ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ର ବଡ ଖବର ଆସିଛି ପ୍ରସନ୍ନ ପାଟ୍ଟଶାଣୀ ଙ୍କୁ ନେଇ , ମୁଖ୍ୟମନ୍ତ୍ରୀ ତାଙ୍କୁ ଠ-କି ଦେଲେ ସେ ନବୀନ ଙ୍କୁ ଚ-କ-ମା ଦେବେ । ବର୍ତ୍ତମାନ୍ ସମୟ ଯାହା ଖବର ମିଳିଛି ଯେ ବିଜେପି ରେ ମିଶିବେ ରାଜ୍ୟପାଳ ହେବେ । ଶଙ୍ଖ ଛାଡ଼ି ପଦ୍ମ ଧରିବେ ଓ ନିଜ ସମର୍ଥକ ମାନ ଙ୍କୁ ମଧ୍ୟ ବିଜେପି ରେ ସାମିଲ କରାଇବେ । ଦିଲ୍ଲୀ ଚାଲିଛି ରେ ବ୍ଲୁ ପ୍ରିଣ୍ଟ ,କଥା ବାର୍ତ୍ତା ସବୁକିଛି ସରି ଗଲାଣି ଖାଲି ମିଶିବାଟା ରହିଛି ବାକି ।
ତେବେ ବନ୍ଧୁଗଣ ଗତ ଥର ତାଙ୍କୁ ବିଜେଡ଼ି ଟିକେଟ ଦେଇ ନଥିଲା ,ତାହେଲେ ବିଜେଡ଼ି ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ଲଗାତର ଭାବେ ଭୁବନେଶ୍ୱର ଲୋକସଭା ଆସନ ଜିତି ଆସୁଥିଲେ ମଧ୍ୟ ବିଜେଡ଼ି ଏହି ଆସନ ପାଇଁ ଅରୂପ ପଟ୍ଟନାୟକ ଙ୍କୁ ପସନ୍ଦ କରିଥିଲା ଓ ପ୍ରସନ୍ନ ପାଟ୍ଟଶାଣୀ ଙ୍କୁ ରାଜ୍ୟ ସଭା ପଠାଯିବ ବୋଲି ଘୋଷଣା କରିଥିଲେ ।
ତାହେଲେ ଘୋଷଣା କରିବାର ୩ ବର୍ଷ ହୋଇ ଯାଇଛି ଓ ଅନେକ ଲୋକ ଙ୍କୁ ବିଜେଡ଼ି ରାଜ୍ୟ ସଭା ଙ୍କୁ ପଠାଇ ସାରିଲାଣି କିନ୍ତୁ ପ୍ରସନ୍ନ ପାଟ୍ଟଶାଣୀ ଦେଇଥିବା ରାଜ୍ୟ ସଭା କୁ ପଠାଯିବା ର ପ୍ରତିଶ୍ରୁତି ରଖି ନାହାଁନ୍ତି ମୁଖ୍ୟ ମନ୍ତ୍ରୀ । ରାଜ୍ୟ ସଭା ନହେଲେ ନାହିଁ କୌଣସି ଏକ ନିଗମ ର ଅଧ୍ୟକ୍ଷ ମଧ୍ୟ ସରକାର କରି ନାହିଁ ।
ପ୍ରସନ୍ନ ପାଟ୍ଟଶାଣୀ ରାଜଧାନୀ ଭୁବନେଶ୍ୱର ରେ ରହୁଥିଲେ ମଧ୍ୟ ବହୁ ବିଜେଡ଼ି ର ବହୁ ବଡ ବଡ କାର୍ଯ୍ୟ କ୍ରମ ରେ ତାଙ୍କୁ ଦୂରେଇ ରଖୁଛନ୍ତି । ତେବେ ସରକାର ଏହି ଭଳି କରୁ ଥିବାରୁ ପ୍ରସନ୍ନ ପାଟ୍ଟଶାଣୀ ମୁଖ୍ୟ ମନ୍ତ୍ରୀ ଚ-କ- ମା ଦେଖାଇ ବିଜେପି ରେ ସାମିଲ ହେବେ ଯାହା ବର୍ତ୍ତମାନ୍ ସମୟ ରେ ବେଶ୍ ଚର୍ଚ୍ଚା ଚାଲିଛି । ତେବେ ପ୍ରସନ୍ନ ପାଟ୍ଟଶାଣୀ ପଞ୍ଚାୟତ ନିର୍ବାଚନ ପୂର୍ବ ରି ବିଜେପି ରେ ସାମିଲ ହେବେ ଓ ଯଦି ସବୁକିଛି ଠିକ୍ ଠାକ୍ ଚାଲେ ତାହେଲେ ଉତ୍ତର ପ୍ରଦେଶ ନିର୍ବାଚନ ପରେ ବିଜେପି ତାଙ୍କୁ କୌଣସି ରାଜ୍ୟ ର ରାଜ୍ୟପାଳ କରାଇ ପାରନ୍ତି ।।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ