Breaking News

ଏକ ବଡ ଦୁଃ-ଖ ଖବର ଆସିଲା ଓଡିଶାର ଲୋକପ୍ରିୟ ଆଲବମ ହିରୋଇନ ଦେବଯାନୀ (Debjani) ଙ୍କ ଘରକୁ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଓଡିଆ ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ଦେବଯାନୀ ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ , ତେବେ ବାର୍ତ୍ତମାନ ସମୟ ରେ ଦେବଯାନୀ ଙ୍କ ଘର କୁ ଆସି ଯାଇଛି ବହୁତ ବଡ ଦୁଃ-ଖ ର ଖବର । ଏହି ଦୁଃ-ଖ ର ଖବର ରେ ଲୋକ ପ୍ରିୟ ଅଭିନେତ୍ରୀ ଦେବଯାନୀ ଦୁଃ-ଖ ରେ ଭାଙ୍ଗି ପଡିଛନ୍ତି , ତାହେଲେ ଆସନ୍ତୁ ଏହି ଦୁଃଖ ଖବର ଟି ବିଷୟ ରେ ଜାଣିବା ।


ତାହେଲେ ବନ୍ଧୁଗଣ ଆପଣ ମାନେ ଦେବଯାନୀ ଙ୍କୁ ବହୁ ସାରା ଆଲବମ ରେ ଦେବଯାନୀ ଙ୍କ ଜବରଦସ୍ତ ଜଳବା ଦେଖିଥିବେ । ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଲବମ ପରେ ପରେ ବହୁ ସାରା ଚଳଚିତ୍ର ଓ ଧାରାବାହିକ ରେ ଜବରଦସ୍ତ ଅଭିନୟ ଦେଖାଇ ଓଡିଆ ଇଣ୍ଡଷ୍ଟ୍ରି ରେ ଏକ ସ୍ଵତନ୍ତ୍ର ପରିଚୟ ପାଇବା ସହିତ ଘରେ ମଧ୍ୟ ପରିଚିତ ହୋଇଥିଲେ ନିଜ ଅଭିନୟ ପାଇଁ । ତେବେ ଦେବଯାନୀ ଭଲ ମଡେଲିଙ୍ଗ କରୁଥିବାର ଆପଣ ମାନେ ନିଶ୍ଚୟ ଦେଖୁଥିବେ ।


ତାହେଲେ ଦେବଯାନୀ ଏକ ଛୋଟ କୁକୁର ରଖିଥିଲେ ଯାହାର ନାମ ଶିମି ରହିଛି ଓ ଏହି କୁକୁର ଟି 12 ବର୍ଷ ରୁ ଅଧିକ ହୋଇଯିବ ଦେବଯାନୀ ଙ୍କ ସାଥିରେ ରହୁଥିଲା କିନ୍ତୁ ବର୍ତ୍ତମାନ ସମୟ ର ଏ ଦେବଯାନୀ ଙ୍କ ଏହି ପୋଷା କୁକୁର ଶିମି ମୃ-ତ୍ୟୁ-ବ-ରଣ କରିଛି ଓ ଯାହା ଫଳ ରେ ହସ ଖୁସି ରେ ରହୁଥିବା ଦେବଯାନୀ ଦୁଃ-ଖ ରେ ଭାଙ୍ଗି ପଡିଛନ୍ତି ।

ତାହେଲେ କୁକୁର ଟି ମ-ରି-ବା ପରେ ତାର ଅନ୍ତିମ ସଂସ୍କାର କରାଇଥିଲେ ଓ ଏହି ଅନ୍ତିମ ସଂସ୍କାର କରାଉଥିବା ସମୟ ରେ ଦେବଯାନୀ କା-ନ୍ଦୁ-ଥି-ବା-ର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ବନ୍ଧୁଗଣ ମନ ଦୁଃ-ଖ ନିଶ୍ଚୟ ହେବ କାରଣ କୁକୁର ଶିମି ପରିବାର ଲୋକ ଙ୍କ ସହିତ ମିଶି ରହୁଥିଲା ଓ ସେ ମଧ୍ୟ ପରିବାର ଏକ ସଦସ୍ୟ ଥିଲା ତେବେ ତାର ଅ-କା-ଳ ବି-ୟୋ-ଗ ରେ ଦେବଯାନୀ ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଶାଶୂ ଘରେ ଅଭିନେତ୍ରୀ ସୋମାଲିନଙ୍କୁ (Somalin Parida) ଖୁଆଇ ଦେଲେ ଶାଶୂ ଓ ନଣନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ …

Leave a Reply

Your email address will not be published. Required fields are marked *