Breaking News

ହିରୋଇନ ସୋମାଲିନ (Somalin Parida) ଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିଲେ ସ୍ଵାମୀ ନିଶିଥ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ସୋମାଲିନ ପରିଡା ଙ୍କୁ ନିଶ୍ଚୟ ଭାବେ ଜାଣିଥିବେ , ତାହେଲେ ଏହି ଅଭିନେତ୍ରୀ ଜଣକ ଏକ ରିଆଲିଟି ସୋ ମାଧ୍ୟମ ରେ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ । ବର୍ତ୍ତମାନ ସମୟ ରେ ସୋମାଲୀନ ପରିଡା ଙ୍କ ନିର୍ବନ୍ଧ ସରି ଯାଇଛି ଓ ନିଜ ଭାବି ସ୍ଵାମୀ ଙ୍କ ସହିତ ବର୍ତ୍ତମାନ ସମୟ ରେ ସୋମାଲିନ ସମୟ ଅତି ବାହିତ କରୁଛନ୍ତି ତାହା ଆଜି ଆମେ ଜାଣିବା ଯେ ସୋମାଲିନ ନିଜ ଜନ୍ମ ଦିନ ଟି କୁ ନିଜ ଭାବି ସ୍ଵାମୀ ଙ୍କ ସହିତ କେମିତି ପାଳନ କଲେ , ତାହେଲେ ଆସନ୍ତୁ ଜାଣିବା ।


ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ସୋମଳିନ ଙ୍କ ନିର୍ବନ୍ଧ ସରିଯାଇଛି ନୀତିଶ ନାଏକ ଙ୍କ ସହିତ , ତେବେ ନିଶିତ ନାଏକ ଙ୍କ ଘର ହେଉଛି ଯାଜପୁର ଓ ଯାଜପୁର ଏକ ମନ୍ଦିର ରେ ନୀତିଶ ଓ ସୋମଳିନ ଙ୍କ ନିର୍ବନ୍ଧ ସଂପୂର୍ଣ୍ଣ ହୋଇଥିଲା । ତେବେ ଏହା ବେସ ଧୁମଧାମ ରେ ପାଳନ ହୋଇଥିଲା ଏହି ନିର୍ବନ୍ଧ ରେ ଉଭୟ ଙ୍କ ପରିବାର ଉପସ୍ଥିତ ଥିଲେ। ତାହେଲେ ବନ୍ଧୁଗଣ ନିର୍ବନ୍ଧ ପରେ ସୋମାଲିନ ନିଜ ଭାବି ସ୍ଵାମୀ ସହ ସୋସିଆଲ ମିଡିଆ ରେ ବେସ ସକ୍ରିୟ ରହୁଛନ୍ତି ।


ତାହେଲେ ବନ୍ଧୁଗଣ ଆପଣ ଜାଣିଥିବେ ଯେ ଜାଙ୍କଲିନ ଓ ସୋମାଲିନ ଏହି ଦୁଇ ଅଭିନେତ୍ରୀ ରିଅଲ ଲାଇଫ ରେ ଦୁଇ ଭଉଣୀ ଅଟନ୍ତି , ତେବେ ସୋମାଲିନ କିଛି ଦିନ ପୂର୍ବେ ନିଜ ଭଉଣୀ ଜାଙ୍କଲିନ ଙ୍କ ସହ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଥିଲେ କିନ୍ତୁ ବର୍ତ୍ତମାନ ସମୟ ରେ ନିଜ ଭାବି ସ୍ଵାମୀ ଙ୍କ ସହିତ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି । ତାହେଲେ ଗତ କାଲୀ ସୋମାଲିନ ଙ୍କ ଜନ୍ମ ଦିନ ହୋଇଥିଲା ଓ ଏହି ଜନ୍ମ ଦିନ ଉପଲକ୍ଷେ ନିଜ ଭାବି ସ୍ଵାମୀ ଙ୍କ ସହ ନିଜ ପରିବାର ଲୋକ ମାନ ଙ୍କ ସହିତ ସୋମାଲିନ ନିଜ ଜନ୍ମ ଦିନ ଟି କୁ ବେସ ଧୁମଧାମ ରେ ପାଳନ କରିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରିଲା ରିୟା ଦେଙ୍କର ବାହାଘର ରିୟା ବାହାହେଲେ ହେଲେ ଗୋଟେ ବଙ୍ଗାଳି Hero ଙ୍କୁ ଦେଖନ୍ତୁ ବାହାଘର ସମ୍ପୂର୍ଣ ଭିଡ଼ିଓ !

ହେଲୋ ଫ୍ରେଣ୍ଡ୍ ଏବେ ଆସି ଯାଉଛି ଏକ ବୋହୁତ ବଡ ଖୁସୀ ଖବର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଇଛନ୍ତି …

Leave a Reply

Your email address will not be published.