Breaking News

ମମିତା ଘଟଣାରେ ଫୁଣି ଏକ ଚାଞ୍ଚଲ୍ୟକର ଖୁଲାସା, ଏବେ ସ-ନ୍ଦେ-ହ ରେ ଦୁଇ ବଙ୍ଗାଳୀ ଦାଦା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଆସି ଯାଇଛି ଶିକ୍ଷୟିତ୍ରୀ ମମିତା ମେହେର ଙ୍କୁ ନେଇ , ବର୍ତ୍ତମାନ ସମୟ ରେ ଏହାର ତଦନ୍ତ ବେସ ଜୋରସୋର ଚାଲିଥିବା ସମୟ ରେ ଏହି ତଦନ୍ତ ରେ ବେସ ଚର୍ଚ୍ଚା ରେ ଅଛନ୍ତି ବଙ୍ଗାଳୀ ଦାଦା । ତାହେଲେ ବର୍ତ୍ତମାନ ସମୟ ରେ ପ୍ରଶ୍ନ ଆସୁଛି ଯେ କିଏ ସେହି ବଙ୍ଗାଳୀ ଦାଦା , ମମିତା ଙ୍କ ହ-ତ୍ୟ କାଣ୍ଡ ରେ ଏହି ବଙ୍ଗାଳୀ ଦାଦା ଙ୍କ ଭୂମିକା କଣ ରହିଛି ।

ପଶ୍ଚିମବଙ୍ଗ ର କେବଳ ଜଣେ ନୁହେଁ ବରଂ ଦୁଇ ବ୍ୟକ୍ତି କୁ ନେଇ ବର୍ତ୍ତମାନ ସମୟ ରେ ବଢୁଛି ସ-ନ୍ଦେ-ହ , ଏମାନେ କଣ କିଛି ଦେଖିଥିଲେ କି , ମମିତା ହ-ତ୍-କା-ଣ୍ଡ କୁ ନେଇ ଦିନ କୁ ଦିନ ନୂଆ ନୂଆ ମାମଲା ସାମ୍ନା କୁ ଆସିଛି ଓ ବର୍ତ୍ତମାନ ସମୟ ରେ ବେସ ଚର୍ଚ୍ଚା ରେ ଦୁଇ ବଙ୍ଗାଳୀ ଦାଦା ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ର ସବୁଠୁ ବଡ କଥା ହେଲା ଯେ ପୋଲିସ ଏମାନ ଙ୍କ ବୟାନ ରେକର୍ଡ କରିଛି , ତେବେ ଏହି ଦୁଇ ଯଦି ଓଡିଶା ବାହାର ର ତାହେଲେ କଣ ପାଇଁ ସେମାନ ଙ୍କୁ ସାକ୍ଷୀ କରାଗଲା , ତେବେ ଏହି ଘଟଣା ରେ ପୋଲିସ ଅଧିକ ଅଧିକ ରୁ ଲୋକ ଙ୍କ ର 164 ରେକର୍ଡ କରୁଛି ପୋଲିସ ।

ତେବେ ବର୍ତ୍ତମାନ ସମୟ ରେ 10ଜଣ ଙ୍କ ବୟାନ ରେକର୍ଡ ସରିଯାଇଛି ଓ ଏହି 10 ଜଣ ମଧ୍ୟ ରୁ 1 ମହିଳା ଅଛନ୍ତି । ତାହେଲେ ବନ୍ଧୁଗଣ ଆଉ ଯାହା ବଡ କଥା ହେଲା ଯେ ଗୋବିନ୍ଦ 5 ରୁ 6 ଟା ସିମ ବ୍ୟବହାର କରୁଥିଲା ଓ ଏହି ସମସ୍ତ ସିମ ଅନ୍ୟ ମାନ ଙ୍କ ନାମ ରେ ରହୁଥିଲା , ତେବେ ସେହି ଲୋକ ମାନ ଙ୍କୁ ଖୋଜି ଖୋଜି ଅଣୁଛି ପୋଲିସ ।

ତେବେ ମମିତା ଙ୍କ ଆକାଉଣ୍ଟ ରେ ଗୋବିନ୍ଦ 7 ହଜାର ଟଙ୍କା ଡିପୋଜିଟ କରିଥିଲା ଓ 8 ତାରିଖ ଦିନ ମମିତା ଙ୍କୁ ହ-ତ୍ୟ କରିଥିଲା । ସେହି ଟଙ୍କା କୁ ନେଇ ମଧ୍ୟ ବହୁ ପ୍ରଶ୍ନ ଆସୁଛି ଯେ ଗୋବିନ୍ଦ କଣ ପାଇଁ ମମିତା ଙ୍କ ଆକାଉଣ୍ଟ ରେ ପଇସା ଡିପୋଜିଟ କରିଥିଲା , ତେବେ ଏହି ଭଳି ସବୁ ଜଣା ପଡିଥିଲେ ପୋଲିସ ସ୍ପଷ୍ଟ ଭାବେ ପ୍ରତିକ୍ରିୟା ରଖି ନହିଁ , ତେବେ ଦେଖାଯାଉ ଆଗକୁ କଣ ହେଉଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପାଠ ପଢ଼ିଛନ୍ତି ଷଷ୍ଠ ହେଲେ ଫେସବୁକରେ ଡାକ୍ତର ପରିଚୟ ଦେଇ ଫ-ସ-ଉ-ଥି-ଲେ ଝି-ଅ ଙ୍କୁ ,ଆଉ ଲୁ-ଟି ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଜଣେ ବ୍ୟକ୍ତି ଙ୍କ ଶିକ୍ଷାଗତ ଯୋଗ୍ୟତା କହିଲେ ଷଷ୍ଠ …

Leave a Reply

Your email address will not be published. Required fields are marked *