Breaking News

ଭାଉଜଙ୍କ ସହ ବାପା ଙ୍କ ର ଥିଲା ସ-ମ୍ପ-ର୍କ, ଏହି କଥା ଦିଅର ଜାଣିବା ପରେ , ଦିଅର ପାଇଁ ଭାରି ମ-ହ-ଙ୍ଗା ପଡିଲା

ଦର୍ଶକ ବନ୍ଧୁ ଆଜି ଆମେ ଆପଣ ଙ୍କୁ ଯେଉଁ ବିଷୟ ରେ କହିବାକୁ ଯାଉଛୁ ତାହା ଆପଣ ମାନେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ ,  ଖବର ଟି ହେଲା ଯେ ଜଣେ ଯୁବକ ତାର ବାପା ଓ ଭାଉଜ ଶା-ରୀ-ର-କ ସମ୍ପର୍କ ରଖୁଥିବା ସମୟ ରେ ଦେଖି ଦେବା ରୁ ଯୁବକ ଙ୍କୁ ମ-ହ-ଙ୍ଗା ପଡିଲା , ଏକ ପରିବାର ସାନ ପୁଅ ନିଜ ବାପା ଓ ଭାଉଜ ଙ୍କ ଶା-ର-ରି-କ ସମ୍ପର୍କ ଦେଖି ଦେଇଥିବାରୁ । ବଡ ଭାଇ ଓ ବାପା ଉଭୟ ମିଶି ସେହି ଯୁବକ ମା-ରି ଦେଇଛନ୍ତି ।

ତାହେଲେ ବନ୍ଧୁଗଣ ଏହି ଭଳି ଏକ ଖବର ଆସିଛି ଉତ୍ତର ପ୍ରଦେଶ ର ଲୌକ୍ଷ୍ନ ରେ ଏହି ଏହି ଘଟନା ଟି ଘଟିଛି , ତେବେ 65 ବର୍ଷ ର ବୟସ୍କ ବାପ ଇରଫାନ ଅଲି ଓ ତାଙ୍କ ବଡ ପୁଅ ତନବୀର ରବିବାର ଦିନ 24 ବର୍ଷୀୟ ଯୁବକ ଫରହାନ ଙ୍କୁ ହ-ତ୍ୟ କରି ବା ପରେ ଅ-ଭି-ଯୋ- ଗ ହୋଇଥିଲା ଓ ପରେ ଉଭୟ ଙ୍କୁ ଗି-ର- ଫ କରା ଯାଇଛି । ତାହେଲେ ବନ୍ଧୁଗଣ ଏହା ଏକ ଲା- ଜ୍ୟା ଜଣକ ଖବର ।

ତେବେ ବନ୍ଧୁଗଣ ଯାହା ସୂଚନା ମିଳିଛି ବାପା ଓ ବଡ ପୁଅ ଉଭୟ ଚ-କ୍ରା -ନ୍ତ କରିଥିଲେ ଫରହାନ ଙ୍କୁ ମା-ରି-ବା ପାଇଁ , ଏହି ଚ-କ୍ରା- ନ୍ତ କରିବା ର କାରଣ ଆମେ ପୂର୍ବ ରୁ ଜଣାଇ ଦେଇଛୁ ଓ ବର୍ତ୍ତମାନ ପୁଣି ଜଣାଇ ଦେଉଛୁ ବାପା ଏବଂ ଭାଉଜ ଙ୍କ ଆ-ପ-ତ୍ତି-ଜ-ନ- କ ସ୍ଥିତି ରେ ଦେଖି ଦେଇଥିବାରୁ । ତେବେ ବନ୍ଧୁଗଣ ଏହି ଦୃଶ୍ୟ ଦେଖିବା ପରେ ଧ-ମ- କ ଦେଇଥିଲେ ସେ ଏହି ଖବର ଟି ପରିବାର ଲୋକ ଙ୍କୁ କହିଦେବେ ବୋଲି ଓ ଏଥିପାଇଁ ବଡ ପୁଅ ଓ ବାପା ଉଭୟ ମିଶି ହ-ତ୍ୟ କରିଥିଲେ ।

ତେବେ ଅକ୍ଟୋବର 5 ତାରିଖ ରେ ଫରହାନ ନିଜ ପ୍ଯାଣ୍ଟ ଫ୍ୟାକ୍ତ୍ରି ରେ ଫା- ଶୀ ଲଗାଇ ମୃ -ତ୍ୟୁ କରିଛନ୍ତି ବୋଲି ପୋଲିସ କୁ ସୂଚନା ଦେଇଥିଲେ କିନ୍ତୁ ପୋ-ଷ୍ଟ-ମ-ର୍ଟ-ମ କରିବା ପରେ ଜଣା ପଡିଥିଲା ଯେ ଫା-ଶୀ ନୁହେଁ ବରଂ ବେ -କ ଚି-ପି ହ- ତ୍ୟା କରାଯାଇଛି , ତେବେ ପୋଲିସ ଏହାର ତ-ଦ-ନ୍ତ କରିବା ପରେ ବଡ ଭାଇ ଓ ବାପା ଙ୍କୁ ଗି-ର-ଫ କରିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବଡ ଖବର – Sharukh Khan ଙ୍କ ପୁଅ Aryan Khan ଦୋ-ଷୀ ପ୍ରାମାଣିତ ହେଲେ ୧-୭ ବର୍ଷ ପର୍ଯ୍ୟନ୍ତ ଜେଲ ଯାଇ ପାରନ୍ତି ଆର୍ୟାନ

ଦର୍ଶକ ବନ୍ଧୁ ଗତ ଶୁକ୍ରବାର ଦିନ ଠାରୁ ଜେଲ ରେ ଥିବା ଆରିୟାନ ଖାନ ଙ୍କ ତୃତୀୟ ଥର ପାଇଁ …

Leave a Reply

Your email address will not be published. Required fields are marked *