Breaking News

ଓଡିଆ ଅଭିନେତ୍ରୀ ଜାଙ୍କଲିନ (Janklin) ଙ୍କୁ ତାଙ୍କ ସ୍ଵାମୀ ଅରବିନ୍ଦ ସୁନ୍ଦର ସର୍ପ୍ରାଇଜ ଦେଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଧାରାବାହିକ ର ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି ଯେଉଁମାନେ ଅଭିନୟ ଦୁନିଆ ରୁ ଦୂରେଇ ଯିବା ପରେ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି , କେତେବେଳେ ନିଜ ପ୍ରଶଂସକ ପାଇଁ ଲାଇଭ ଆସୁଛନ୍ତି ତ ଆଉ କେତେବେଳେ ସୋସିଆଲ ମିଡିଆ ରେ ନିଜ ବ୍ୟକ୍ତିଗତ ଜୀବନ ରେ କିଛି ଭିଡିଓ ଯେମିତି କି ନିଜ ଜନ୍ମ ଦିନ ହେଉ ବା ଅନ୍ୟ କାହାର ଜନ୍ମ ଦିନ ପାଳନ କରୁଥିବା ଭିଡିଓ ଭଳି ଅନେକ କିଛି ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଯୋଡି ନିଜ ବ୍ୟକ୍ତିଗତ ଯିବନ କୁ ନେଇ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେସ ଚର୍ଚା ର ବିଷୟ ପାଲଟିଛନ୍ତି । ଏହି ଦୁଇଜୋଡି ହେଲେ ଅରବିନ୍ଦ ଓ ଜାଙ୍କଲିନ , ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଦୁଇ ଯୋଡି ଶୁଟିଙ୍ଗ ସେଟ ରୁ ପରସ୍ପରକୁ ଭଲପାଇ ବିବାହ କରିଥିଲେ ।

ତେବେ ବନ୍ଧୁଗଣ ଏହି ଦୁଇ ଯୋଡି ବିବାହ ପରେ ସୋସିଆଲ ମିଡିଆରେ ବେସ ଆକ୍ଟିଭ ରହୁଛନ୍ତି , ସୋସିଆଲ ମିଡିଆ ରେ ସବୁଦିନ କିଛି ନା କିଛି ଭିଡିଓ ହଉ ବା ଫଟୋ ପୋଷ୍ଟ କରିଥାନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ଜାଙ୍କଲିନ ଓ ଅରବିନ୍ଦ ହାଇଦ୍ରାବାଦ ରେ ରହୁଛନ୍ତି ଓ ହାଇଦ୍ରାବାଦ ରେ ରହି ମଧ୍ୟ ଉଭୟ ନିଜ ପ୍ରଶଂସକ ମାନ ଙ୍କ ପାଇଁ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି ।

ତାହେଲେ ବର୍ତ୍ତମାନ ସମୟ ର ଏ ଉଭୟ ଙ୍କ ର ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି । ଗତ କାଲୀ ଜାଙ୍କଲିନ ଙ୍କ ଜନ୍ମ ଦିନ ହୋଇଥିଲା , ତେବେ ଜାଙ୍କଲିନ ଙ୍କ ଜନ୍ମ ଦିନ ଟି ଅରବିନ୍ଦ ରାତି 4 ଟା ରେ ସୀତ ଦିନ ରେ ଜନ୍ମ ଦିନ କୁ ଏକ ସୁନ୍ଦର ସ୍ଥାନ ରେ ଜନ୍ମ ଦିନ ଟି କୁ ପାଳନ କରିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରକାର କଲେ ବଡ଼ ଘୋଷଣା ସବୁ ଜିଲ୍ଲାରେ ପ୍ରଦର୍ଶିତ ହେବ ଦମନ ଫିଲ୍ମ ସରକାର ଦେବେ ପଇସା ଦେଖନ୍ତୁ ଏହାକୁ ସୁଣିଲାରେ Babushan କେତେ ଖୁସି ଅଛନ୍ତି !

ନମସ୍କାର ବନ୍ଧୁଗଣ ପ୍ରତ୍ୟେକ ଦିନ ଅର୍ଥାତ୍ ଦିନ କୁ ଦିନ ବଢି ଚାଲିଛି ଦମନ ଓଡ଼ିଆ ସିନେମା ଦମନ ର …

Leave a Reply

Your email address will not be published.