Breaking News

ଆଜି ରାତିରୁ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା, ସତର୍କ ସୂଚନା ଦେଲା ପାଣି ପାଗ ବିଭାଗ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଆସି ଯାଇଛି ପାଣିପାଗ କୁ ନେଇ , ଆସୁଛି ଆଉ ଏକ ଲଘୁଚାପ ଆସନ୍ତା 5 ଦିନ ପର୍ଯ୍ୟନ୍ତ ଦକ୍ଷିଣ ଓଡିଶା ରେ ବର୍ଷା ସହ ଘଡଘଡି ହେବ , ତେବେ ବର୍ତ୍ତମାନ ମଧ୍ୟ ରାଜ୍ୟ ର କିଛି ସ୍ଥାନ ରେ ବର୍ଷା ହେଉଛି ଓ ଆଗକୁ ରାତି ରେ ମଧ୍ୟ ବର୍ଷା ର ପରିମାଣ ବଢିବ ନେଇ ପାଣିପାଗ ବିଭାଗ ତରଫ ରୁ ସୂଚନା ମିଳିଛି । ତେବେ ପାଣି ପାଗ କୁ ନେଇ ଆହୁରି ରହିଛି ଅନେକ ଖବର ଆସନ୍ତୁ ଜାଣିବା ,


ତାହେଲେ ବନ୍ଧୁଗଣ ଆଗାମୀ ଦିନ ମାନ ଙ୍କ ଭିତରେ ଆସିବାକୁ ଯାଉଛି ଏକ ଲଘୁଚାପ , ତେବେ ଏହି ଲଘୁଚାପ ପ୍ରଭାବ ରେ ଦକ୍ଷିଣ ଓଡିଶା ରେ 5 ଦିନ ପର୍ଯ୍ୟନ୍ତ ସ୍ୱଳ୍ପ ରୁ ମଧ୍ୟମ ଧରଣ ବର୍ଷା ହେବା ର ସମ୍ଭାବନା ରହିଛି । ଦକ୍ଷିଣ ପୂର୍ବ ବଂଗୋପ ସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଆଜି ଲଘୁଚାପ ରେ ପରିଣତ ହୋଇଛି ।


ତେବେ ଏହା ବର୍ତ୍ତମାନ ସମୟ ରେ ଅବପାତ ର ରୂପ ନେଇ ତାମିଲନାଡୁ ମୁହଁଇଛି , ତେବେ ଆଜି ସନ୍ଧ୍ଯା ବେଳ କୁ ଉତ୍ତର ତାମିଲ ଆନ୍ଧ୍ରପ୍ରଦେଶ ସଲଗ୍ନ କରାଇକାଳ ଓଶ୍ରୀ ହରିକୋର୍ଟ ମଧ୍ୟ ରେ ସ୍ଥଳ ଭାଗ ଛୁଇଂବ । ତେବେ 14 ଓ 15 ତାରିଖ ରେ ଦକ୍ଷିଣ ଓଡିଶା ରେ ବର୍ଷା ହେବ ଓ ଉପକୂଳ ରେ ହାଲୁକା ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।

ବିଶେଷ କରି ଗଜପତି,ଗଞ୍ଜାମ,କୋରାପୁଟ,ମାଲକାଣିଗିରି,ରାୟଗଡା ,କଳାହାଣ୍ଡି,କନ୍ଧମାଳ,ବଲାଙ୍ଗିର ,ନବରଙ୍ଗପୁର,ପୁରୀ ଜିଲ୍ଲା ରେ କେତେକ ସ୍ଥାନ ରେ ବର୍ଷ ଅ ହେବା ସହ ଘଡଘଡି ହେବା ସମ୍ଭାବନା ରହିଛି । ତେବେ ବର୍ତ୍ତମାନ ସମୟ ରେ ରାଜ୍ୟ ରେ 5 ଦିନ ପର୍ଯ୍ୟନ୍ତ ପାଗ ହାଲୁକା ହେବା ସହ ବର୍ଷା ହୋଇ ପାରେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଏହି ସବୁ ଜିଲ୍ଲାକୁ ରାତି ପାହିଲେ ପ୍ରବଳ ବର୍ଷା ହେବା ସହିତ ଘଡଘଡି ହେବାର ସମ୍ଭାବନା ରହିଛି, ଏହି ୯ଟି ଜିଲ୍ଲାକୁ ସତର୍କ ସୂଚନା ଦେଲା ପାଣିପାଗ ବିଭାଗ !

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ପାଣିପାଗ ବିଭାଗ ପକ୍ଷରୁ ଆସିଲା ବଡ଼ ଖବର ବାତ୍ୟା ଗାଲ ପରେ ଏବେ ଫୁଣି …

Leave a Reply

Your email address will not be published.