Breaking News

ଓଡିଆ ହିରୋଇନ ଝିଲ୍ଲିକ (Jhilik Bhattacharjee) ତାଙ୍କ ସ୍ଵାମୀଙ୍କ ସହ ମାଳଦ୍ଵୀପ ରେ କିପରି ମଜା ନେଉଛନ୍ତି – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଲୋକ ପ୍ରିୟ ଅଭିନେତ୍ରୀ ଝିଲ୍ଲିକ ଭଟ୍ଟାଚାର୍ଯ୍ଯ ଙ୍କୁ ନିଶ୍ଚୟ ଭଲ ଭାବ ରେ ଜାଣିଥିବେ । ତେବେ ଏହି ଅଭିନେତ୍ରୀ ଜଣକ ବର୍ତ୍ତମାନ ସମୟ ରେ ଓଡିଆ ଇଣ୍ଡଷ୍ଟ୍ରି ଦୂରେଇ ରହିଥିଲେ ମଧ୍ୟ ସେ ବର୍ତ୍ତମାନ ଲୋକ ପ୍ରିୟ ଅଭିନେତ୍ରୀ ଭାବେ ବେସ ପରିଚିତ । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଝିଲ୍ଲିକ ଙ୍କ ର ଏକ ଭିଡିଓ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଆଜି ଆମର ଏହି ପେଜ ରେ ଆମେ ସେହି ଭାରଇଲ ଭିଡିଓ ବିଷୟ ରେ ଜାଣିବା ।
ତାହେଲେ ବନ୍ଧୁଗଣ ଆପଣ ମାନେ ଝିଲ୍ଲିକ ଭଟ୍ଟାଚାର୍ଯ୍ଯ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ । ଝିଲ୍ଲିକ ଜଣେ ବଙ୍ଗୀୟ ହୋଇଥିଲେ ମଧ୍ୟ ସେ ଓଡିଆ ଇଣ୍ଡଷ୍ଟ୍ରି ର ଜଣେ ଜଣାଶୁଣା ଲୋକ ପ୍ରିୟ ଅଭିନେତ୍ରୀ । ତେବେ ଆପଣ ମାନେ ଝିଲ୍ଲିକ ଜବରଦସ୍ତ ଅଭିନୟ ବହୁ ସାରା ଚଳଚିତ୍ର ରେ ନିଶ୍ଚୟ ଦେଖିଥିବେ ଓ ଏହି ଅଭିନୟ ପାଇଁ ସେ ଆଜି ଲୋକ ପ୍ରିୟ ଅଭିନେତ୍ରୀ ଭାବେ ବେସ ପରିଚିତ । ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଅଭିନୟ ଏପାଇଁ ଓଡିଆ ଇଣ୍ଡଷ୍ଟ୍ରି କୁ ଆସିଥିଲେ ଓ ଅଭିନୟ କରି ଲୋକ ପ୍ରିୟ ହେବା ସହିତ ନିଜ ଜୀବନ ସାଥି ଙ୍କୁ ମଧ୍ୟ ପାଇଥିଲେ ।


ଏହି ଅଭିନେତ୍ରୀ ଜଣକ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ ଙ୍କୁ ବିବାହ କରିବା ପରେ ନିଜ ଶାଶୁଘରେ ବେସ ଖୁସି ରେ ଅଛନ୍ତି , ତାହେଲେ ଝିଲ୍ଲିକ ନିଜ ବିବାହ ପରେ ସଂପୂର୍ଣ୍ଣ ଭାବେ ଓଡିଆ ଜଗତ ରୁ ଦୂରେଇ ଯାଇଛନ୍ତି ଓ ନିଜ ସ୍ଵାମୀ ଙ୍କ ସହିତ ବହୁ ଲୋକ ପ୍ରିୟ ସ୍ଥାନ ଙ୍କୁ ମଧ୍ୟ ବୁଲିବାକୁ ଯାଉଛନ୍ତି , ତାହେଲେ ବର୍ତ୍ତମାନ ସମୟ ରେ ଝିଲ୍ଲିକ ନିଜ ସ୍ଵାମୀ ଙ୍କ ସହିତ ଭାରତ ବାହାର କୁ ବୁଲିବା ପାଇଁ ଯାଇଛନ୍ତି ।


ଝିଲ୍ଲିକ ନିଜ ସ୍ଵାମୀ ଙ୍କ ମାଲଦ୍ଵୀପ ବୁଲିବାକୁ ଯାଉଛନ୍ତି ଓ ସେଠାରେ ବହୁସାରା ମଜାମସ୍ତି କରୁଥିବାର କିଛି ଫଟୋ ଏବଂ ଭିଡିଓ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି ଓ ଏହା ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେସ ଭାଇରାଲ ହେବା ରେ ଲାଗିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଶାଶୂ ଘରେ ଅଭିନେତ୍ରୀ ସୋମାଲିନଙ୍କୁ (Somalin Parida) ଖୁଆଇ ଦେଲେ ଶାଶୂ ଓ ନଣନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ …

Leave a Reply

Your email address will not be published. Required fields are marked *