Breaking News

ଦେଖନ୍ତୁ ବାହାଘର ପୂର୍ବରୁ ସ୍ଵାମୀଙ୍କ ସହ ହିରୋଇନ ସୋମାଲିନ (Somalin Parida) କିପରି ମଜା ନେଉଛନ୍ତି – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଟ୍ଵିନ ଶିଷ୍ଟର ଭାବେ ପରିଚିତ ଥିବା ଜାଙ୍କଲିନ ପରିଡା ସୋମାଲିନ ପରିଡା ଙ୍କୁ ନିଶ୍ଚୟ ଭାବେ ଜାଣିଥିବେ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଦୁଇ ଭଉଣୀ ଏକାଠି ହୋଇ ରିଆଲିଟି ସୋ ରେ ଏକାଠି ହୋଇ ବିଜେତା ହେବା ପରେ ଏକାଠି ହୋଇ ଏକ ଧାରାବାହିକ ରେ ନଜର ଆସିଥିଲେ ଓ ଏହି ଧାରାବାହିକ ଟି ହେଉଛି ଜୀ ସାର୍ଥକ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ ମୋ ଜେଜେମା ରେ । ଏହି ଧାରାବାହିକ ରେ ଉଭୟ ଙ୍କ ଜବରଦସ୍ତ ଅଭିନୟ ଆପଣ ମାନେ ନିଶ୍ଚୟ ଦେଖିଥିବେ ।


ଏହି ଅଭିନୟ ପାଇଁ ଉଭୟ ବେସ ଲୋକ ପ୍ରିୟ ହୋଇପାରିଥିଲେ ଓ ଏହି ଦୁଇ ରିଅଲ ଲାଇଫ ରେ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଥିଲେ କିନ୍ତୁ ଗତ ଗତ କିଛି ମାସ ତଳେ ଜାଙ୍କଲିନ ବିବାହ ଘର ସରିଯାଇଥିଲା ସେ ଲୋକ ପ୍ରିୟ ଅଭିନେତା ଅରବିନ୍ଦ ଭଲ ପାଇ ବିବାହ କରିଥିଲେ ଓ ବିବାହ ପରଠାରୁ ଉଭୟ ଅଲଗା ହୋଇ ଯାଇଥିଲେ । ତାହେଲେ ବର୍ତ୍ତମାନ ସମୟ ରେ ଜାଙ୍କଲିନ ଓ ଅରବିନ୍ଦ ଉଭୟ ଓଡିଶା ଛାଡି ହାଇଦ୍ରାବାଦ ରେ ରହୁଛନ୍ତି ।


ତେବେ ବନ୍ଧୁଗଣ ଏହାରି ଭିତରେ ସୋମଳିନ ଙ୍କ ର ମଧ୍ୟ ଆଗାମୀ ଦିନ ମାନ ଙ୍କ ଭିତରେ ବିବାହ ଘର ହେବା ଯାଉଛି ଓ ବର୍ତ୍ତମାନ ସମୟ ରେ ନିର୍ବନ୍ଧ ସରିଯାଇଛି ଯାଇଛି । ସୋମାଲିନ ଙ୍କ ହେବା ଯାଉଥିବା ସ୍ଵାମୀ ଙ୍କ ନାମ ହେଉଛି ନିଶିତ , ତେବେ ନିଶିତ ନାଏକ ଙ୍କ ଘର ହେଉଛି ଯାଜପୁର ଓ ଯାଜପୁର ଏକ ମନ୍ଦିର ରେ ନିଶିତ ଓ ସୋମଳିନ ଙ୍କ ନିର୍ବନ୍ଧ ସଂପୂର୍ଣ୍ଣ ହୋଇଥିଲା ।

ତେବେ ଏହା ବେସ ଧୁମଧାମ ରେ ପାଳନ ହୋଇଥିଲା ଏହି ନିର୍ବନ୍ଧ ରେ ଉଭୟ ଙ୍କ ପରିବାର ଉପସ୍ଥିତ ଥିଲେ। ତାହେଲେ ବନ୍ଧୁଗଣ ନିର୍ବନ୍ଧ ପରେ ସୋମାଲିନ ନିଜ ଭାବି ସ୍ଵାମୀ ସହ ସୋସିଆଲ ମିଡିଆ ରେ ବେସ ସକ୍ରିୟ ରହୁଛନ୍ତି ଓ ବହୁ ସାରା ମଜାମସ୍ତି କରୁଥିବାର ଦେଖିବାକୁ ମିଳିଛି ଓ ଆପଣ ମାନେ ମଧ୍ୟ ଆମର ଏହି ପେଜ ରେ ଉଭୟ ଙ୍କ ମଜା ମସ୍ତି କରୁଥିବାର ଦୃଶ୍ୟ ଦେଖିବାକୁ ପାଉଥିବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଅନୁଭବ ଙ୍କ ଘର ଛାଡିବା ପରେ ନିଜ ମା ଙ୍କ ସହ କିଛି ଏପରି ଭାବରେ ସମୟ ବିତାଉଛନ୍ତି ଓଡ଼ିଆ ହିରୋଇନ Barsha ଦେଖିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ !

ନମସ୍କାର ଦର୍ଶକବନ୍ଧୁ ଅନୁଭବଙ୍କ ଘର ଛାଡିଛନ୍ତି ବର୍ଷା ପ୍ରିୟଦର୍ଶିନୀ ଏବଂ ନିଜ ବାପ ଘରେ କେମିତି ଚଳୁଛନ୍ତି ଆସନ୍ତୁ ଜାଣିବା …

Leave a Reply

Your email address will not be published.