Breaking News

ଝିଅର ଜନ୍ମଦିନ କିପରି ପାଳନ କରିଲେ ଓଡିଶାର ଷ୍ଟାର ଯୋଡି ଚନ୍ଦନ (Tushar) ଓ ମାହି (Mahi) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣା ଶୁଣା ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା , ହଁ ବନ୍ଧୁ ଏହି ଅଭିନେତା ଓ ଅଭିନେତ୍ରୀ ସୁଟିଂ ସେଟ୍ ରୁ ଉଭୟ ପରସ୍ପର କୁ ଭଲ ପାଇଥିଲେ ଓ ପରବର୍ତ୍ତୀ ସମୟରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ଓ ବର୍ତ୍ତମାନ ସମୟ ରେ ବାପା ମା ହୋଇ ସାରିଛନ୍ତି , ତାହେଲେ ବନ୍ଧୁଗଣ ଏହି ଦୁଇ ଯୋଡି ହେଉଛନ୍ତି ଚନ୍ଦନ ଓ ମାହି । ତାହେଲେ ବର୍ତ୍ତମାନ ସମୟ ରେ ଏହି ଦୁଇ ଯୋଡି ବାପା , ମା ହୋଇ ସାରିଛନ୍ତି , ଆଜି କୁ ପ୍ରାୟ ବର୍ଷେ ହୋଇଗଲା ଚନ୍ଦନ ଓ ମାହି ଙ୍କ ବାପା ମା ହେବା ର ।

ଆଜି କୁ ପ୍ରାୟ 1 ବର୍ଷେ ପୂର୍ବେ ଚନ୍ଦନ ଓ ମାହି ଙ୍କ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା ଓ ତାର ନାମ ପୁଚକିନ ରଖା ଯାଇଥିଲା । ତେବେ ବନ୍ଧୁଗଣ ଗତକାଲି ପୁଚକିନ ଙ୍କୁ 1 ବର୍ଷ ହୋଇଗଲା , ତାହେଲେ ଆସନ୍ତୁ ଜାଣିବା ଚନ୍ଦନ ଓ ମାହି ତାଙ୍କ ଝିଅ ଜନ୍ମ ଦିନ କୁ କେମିତି ପାଳନ କରିଛନ୍ତି ।


ତାହେଲେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଦେଖିଥିବେ ଏହି ଦୁଇ ଯୋଡ଼ି ଙ୍କୁ ଅନେକ ଧାରାବାହିକ ରେ ଜବରଦସ୍ତ ଅଭିନୟ କରିବା ର । ଏହି ଦୁଇ ଯୋଡ଼ି ବହୁ ଗୁଡ଼ିଏ ଧାରାବାହିକ ରେ ଅଭିନୟ କରିବା ସହିତ ଅନେକ ଚଳଚ୍ଚିତ୍ର ରେ ମଧ୍ୟ ନଜର ଆସିଛନ୍ତି। ଚନ୍ଦନ ଓ ମାହି ଙ୍କ ଜବରଦସ୍ତ ଅଭିନୟ ଫଳ ରେ ବେଶ୍ ଲୋକ ପ୍ରିୟତା ହାସଲ କରିବା ସହିତ ଘରେ ଘରେ ପରିଚିତ । ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ ଚନ୍ଦନ ଓ ମାହି ସୁଟିଂ ସେଟ୍ ରୁ ପରସ୍ପର କୁ ଭଲ ପାଇ , ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ।

ବିବାହ ପରେ ମାହି ଏକ କନ୍ୟା ସନ୍ତାନ ଜନ୍ମ କରିଥିଲେ , ତେବେ ମାହି ନିଜ ଝିଅ ଦାୟିତ୍ଵ ନେବା ପାଇଁ ଓଡିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ରହିଥିଲେ । ତାହେଲେ ବର୍ତ୍ତମାନ ସମୟ ରେ ଚନ୍ଦନ ଓ ମାହି ଙ୍କ କୁନି ଝିଅ ପୁଚକିନ ଙ୍କ ଜନ୍ମ ଦିନ ଟି ଗତକାଲି ସରିଯାଇଛି , ତେବେ ପୁଚକିନ ଙ୍କ ଜନ୍ମ ଦିନ ଟି ଚନ୍ଦନ ଓ ମାହି ବେସ ଧୁମଧାମ ରେ ପାଳନ କରିଛନ୍ତି ଓ ଏହି ଧୁମଧାମ ରେ ପାଳନ କରୁଥିବାର ଫଟୋ କୁ ମାହି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଶାଶୂ ଘରେ ଅଭିନେତ୍ରୀ ସୋମାଲିନଙ୍କୁ (Somalin Parida) ଖୁଆଇ ଦେଲେ ଶାଶୂ ଓ ନଣନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ …

Leave a Reply

Your email address will not be published. Required fields are marked *