଛି ଏପରି ଭାବରେ ସମୟ ବିତାଉଛନ୍ତି ଓଡ଼ିଆ ହିରୋଇନ Barsha ଦେଖିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ !

ନମସ୍କାର ଦର୍ଶକବନ୍ଧୁ ଅନୁଭବଙ୍କ ଘର ଛାଡିଛନ୍ତି ବର୍ଷା ପ୍ରିୟଦର୍ଶିନୀ ଏବଂ ନିଜ ବାପ ଘରେ କେମିତି ଚଳୁଛନ୍ତି ଆସନ୍ତୁ ଜାଣିବା …

Leave a Reply

Your email address will not be published.