Breaking News

ମିନତୀଙ୍କ ଅମୂଲ୍ୟ ହୃଦୟ, ସମ୍ପତ୍ତି ବଡ ନୁହେଁ ସମ୍ପର୍କ ବଡ ବୋଲି ପ୍ରମାଣ କରିଦେଲେ, ରିକ୍ସାବାଲା ନାମରେ କରିଦେଲେ ସବୁ ସମ୍ପତ୍ତି – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ କଟକ ର ସୂତାହାଟ ଅଞ୍ଚଳ ର ଜଣେ 63 ବର୍ଷୀୟ ମିନତୀ ପଟ୍ଟନାୟକ , ଯାହାଙ୍କ ସ୍ଵାମୀ ଓ ଝିଅ ମୃ-ତ୍ୟୁ-ବ-ର-ଣ କରିବା ପରେ ଏକା ରହୁଥିଲେ ଏହି ବୃଦ୍ଧା ଓ ତାଙ୍କ କଠିନ ସମୟ ରେ ତାଙ୍କ ପାଖ ରେ ଠିଆ ହୋଇଥିଲେ ଜଣେ ରିକ୍ସାବାଲା , ତେବେ ବର୍ତ୍ତମାନ ସମୟ ରେ ଏହି ବୃଦ୍ଧା ଜଣକ ନିଜର ସମସ୍ତ ସମ୍ପତ୍ତି କୁ ସେହି ରିକ୍ସାବାଲା ନାମ ରେ କରିଛନ୍ତି । ସବୁଠୁ ବଡ କଥା ହେଲା ଯେ ଏହି ସମସ୍ତ ସମ୍ପତ୍ତି ର ମୂଲ୍ୟ 1 କୋଟି ରୁ ଅଧିକ ହେବ , ତେବେ ବର୍ତ୍ତମାନ ସମୟ ରେ ଏହି ବୃଦ୍ଧା ମିନତୀ ଯିଏ କି ବର୍ତ୍ତମାନ ସମୟ ରେ ନିଜ ସମ୍ପତ୍ତି ଙ୍କୁ ରିକ୍ସାବାଲା ନାମ ରେ କରି ବେସ ଚର୍ଚ୍ଚା ରେ ଅଛନ୍ତି ।


ତାହେଲେ ବନ୍ଧୁଗଣ ମିନତୀ ଙ୍କ ମଧ୍ୟ ଦିନେ ଖୁସି ର ପରିବାର ଥିଲା , ତାଙ୍କ ପରିବାର କହିଲେ ସ୍ଵାମୀ ଓ ଝିଅ , ତେବେ ସ୍ଵାମୀ କୃଷ୍ଣକୁମାର ପଟ୍ଟନାୟକ ଙ୍କ ଦେ-ହା-ନ୍ତ ହୋଇ ଯିବା ପରେ ମିନତୀ ନିଜ ଝିଅ ସହିତ ରହୁଥିଲେ ଓ ସେହି ସମୟ ରେ ମଧ୍ୟ ରିକ୍ସାବାଲା ତାଙ୍କ ଅସୁବିଧା ସମୟ ରେ ଠିଆ ହୋଇଥିଲେ । ତାହେଲେ ସ୍ଵାମୀ ମାରିବା ର 6 ମାସ ପରେ ଝିଅ କୋମଲ ହୃ-ଦ-ଘା-ତ ରେ ମୃ-ତ୍ୟୁ-ବ-ର-ଣ କରିଥିଲେ ।

ତାହେଲେ ସମସ୍ତେ ଚାଲି ଯିବା ପରେ ମିନତୀ ଏକା ରହିଥିଲେ ଓ ତାଙ୍କ ଅସୁବିଧା ସମୟ ରେ ରିକ୍ସାବାଲା ଠିଆ ହେଉଥିଲେ ଓ ତାଙ୍କ ଦାୟିତ୍ଵ ନେବା ପାଇଁ ରିକ୍ସାବାଲା ର ପତ୍ନୀ ତାଙ୍କ ଘରୁ ଆସି ମିନତୀ ଦାୟିତ୍ଵ ମଧ୍ୟ ନେଇଥିଲେ । ତାହେଲେ ରିକ୍ସାବାଲା ବୁଢା ସାମଲ ର ଏହି କାର୍ଯ୍ୟ ଦେଖି ତାର ନାମ ରେ ସମସ୍ତ ସମ୍ପତ୍ତି କରି ଦେଇଥିଲେ ମିନତୀ ଓକିଲ ଙ୍କୁ ଡକାଇ , ମିନତୀ କହିଛନ୍ତି ଯେ ବୁଢା ସାମଲ ପରିବାର ରୁ ମୋତେ ଯେତିକି ସାହାର୍ଯ୍ୟ ମିଳିଛି ତାହା ସମ୍ପତ୍ତି ଆଗରେ ତୁଚ୍ଛ ବୋଲି କହିଛନ୍ତି ।


ତାହେଲେ ବନ୍ଧୁଗଣ ବୁଢା ସାମଲ ଙ୍କ ପତ୍ନୀ ସହିତ ଦୁଇ ପୁଅ ଏକ ଭଡା ଘରେ ରହୁଥିଲେ କିନ୍ତୁ ଗତ 3 ମାସ ହେଲା ସେ ମିନତୀ ଙ୍କ ଘରେ ରହି ତାଙ୍କ ଦାୟିତ୍ଵ ନେଉଛନ୍ତି । ବନ୍ଧୁଗଣ ବର୍ତ୍ତମାନ ବୁଢା ସାମଲ କୋଟିଏ ଟଙ୍କା ର ମାଲିକ ଅଟନ୍ତି । ତାହେଲେ ବନ୍ଧୁଗଣ ମିନତୀ ନିଜ ସମସ୍ତ ସମ୍ପତ୍ତି କୁ ବୁଢା ସାମଲ ନାମ ରେ କରି ତାର ସମସ୍ତ କାଗଜ ପତ୍ର ବୁଢା ଙ୍କୁ ଧରାଇଛନ୍ତି ଓ ଏହି କାର୍ଯ୍ୟ ମିନତୀ କରିବା ପରେ ବେସ ଚର୍ଚ୍ଚା ରେ ଅଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପାଠ ପଢ଼ିଛନ୍ତି ଷଷ୍ଠ ହେଲେ ଫେସବୁକରେ ଡାକ୍ତର ପରିଚୟ ଦେଇ ଫ-ସ-ଉ-ଥି-ଲେ ଝି-ଅ ଙ୍କୁ ,ଆଉ ଲୁ-ଟି ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଜଣେ ବ୍ୟକ୍ତି ଙ୍କ ଶିକ୍ଷାଗତ ଯୋଗ୍ୟତା କହିଲେ ଷଷ୍ଠ …

Leave a Reply

Your email address will not be published. Required fields are marked *