Breaking News

ସିରିଏଲ ବନ୍ଦ ହେବା ପରେ ଗାର୍ଲଫ୍ରେଣ୍ଡ ସାରା (Saara ) ଙ୍କ ସହ ପୁରୀରେ ମଜା କରୁଛନ୍ତି ହିରୋ ସାଇ (Suman) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଅନେକ ଲୋକ ପ୍ରିୟ ଧରାବହିକି ଦେଖିଥିବେ , ତେବେ ଆପଣ ମାନେ ଜାଣିଥିବେ ଏହି ଧାରାବାହିକ ଗୁଡିକ ଆଜି ଆରମ୍ଭ ହୋଇଛି ମାନେ କାଲି କୁ ତ ନିଶ୍ଚୟ ସରିବ ଓ ଏହି ଧାରାବାହିକ ସାରିବା ପରେ ଯେତିକି ଦର୍ଶକ ମାନ ଙ୍କ ମନୋରଞ୍ଜନ କରାଇ ଥାଏ ତାହା ଦର୍ଶକ ମାନେ କେବେ ବି ଭୁଲନ୍ତି ନହିଁ ଓ ସେହି ଧାରାବାହିକ ଟି କୁ ଦର୍ଶକ ମାନେ ସଦା ସର୍ବଦା ପର୍ଯ୍ୟନ୍ତ ମନେ ରଖିଥାନ୍ତି । ତେବେ ସେହିଭଳି ଏକ ଧାରାବାହିକ ହେଉଛି ତରଂଗ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ କୁଆଁରୀ ବୋହୁ ।


ଆପଣ ମନେ ନିଶ୍ଚୟ ଏହି ଧାରାବାହିକ ଟି କୁ ଦେଖିଥିବେ , ତେବେ ଏହି ଧାରାବାହିକ ଟି ବହୁତ କମ ଦିନ ରେ ବେସ ଲୋକ ପ୍ରିୟ ହୋଇ ପାରିଥିଲା । ତାହେଲେ ବର୍ତ୍ତମାନ ସମୟ ରେ ଏହି ଧାରାବାହିକ ଟି ସରିଯାଇଛି ଓ ଆଜି ଆମେ ଜାଣିବା ଯେ ଏହି ଧାରାବାହିକ ରେ ଅଭିନୟ କରିଥିବା ସାଇ ନିଜ ଅଭିନୟ ଛାଡିବା ପରେ କଣ କରୁଛନ୍ତି ଜାଣିବା ।


ତାହେଲେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ କୁନାରୀ ବୋହୁ ରେ ସାଇ ଙ୍କ ଜବରଦ୍ତ ଅଭିନୟ ଦେଖିଥିବେ , ସାଇ ଙ୍କ ଜବରଦସ୍ତ ଅଭିନୟ ପାଇଁ ନିଜେ ଲୋକ ପ୍ରିୟ ଅଭିନେତା ହେବା ସହିତ ଧାରାବାହିକ ଟି କୁ ମଧ୍ୟ ଲୋକ ପ୍ରିୟ ହୋଇପାରିଥିଲା । ସାଇ ଙ୍କ ପ୍ରକୃତ ନାମ ହେଉଛି ସୁମନ , ତେବେ ସୁମାନ ବର୍ତ୍ତମାନ ସମୟ ରେ ଓଡିଶା ର ଘରେ ଘରେ ପରିଚିତ ଓ ଦର୍ଶକ ମାନ ଙ୍କ ର ଅତି ପ୍ରିୟ ମଧ୍ୟ ।


ତାହେଲେ ଅଭିନୟ ଛାଡିବା ପରେ ସାଇ ବା ସୁମନ ନିଜେ ଏକ ଯୂଟ୍ଯୂବ ଚ୍ୟାନେଲ ଖୋଲି ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି , ତାହେଲେ ସୁମନ ବର୍ତ୍ତମାନ ସମୟ ରେ ନିଜ ପ୍ରେମିକା ସାରା ଙ୍କ ସହିତ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି ଓ ଏହି ଦୁଇ ଯୋଡି ଏକାଠି ହୋଇ ବିଭିନ୍ନ ସ୍ଥାନ ରେ ବୁଲୁଥିବାର ମଧ୍ୟ ଦେଖିବାକୁ ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଶାଶୂ ଘରେ ଅଭିନେତ୍ରୀ ସୋମାଲିନଙ୍କୁ (Somalin Parida) ଖୁଆଇ ଦେଲେ ଶାଶୂ ଓ ନଣନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ …

Leave a Reply

Your email address will not be published. Required fields are marked *