ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଆନିଶା ଶର୍ମା ସୁଭାସିସ ଙ୍କୁ ନିଶ୍ଚୟ ଜାଣିଥିବେ । ତେବେ ଏହି ଦୁଇ ଲୋକ ପ୍ରିୟ ଯୋଡି ଙ୍କ ଗତ କିଛି ମାସ ତଳେ ତାଙ୍କ ର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା ଓ ସେ ତାଙ୍କ ଝିଅ ର ନାମ ଦେଇଥିଲେ ଭିୟୋନା ଶର୍ମା । ତେବେ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଅମ୍ଳାନ ଦାସ ଓ ପତ୍ନୀ ଭୂମିକା ଦାସ ଭିୟୋନା ଙ୍କୁ ଦେଖା କରିବ ସହିତ ଏକ ଭଲ ଉପହାର ମଧ୍ୟ ଦେଇଛନ୍ତି । ତାହେଲେ ଆଜି ଆମେ ସେହି ଉପହାର ବିଷୟ ରେ ଜାଣିବା ।
ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସୁଭାସିସ ଓ ଆନିଶା ଉଭୟ ଶୁଟିଙ୍ଗ ସେଟ ରୁ ଭଲ ପାଇ ବିବାହ କରିଛନ୍ତି । ତାହେଲେ ବିବାହ ପରେ ଉଭୟ ଏକାଠି ହୋଇ ବହୁସାରା ଚଳଚିତ୍ର , ଧାରାବାହିକ ଓ ଆଲବମ ରେ ନଜର ଆସିଛନ୍ତି । ତେବେ ବର୍ତ୍ତମାନ ସମୟ ରେ ଅନିଶା ନିଜ ଅଭିନୟ ଛାଡି ନିଜ ଝିଅ ସହିତ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି ଓ ବହୁ ସାରା ମଜା ମସ୍ତି ମଧ୍ୟ କରୁଛନ୍ତି।
ତାହେଲେ ଅନିଶା ନିଜ ହେବା ଦିନ ଠାରୁ ସଂପୂର୍ଣ୍ଣ ଭାବେ ଓଡିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ଯାଇଛନ୍ତି କିନ୍ତୁ ଏପଟେ ଶୁଭାଶିଶ ତାଙ୍କ ଜବରଦସ୍ତ ଅଭିନୟ ଜାରି ରଖିଛନ୍ତି ଜୀ ସାର୍ଥକ ଟିଭି ରେ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ ହେ ପ୍ରଭୁ । ତାହେଲେ ବନ୍ଧୁଗଣ ଠିକ ସେହିଭଳି ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଅମ୍ଳାନ ଦାସ ଙ୍କୁ ନିଶ୍ଚୟ ଜାଣିଥିବେ ସେ ଗତ କିଛି ଦିନ ତଳେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ,ଅମ୍ଳାନ ଙ୍କ ପତ୍ନୀ ଙ୍କ ନାମ ହେଉଛି ଭୂମିକା ଦାସ ।
ତେବେ ଉଭୟ ବିବାହ ପରେ ବେସ ଖୁସି ରେ ଅଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଅମ୍ଳାନ ଓ ତାଙ୍କ ପତ୍ନୀ ଭୂମିକା ଆନିଶା ଓ ସୁଭାସିସ ଙ୍କ ଝିଅ ଭିୟୋନା କୁ ଦେଖିବା ସହିତ ତାଙ୍କୁ ଏକ ପାଉଁଜି ଉପହାର ଦେଇଛନ୍ତି , ତେବେ ବନ୍ଧୁଗଣ ଆପଣ ମାନେ ଜାଣି ନଥିବେ ଯେ ପ୍ରତିବର୍ଷ ଆନିଶା ଅମ୍ଳାନ ଙ୍କ ହାତ ରାକ୍ଷୀ ବାନ୍ଧି ଥାଆନ୍ତି , ତେବେ ବର୍ତ୍ତମାନ ସମୟ ରେ ଭିୟୋନା ଙ୍କୁ ଅମ୍ଳାନ ଧରିଥିବା ସମୟ ରେ ତାଙ୍କୁ ଭାଣେଜୀ ବୋଲି ସମ୍ବୋଧନ କରିଛନ୍ତି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ