Breaking News

ହୀରାକୁଦରୁ ଧରା ହେଲା ୧୦୦୦ କେଜିର ବିରାଟକାୟ ମାଛ, ଏମିତି ବିରଳ ମାଛ କେବେ ଦେଖି ନଥିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ହୀରାକୁଦ ଜଳଭଣ୍ଡାର ରେ ଏକ ବିରାଟ କାୟ ମାଛ ଦେଖିବାକୁ ମିଳିଛି , କିଛି ମତ୍ସଜୀବୀ ମାନେ ମାଛ ଧରୁଥିବା ସମୟ ରେ ଏହି ମାଛ ଟି କୁ ଦେଖିଥିଲେ । ତେବେ ଏହି ମାଛ ଟି ର ଓଜନ ପ୍ରାୟ 10 କ୍ଵିଣ୍ଟାଲ ରୁ ଅଧିକ ହେବ ବୋଲି ମତ୍ସଜୀବୀ ମାନେ କହିଛନ୍ତି । ତେବେ ପୂର୍ବ ରୁ ଏତେ ବଡ ବିଶାଳକାୟ ମାଛ ଦେଖିବାକୁ ମିଳି ନଥିଲା , ତାହେଲେ ବର୍ତ୍ତମାନ ସମୟ ରେ ଏହା କେଉଁ ପ୍ରଜାତି ର ମାଛ ସେ ନେଇ ଯାଞ୍ଚ କରିବ ମତ୍ସ ବିଭାଗ କହିଛି


ତେବେ ବନ୍ଧୁଗଣ ଏହି ସମୟ ରେ ଛତିଶଗଡ ରୁ ବହୁ ପାଣି ଆସିଥାଏ ଓ ଏହା ଫଳ ରେ ବହୁ ମାଛ ପଶି ଆସିଥାନ୍ତି ଓ ମତ୍ସଜୀବୀ ମାନେ ମାଛ କୁ ମାରିବା ପାଇଁ ଯାଇଥାନ୍ତି , ତେବେ ମାଛ ମାରି ଫେରିକି ଆସୁଥିବା ସମୟ ରେ ଏହି ବିଶାଳକାୟ ମାଛ କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇ ଥିଲେ ଓ ସଙ୍ଗେ ସଙ୍ଗେ ଲୋକାଲ ଅଥରିଟି ଙ୍କୁ ଫୋନ କରିଥିଲେ ।

ତାହେଲେ ମାଛ ଟି ମତ୍ସଜୀବୀ ମାନ ଙ୍କୁ ଦେଖି ପାଣି ଭିତର କୁ ପଳାଇ ଯାଇଥିଲା , ତେବେ ମାଛ ଟି ପାଣି ଭିତର କୁ ଯିବା ପୂର୍ବ ରୁ ମତ୍ସଜୀବୀ ମାନେ ସେହି ମାଛ ର ଏକ ଭିଡିଓ ରେକରଡିଙ୍ଗ କରି ସୋସିଆଲ ମିଡିଆ ରେ ପୋଷ୍ଟ କରିଥିଲେ ଓ ଏହି ଭିଡିଓ ଟି ମଧ୍ୟ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି । ତାହେଲେ ଆଗାମୀ ଦିନ ମାନ ଙ୍କ ଭିତରେ ସ୍ପଷ୍ଟ ଜଣା ପଡିଯିବ ଯେ ଏହି ମାଛ କେଉଁ ପ୍ରଜାତି ର ଓ କେଉଁଠାରୁ ଆସିଛି ଜଣା ପଡିଯିବ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଯେତେବେଳେ ଭୟଙ୍କର ସାପ ପାଖରୁ ଏହି ଛୁଆଙ୍କୁ ବଞ୍ଚେଇବା ପାଇଁ ସ୍ୱୟଂ Mahadeba ଚାଲି ଆସିଲେ, ତାପରେ ଯାହା ହେଲା, ଦେଖିକି ସମସ୍ତେ ଯୋଡ଼ିଦେଲେ ହାତ ଦେଖନ୍ତୁ…

ହେଲୋ ଫ୍ରେଣ୍ଡ୍ ଆଜି ଆପଣଙ୍କୁ ଭଗବାନ ଶିବଙ୍କର ନୀଳା ବିଷୟରେ ଜଡିତ ଗୋଟିଏ ଘଟଣା ବିଷୟରେ କହିବୁ ଯାହାକୁ ଜାଣିବା …

Leave a Reply

Your email address will not be published.