Breaking News

ସ୍ଵାମୀଙ୍କ ସହ କିପରି ଜନ୍ମଦିନ ପାଳନ କଲେ ଓଡିଆ ହିରୋଇନ ଜାଙ୍କଲିନ (Janklin) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଧାରାବାହିକ ର ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି ଯେଉଁମାନେ ଅଭିନୟ ଦୁନିଆ ରୁ ଦୂରେଇ ଯିବା ପରେ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି , କେତେବେଳେ ନିଜ ପ୍ରଶଂସକ ପାଇଁ ଲାଇଭ ଆସୁଛନ୍ତି ତ ଆଉ କେତେବେଳେ ସୋସିଆଲ ମିଡିଆ ରେ ନିଜ ବ୍ୟକ୍ତିଗତ ଜୀବନ ର ମଜାମସ୍ତି କରୁଥିବା ଫଟୋ ଓ ଭିଡିଓ କୁ ନେଇ ।


ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଯୋଡି ନିଜ ବ୍ୟକ୍ତିଗତ ଜୀବନ କୁ ନେଇ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେସ ଚର୍ଚା ର ବିଷୟ ପାଲଟିଛନ୍ତି ଓ ଏହି ଦୁଇଜୋଡି ଙ୍କ ଅଭିନୟ ଆଉ ଦେଖିବାକୁ ମିଳୁନାହିଁ ସେ ବର୍ତ୍ତମାନ ଓଡିଶା ଛାଡି ହାଇଦ୍ରାବାଦ ରେ ରହୁଛନ୍ତି । ତେବେ ଏହି ଦୁଇ ଯୋଡି ହେଲେ ଆପଣ ମାନ ଙ୍କ ପ୍ରିୟ ଯୋଡି ଅରବିନ୍ଦ ଓ ଜାଙ୍କଲିନ ।


ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଦୁଇ ଯୋଡି କିଛି ଧାରାବାହିକ ରେ ଏକାଠି ହୋଇ ନଜର ଆସିଥିଲେ ଓ କିଛି ଧାରାବାହିକ ରେ ଅଲଗା ଅଲଗା ଚରିତ୍ର ରେ ନଜର ଆସିଥିଲେ । ଉଭୟ ଶୁଟିଙ୍ଗ ସେଟ ରୁ ପରସ୍ପରକୁ ଭଲପାଇ ଥିଲେ ଓ ପରବର୍ତ୍ତୀ ସମୟ ରେ ବିବାହ କରିଥିଲେ । ତେବେ ବନ୍ଧୁଗଣ ଏହି ଦୁଇ ଯୋଡି ବିବାହ ପରେ ସୋସିଆଲ ମିଡିଆରେ ବେସ ଆକ୍ଟିଭ ରହୁଛନ୍ତି , ସୋସିଆଲ ମିଡିଆ ରେ ସବୁଦିନ କିଛି ନା କିଛି ଭିଡିଓ ହଉ ବା ଫଟୋ ପୋଷ୍ଟ କରି ବେସ ଚର୍ଚ୍ଚା ରେ ଥାନ୍ତି ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ଜାଙ୍କଲିନ ଓ ଅରବିନ୍ଦ ହାଇଦ୍ରାବାଦ ରେ ରହୁଛନ୍ତି ଓ ହାଇଦ୍ରାବାଦ ରେ ରହି ମଧ୍ୟ ଉଭୟ ନିଜ ପ୍ରଶଂସକ ମାନ ଙ୍କ ପାଇଁ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି । ତାହେଲେ ବନ୍ଧୁଗଣ ଗତ ଦୁଇ ଦିନ ତଳେ ଜାଙ୍କଲିନ ଙ୍କ ଜନ୍ମ ଦିନ ହୋଇଥିଲା ଓ ନିଜ ଜନ୍ମ ଦିନ ଟି ରେ ସ୍ଵାମୀ ଅରବିନ୍ଦ ବେସ ଧୁମଧାମ ରେ ପାଳନ କରିଥିଲେ ଓ ଏହି ପାଳନ କରୁଥିବାର ଦୃଶ୍ୟ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରିଲା ରିୟା ଦେଙ୍କର ବାହାଘର ରିୟା ବାହାହେଲେ ହେଲେ ଗୋଟେ ବଙ୍ଗାଳି Hero ଙ୍କୁ ଦେଖନ୍ତୁ ବାହାଘର ସମ୍ପୂର୍ଣ ଭିଡ଼ିଓ !

ହେଲୋ ଫ୍ରେଣ୍ଡ୍ ଏବେ ଆସି ଯାଉଛି ଏକ ବୋହୁତ ବଡ ଖୁସୀ ଖବର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଇଛନ୍ତି …

Leave a Reply

Your email address will not be published.