Breaking News

ରୋଡ ମଝିରେ ହିରୋ ରାଜେଶ (Rajesh) ଓ ହିରୋଇନ ରିୟା (Riya) ଙ୍କ ମଧ୍ୟରେ ଲାଗିଲା ଝ-ଗ-ଡା, ଦେଖିଲେ ଆଶ୍ଚର୍ଯ୍ୟ ହେବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତା ରାଜେସ ଓ ଅଭିନେତ୍ରୀ ରିୟା ଙ୍କ ଏକ ଭିଡିଓ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଭାଇରାଲ ଭିଡିଓ ଟି କୁ ଆପଣ ମାନେ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ । ରାଜେସ ଓ ରିୟା ଉଭୟ ରାସ୍ତା ରେ ଝ-ଗ-ଡା ହେଉଥିବାର ଦେଖିବାକୁ ମିଳିଛି ।

ପରେ ସେମାନ ଙ୍କ ଝ-ଗ-ଡା ଦେଖି ଲୋକ ମାନେ ତାଙ୍କ ପାଖ କୁ ଆସି ଉଭୟ ଙ୍କ ର ଝ-ଗ-ଡା ବନ୍ଦ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଏହି ଭିଡିଓ କୁ ସମସ୍ତେ ଦେଖିବା ପରେ ଆଶ୍ଚର୍ଯ୍ୟ ହେବା ସହିତ ଦ୍ଵନ୍ଦ ରେ ମଧ୍ୟ ପଡିଛନ୍ତି , ତାହେଲେ ଉଭୟ ଝ-ଗ-ଡା ହେବା ପଛ ର କାରଣ କଣ ଜାଣିବା ।

ତାହେଲେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ରାଜେସ ଙ୍କୁ ଜାଣିଥିବେ ସେ ବହୁ ଗୁଡିଏ ଧାରାବାହିକ ରେ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହେବା ସହିତ ଘରେ ଘରେ ପରିଚିତ ବି ମଧ୍ୟ । ଏହି ଅଭିନେତା ଜଣକ ଧାରାବାହିକ ରେ ଅଭିନୟ କରିବା ସହ ଚଳଚିତ୍ର ରେ ମଧ୍ୟ ନିଜ ଜବରଦସ୍ତ ଅଭିନୟ ଦେଖାଇଛନ୍ତି ଦର୍ଶକ ମାନ ଙ୍କୁ । ଠିକ ସେହିଭଳି ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତ୍ରୀ ରିୟା ଙ୍କୁ ଜାଣିଥିବେ ସେ ତାଙ୍କ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇ ପାରିଛନ୍ତି ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଭାଇରାଲ ହେଉଥିବା ଭିଡିଓ ଟି ସତ୍ୟ ଅଟେ କିନ୍ତୁ ରିଅଲ ଲାଇଫ ରେ ନୁହେଁ ବରଂ ରିଲ ଲାଇଫ ରେ । ଉଭୟ ଙ୍କ ଆଗାମୀ ଦିନ ମାନ ଙ୍କ ଭିତରେ ଏକ ଚଳଚିତ୍ର ଆସିବାକୁ ଯାଉଛି ଓ ବର୍ତ୍ତମାନ ସମୟ ରେ ଏହାର ଶୁଟିଙ୍ଗ ସେଟ ବେସ ଜୋରସୋର ଚାଲିଛି ଓ ଆପଣ ମାନେ ଦେଖୁଥିବା ଭିଡିଓ ଟି ହେଉଛି ଶୁଟିଙ୍ଗ ସେଟ ର ଦୃଶ୍ୟ ଯାହାକି ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଶାଶୂ ଘରେ ଅଭିନେତ୍ରୀ ସୋମାଲିନଙ୍କୁ (Somalin Parida) ଖୁଆଇ ଦେଲେ ଶାଶୂ ଓ ନଣନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ …

Leave a Reply

Your email address will not be published. Required fields are marked *