Breaking News

ସାବାସ ରାଜେଶ୍ଵରୀ! ବନ୍ୟା ସମୟରେ ବେ-ହୋ-ସ ବ୍ୟକ୍ତିଙ୍କୁ କାନ୍ଧରେ ଉଠାଇ ହସ୍ପିଟାଲ ନେଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଚେନ୍ନାଇ ବର୍ଷା ପାଣି ରେ ଭାସୁଛି , ଚେନ୍ନାଇ ରେ ବର୍ଷା ଲାଗି ରହିଥିବାରୁ ସବୁଆଡେ ପାଣି , ତେବେ ବର୍ତ୍ତମାନ ସମୟ ରେ ଚେନ୍ନାଇ 14 ଜଣକ ଙ୍କ ମୃ-ତ୍ୟୁ ହୋଇଥିବାର ସୂଚନା ମିଳିଛି । ତେବେ ବନ୍ଧୁଗଣ ରାଜ୍ୟ ରେ ରବିବାର ଦିନ ଠାରୁ ବର୍ଷା ଜାରି ରହିଛି । ତେବେ ଅଧିକ ସ୍ଥାନ ରେ ଜଳବନ୍ଦି ସମସ୍ଯା ଦେଖାଯାଇଛି ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଚେନ୍ନାଇ ରେ ବର୍ଷା ଲାଗି ରହିଥିବା ସମୟ ରେ ଗତ କାଲୀ ଉତ୍ତର ଓ ପଶ୍ଚିମ ବଙ୍ଗୋପସାଗର ରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି ଯାହାଫଳ ରେ କି ପୁଣି ବର୍ଷା ହେବା ର ସମ୍ଭାବନା ରହିଛି । ତେବେ ବନ୍ଧୁଗଣ ଜଳ ସ୍ତର ବର୍ତ୍ତମାନ ସମୟ ରେ ବୃଦ୍ଧି ପାଉଥିବା ରୁ ଲୋକ ମାନେ ନିଜ କାର ଓ ଗାଡି ଉଚ୍ଚ ସ୍ଥାନ ବା ବ୍ରିଜ ଉପରେ ପାର୍କିଂ କରୁଛନ୍ତି ।


ତେବେ ଏହାରି ଭିତରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଚେନ୍ନାଇ ରୁ ଯାହା କି ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଘୁରି ବୁଲିବା ସହିତ ଲୋକ ମାନେ ମଧ୍ୟ ବେସ ପ୍ରଶଂସା କରୁଛନ୍ତି , ଏହି ଭିଡିଓ ରେ ଚେନ୍ନାଇ ର ଜଣେ ମହିଳା ପୋଲିସ ଅଫିସର ଏକ ମହାନ କାର୍ଯ୍ୟ କରିଛନ୍ତି , ଏକ ବଡ ଗଛ ଟିଏ ପବନ ରୁ ସୋଇ ପଡିଥିବାରୁ ଜଣେ ଯୁବକ ଚା-ପି ହୋଇ ଯାଇ ଗୁ-ରୁ-ତ-ର ହୋଇଯାଇଥିଲେ ।

ତେବେ ଏହି ମହିଳା ପୋଲିସ ଓ ଅନ୍ୟ କର୍ମଚାରୀ ଓ ସାଧାରଣ ବ୍ୟକ୍ତି ଙ୍କ ସାହାର୍ଯ୍ୟ ରେ ଏହି ଗଛ ଟି କାଟି ତାକୁ ସେଠାରୁ ଉଠାଇ ଯୁବକ ଙ୍କୁ ଗୁରୁତର ଅବସ୍ଥା ରେ ମହିଳା ପୋଲିସ ନିଜ କାନ୍ଧ ରେ ପକାଇ ଅଟୋ ରେ ବସାଇ ମେଡିକାଲ ପଠାଇଛନ୍ତି , ତାହେଲେ ବନ୍ଧୁଗଣ ଆପଣ ମାନେ ଆମର ଏହି ପେଜ ରେ ନିଶ୍ଚୟ ଏହି ଭିଡିଓ ଟି ଦେଖିବାକୁ ପାଇବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବିବାହ ପରେ ପ୍ରଥମ ଥର ଶାଶୁଘରେ ରୋଷେଇ କଲେ ସୋମାଲିନ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି , …

Leave a Reply

Your email address will not be published. Required fields are marked *