Breaking News

ହେ ଭଗବାନ! ଶୁଟିଙ୍ଗ ସମୟ ଘଟିଲା ବଡ ଅ-ଘ-ଟ-ଣ, ପାଣିରେ ବୁଡିଗଲେ ଓଡିଆ ହିରୋଇନ ଲିପ୍ସା ମିଶ୍ର (Lipsa Mishra) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଲୋକ ପ୍ରିୟ ଅଭିନେତ୍ରୀ ମାନେ ନିଜ ଶୁଟିଙ୍ଗ ସେଟ ର ଭିଡିଓ କୁ ନେଇ ରିଅଲ ଲାଇଫ ରେ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଥାନ୍ତି , ଆପଣ ମାନେ ଜାଣିଥିବେ ଯେ ଅଭିନେତ୍ରୀ ମାନେ ନିଜ ବ୍ୟକ୍ତିଗତ ଜିବନ ର ଭିଡିଓ କୁ ନେଇ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଥାନ୍ତି । ତାହେଲେ ବନ୍ଧୁଗଣ ଆଜି ଆମେ ଏମିତି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ କହିବାକୁ ଯାଉଛୁ ଯିଏ କି ନିଜ ଶୁଟିଙ୍ଗ ସେଟ ଦୃଶ୍ୟ କୁ ନେଇ ସୋସିଆଲ ମିଡିଆ ବେସ ଚର୍ଚ୍ଚା ର ବିଷୟ ପାଲଟିଛି ।


ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ଲିପ୍ସା ମିଶ୍ର , ତାହେଲେ ଆପଣ ମାନେ ଏହି ଅଭିନେତ୍ରୀ ଙ୍କୁ ନିଶ୍ଚୟ ଭଲ ଭାବ ରେ ଜାଣିଥିବେ ସେ ବହୁ ଚଳଚିତ୍ର ଓ ଧାରାବାହିକ ରେ ନିଜର ଜବରଦସ୍ତ ଅଭିନୟ ଦେଖାଇ ଓଡିଆ ଇଣ୍ଡଷ୍ଟ୍ରି ରେ ସ୍ଵତନ୍ତ୍ର ପରିଚୟ ପାଇଛନ୍ତି ଓ ଓଡିଶା ଓଡିଶା ର ଘରେ ଘରେ ମଧ୍ୟ ପରିଚିତ ହୋଇଛନ୍ତି ।

ତାହେଲେ ବର୍ତ୍ତମାନ ସମୟ ରେ ଲିପ୍ସା ମିଷ ନିଜର ଅଭିନୟ ଜାରି ରଖିଛନ୍ତି ଜୀ ସାର୍ଥକ ଟିଭି ରେ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ ହେ ପ୍ରଭୁ ରେ , ତେବେ ଏହି ଧାରାବାହିକ ରେ ଲିପ୍ସା ଙ୍କ ର ପାଣି ଭିତରେ ଏକ ଶୁଟିଙ୍ଗ ହେବା ର ଏକ ଦୃଶ୍ୟ ଥିଲା ଓ ଏହାର ଶୁଟିଙ୍ଗ ମଧ୍ୟ ହୋଇଥିଲା । ତେବେ ଶୁଟିଙ୍ଗ ସେଟ ର ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେବା ପରେ ଦର୍ଶକ ମାନେ ଭାବୁଛନ୍ତି ଯେ ଲିପ୍ସା ସତ ଶତିକା ପାଣି ରେ ବୁ-ଡି ଯାଉଛନ୍ତି କିନ୍ତୁ ଏହା ଶୁଟିଙ୍ଗ ସେଟ ବା ରିଲ ଲାଇଫ ର ଭିଡିଓ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଶାଶୂ ଘରେ ଅଭିନେତ୍ରୀ ସୋମାଲିନଙ୍କୁ (Somalin Parida) ଖୁଆଇ ଦେଲେ ଶାଶୂ ଓ ନଣନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ …

Leave a Reply

Your email address will not be published. Required fields are marked *