Breaking News

ଋତୁରାଣୀଙ୍କ କାହାଣୀ, ଅଜଣା ଶ-ବ ହେଉ ହେଉ ପାଲଟିଗଲେ ଶବରାଣୀ, କାହାଣୀ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆଜି ଏମିତି ଜଣେ ମହିଳା ଙ୍କ ବିଷୟ ରେ କହିବୁ ଯିଏ କି ନିଜ କାର୍ଯ୍ୟ ପାଇଁ ବେସ ପ୍ରଶଂସା ପାଇଛନ୍ତି । ଏହି ମହିଳା କରୁଥିବା କାର୍ଯ୍ୟ ବିଷୟ ରେ ଆପଣ ମାନେ ମଧ୍ୟ ଜାଣିଲେ ତାଙ୍କ ପ୍ରଶଂସା କରିବେ । ଏହି ମହିଳା ଜଣକ ରାସ୍ତାକଡ ହେଉ କି ଟ୍ରେନ ଲାଇନ ଅଜଣା ଶ-ବ କୁ ଉଠାଇ ନେଇ ସେ ମସାଣି ରେ ଶ-ବ ସ-ତ୍କା-ର କରନ୍ତି ।

ଖଣ୍ଡ ବିଖଣ୍ଡିତ ପ-ଚା ଶ-ଢା ମୃ-ତ-ଦେ-ହ ଦେଖିଲେ ତାଙ୍କୁ ଡ-ର ଲାଗୁନି , ତାହେଲେ ବନ୍ଧଗନ ଏହି ମହିଳା ଜଣକ ହେଉଛନ୍ତି ଶବରରାଣୀ ରିତୁ ରାଣୀ । ଆପଣ ମାନେ ଶୁଣିଥିବେ ଯେ ମହିଳା ମାନ ଙ୍କୁ ମସାଣି ମନା କିନ୍ତୁ ରିତୁ ରାନୀ ଜଣେ ଏମିତି ମହିଳା ଯିଏ ଅଜଣା ଲୋକ ଙ୍କ ମୃ-ତ ଶରୀର କୁ ନିଜ ହାତ ରେ ଧରି ଶ୍ମଶାନ ରେ ଶ-ବ ସ-ତ୍କା-ର କରିଥାନ୍ତି । ତାହେଲେ ବନ୍ଧୁଗଣ ଅଜଣା ଲୋକ ଙ୍କ ଶ-ବ ସ-ତ୍କା-ର କୁ ନେଇ ସମାଜ ରୁ ତାଙ୍କୁ ନି-ନ୍ଦା ଅ-ପ-ବା-ଦ ଶୁଣିବାକୁ ମିଳିଛି ।

ତେବେ ସେ ଏହି ନି-ନ୍ଦା ଅ-ପ-ବା-ଦ ନ ଶୁଣି ନିଜ କାର୍ଯ୍ୟ ରେ ସେ ଲିପ୍ତ ଅଛନ୍ତି , ତେବେ ଏହି ମହିଳା ରିତୁ ରାନୀ ଯିଏ କି ବିବାହ ପରେ ଶାଶୁଘରେ ତାଙ୍କ ଉପରେ ଅ-ନ୍ୟା-ୟ ଓ ଅ-ତ୍ୟା-ଚା-ର ହେବା ରୁ ସେ ବାଧ୍ୟ ହୋଇ ଆ-ତ୍ମ-ହ-ତ୍ୟା କରିବା ପାଇଁ ଟ୍ରେନ ଲାଇନ କୁ ଯାଇଥିଲେ କିନ୍ତୁ ସେଠାରେ ଜଣେ ବ୍ୟକ୍ତି ତାଙ୍କୁ ମୃତ୍ୟୁ ପାଖ ରୁ ଛଡାଇ ଆଣିଥିଲେ । ତେବେ ପରେ ପରେ ସବୁକିଛି ଜାଣିବା ପରେ ନିଜର ଦୁଇ ପିଲା ଙ୍କୁ ଆଣି ଏକ ଭଡା ଘରେ ରହୁଥିଲେ ।


ତେବେ ଭଡା ଘରେ ରହି ନିଜ ପିଲା ଛୁଆ ଙ୍କ ପଢା ଖର୍ଚ୍ଚ , କରିବା ତାଙ୍କ ପକ୍ଷେ ଅସମ୍ଭବ ହୋଇଯିବା ରୁ ଘର ଭଡା ଛାଡି ଦେଇଥିଲେ ଓ ଯେଉଁ ବ୍ୟକ୍ତି ତାଙ୍କୁ ଉଦ୍ଧାର କରିଥିଲେ ସେହି ବ୍ୟକ୍ତି ଏକ ଛୋଟ ଘର ଦେଇଥିଲେ ଓ ସେହି ଘରେ ନିଜ ଦୁଇ ପିଲା ଙ୍କ ରିତୁରାଣୀ ରହୁଛନ୍ତି । ତେବେ ବନ୍ଧୁଗଣ ଋତୁରଣୀ ନିଜ କାର୍ଯ୍ୟ ସରକାର ଙ୍କ ତରଫ ରୁ ଅନେକ ଉପହାର ପାଇଥିଲେ ମଧ୍ୟ ସେ ବର୍ତ୍ତମାନ ବହୁ ଦୁଃ-ଖ ରେ ରହୁଛନ୍ତି । ସବୁଠୁ ବଡ କଥା ହେଲା ଯେ ସେ ପ୍ରାୟ 2 ହଜାର ରୁ ଅଧିକ ଶ-ବ ସ-ତ୍କା-ର କରିଛନ୍ତି । ତେବେ ରିତୁ ରାଣୀ ଶାସମଳ ଜୀବନ ରେ ବହୁକଷ୍ଟ ପାଇଛନ୍ତି ଓ ବର୍ତ୍ତମାନ ମଧ୍ୟ ବହୁ କଷ୍ଟ ପାଉଛନ୍ତି , ତାଙ୍କର ଶରୀର ର 70 ପ୍ରତିଶତ ପୋଡି ହୋଇ ଯାଇଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପାଠ ପଢ଼ିଛନ୍ତି ଷଷ୍ଠ ହେଲେ ଫେସବୁକରେ ଡାକ୍ତର ପରିଚୟ ଦେଇ ଫ-ସ-ଉ-ଥି-ଲେ ଝି-ଅ ଙ୍କୁ ,ଆଉ ଲୁ-ଟି ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଜଣେ ବ୍ୟକ୍ତି ଙ୍କ ଶିକ୍ଷାଗତ ଯୋଗ୍ୟତା କହିଲେ ଷଷ୍ଠ …

Leave a Reply

Your email address will not be published. Required fields are marked *