Breaking News

ବର୍ତ୍ତମାନ ଓଡିଶା ଛାଡି ଅଭିନେତ୍ରୀ ଝିଲ୍ଲିକ (Jhilik) ତାଙ୍କ ସ୍ଵାମୀଙ୍କ ସହ ମାଲଦ୍ଵୀପରେ ମଜା ନେଉଛନ୍ତି – ଦେଖନ୍ତୁ ଭିଡିଓ

ଦର୍ଶକ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ଓ ଏହି ଅଭିନେତ୍ରୀ ମାନ ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ , ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ମାନ ଙ୍କ ମଧ୍ୟ ରୁ କମ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ କି ଅଣଓଡିଆ ହୋଇଥିଲେ ମଧ୍ୟ ଓଡିଆ ଇଣ୍ଡଷ୍ଟ୍ରି ରେ ବେସ ନାମ ଅର୍ଜନ କରିଛନ୍ତି , ତେବେ ସେହିଭଳି ଜଣେ ଅଭିନେତ୍ରୀ ହେଉଛନ୍ତି ଝିଲ୍ଲିକ ଭଟ୍ଟାଚାର୍ଯ୍ଯ ।

ତାହେଲେ ଆପଣ ମାନେ ଝିଲ୍ଲିକ ଭଟ୍ଟାଚାର୍ଯ୍ଯ ଙ୍କୁ ଆପଣ ମାନେ ସମସ୍ତେ ଜାଣିଥିବେ , ତେବେ ବର୍ତ୍ତମାନ ସମୟ ରେ ଝିଲ୍ଲିକ ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି , ତେବେ ଆଜି ଆମେ ସେହି ଭିଡିଓ ବିଷୟ ରେ ଜାଣିବା । ଆପଣ ମାନେ ସମସ୍ତେ ଜାଣିଥିବେ ଝିଲ୍ଲିକ ହେଉଛନ୍ତି ଜଣେ ବଙ୍ଗୀୟ ସେ ଓଡିଶା କୁ ଆସିଥିଲେ ନିଜ ଅଭିନୟ କରିବା ପାଇଁ ।

ତେବେ ଝିଲ୍ଲିକ ଓଡିଆ ଇଣ୍ଡଷ୍ଟ୍ରି ରେ ତାଙ୍କର ଜବରଦସ୍ତ ଅଭିନୟ ଦେଖାଇଥିଲେ ଓ ଦର୍ଶକ ମାନେ ମଧ୍ୟ ପ୍ରଥମ ଦେଖା ରେ ତାଙ୍କ ଅଭିନୟ କୁ ବେସ ଭଲ ପାଇଥିଲେ ଓ ସେ ବେସ ଲୋକ ପ୍ରିୟ ହୋଇପାରିଥିଲେ । ତେବେ ବର୍ତ୍ତମାନ ସମୟ ରେ ଝିଲିକ ବହୁ ସାରା ଚଳଚିତ୍ର ରେ ଜବରଦସ୍ତ ଅଭିନୟ କରି ବେସ ଲୋକ ପ୍ରିୟ ହୋଇପାରିଛନ୍ତି ଓ ଓଡିଆ ଇଣ୍ଡଷ୍ଟ୍ରି ରେ ଏକ ସ୍ଵତନ୍ତ୍ର ପରିଚୟ ପାଇବା ସହିତ ଘରେ ଘରେ ମଧ୍ୟ ପରିଚିତ ହୋଇଥିଲେ ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ଜଣକ ଗତ କିଛି ମାସ ତଳେ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେଇ ଙ୍କୁ ବିବାହ କରିଥିଲେ ଓ ବିବାହ ପରେ ଝିଲ୍ଲିକ ଓଡିଆ ଇଣ୍ଡଷ୍ଟ୍ରି ରୁ ସଂପୂର୍ଣ୍ଣ ଭାବେ ଦୂରେଇ ଯାଇଥିଲେ ଓ ନିଜ ଶାଶୁଘରେ ବେସ ଖୁସି ଅଛନ୍ତି । ତାହେଲେ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ଜଣକ ନିଜ ପ୍ରଶଂସକ ପାଇଁ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି ।

ତେବେ ବର୍ତ୍ତମାନ ସମୟ ରେ ଝିଲ୍ଲିକ ଙ୍କ ଭାଇରାଲ ହେଉଥିବା ଭିଡିଓ ଟି ରେ ଝିଲ୍ଲିକ ବହୁ ସାରା ଜାଗା ବୁଲିବା ସହିତ ବହୁ ସାରା ମଜା ମସ୍ତି କରୁଥିବାର ଦେଖିବାକୁ ମିଳିଛି , ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଝିଲ୍ଲିକ ଓଡିଶା ଛାଡି ମାଲଦ୍ଵୀପ ଯାଇଛନ୍ତି ବୁଲିବାକୁ ଓ ସେଠାରେ ବହୁ ସାରା ମଜା ମସ୍ତି କରୁଥିବାର କିଛି ଫଟୋ ଏବଂ ଭିଡିଓ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରି ଜାଣିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରିଲା ରିୟା ଦେଙ୍କର ବାହାଘର ରିୟା ବାହାହେଲେ ହେଲେ ଗୋଟେ ବଙ୍ଗାଳି Hero ଙ୍କୁ ଦେଖନ୍ତୁ ବାହାଘର ସମ୍ପୂର୍ଣ ଭିଡ଼ିଓ !

ହେଲୋ ଫ୍ରେଣ୍ଡ୍ ଏବେ ଆସି ଯାଉଛି ଏକ ବୋହୁତ ବଡ ଖୁସୀ ଖବର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଇଛନ୍ତି …

Leave a Reply

Your email address will not be published.