ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଆନିଶା ଶର୍ମା ସୁଭାସିସ ଙ୍କୁ ନିଶ୍ଚୟ ଜାଣିଥିବେ । ତେବେ ଏହି ଦୁଇ ଲୋକ ପ୍ରିୟ ଯୋଡି ଙ୍କ ଗତ କିଛି ମାସ ତଳେ ତାଙ୍କ ର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ତେବେ ନିଜ ସହିତ ଅନିଶା ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି ।
ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅନିଶା ଓ ସୁଭାସିସ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଆଗ ଧାଡି ର ଜଣା ଶୁଣା ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ , ଏହି ଦୁଇ ଲୋକ ପ୍ରିୟ ବହୁ ଗୁଡିଏ ଧାରାବାହିକ ଓ ଚଳଚିତ୍ର ରେ ନିଜ ଜବରଦସ୍ତ ଅଭିନୟ କରି ଥିବାର ଆପଣ ମାନେ ନିଶ୍ଚୟ ଜାଣିଥିବେ । ତେବେ ଉଭୟ ଶୁଟିଙ୍ଗ ସେଟ ରୁ ଭଲ ପାଇ ବିବାହ କରିଛନ୍ତି । କିଛି ଦିନ ତଳେ ଓଡିଆ ଇଣ୍ଡଷ୍ଟ୍ରିର ହିରୋ ଅର୍ଦ୍ଧେନ୍ଦୁ ଓ ତାଙ୍କ ସ୍ତ୍ରୀ ପଲ୍ଲବୀ ତାଙ୍କ ଝିଅକୁ ଦେଖିବା ପାଇଁ ଯାଇଥିଲେ ।
ସେମାନେ ଭିୟୋନା ପାଇଁ ଏକ ଦାମୀ ଉପହାର ମଧ୍ୟ ନେଇ ଆସିଥିଲେ । ଚଲାନ୍ତୁ ଜାଣିବା ସେହି ଦାମୀ ଉପହାର ଟି କଣ ? ତାହେଲେ ବିବାହ ପରେ ଉଭୟ ଏକାଠି ହୋଇ ବହୁସାରା ଚଳଚିତ୍ର , ଧାରାବାହିକ ଓ ଆଲବମ ରେ ନଜର ଆସିଛନ୍ତି । ତେବେ ବର୍ତ୍ତମାନ ସମୟ ରେ ଉଭୟ ଙ୍କ ର କନ୍ୟା ସନ୍ତାନ ହେବା ପରେ ନିଜ ଝିଅ ସହିତ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି ଓ ବହୁ ସାରା ମଜା ମସ୍ତି ମଧ୍ୟ କରୁଛନ୍ତି । ତାହେଲେ ଅନିଶା ନିଜ ହେବା ଦିନ ଠାରୁ ସଂପୂର୍ଣ୍ଣ ଭାବେ ଓଡିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ଯାଇଛନ୍ତି କିନ୍ତୁ ଏପଟେ ଶୁଭାଶିଶ ତାଙ୍କ ଜବରଦସ୍ତ ଅଭିନୟ ଜାରି ରଖିଛନ୍ତି ଜୀ ସାର୍ଥକ ଟିଭି ରେ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ ହେ ପ୍ରଭୁ ।
ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏହି ଦୁଇ ଙ୍କ ଝିଅ କୁ ଦେଖିବା ପାଇଁ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଅର୍ଦ୍ଧେନ୍ଦୁ ଓ ତାଙ୍କ ପତ୍ନୀ ଯାଇଛନ୍ତି ଓ ସେଠାରେ ଶୁଭାଶିଷ ଓ ଅନିଶା ଙ୍କ ଝିଅ କୁ ଧରିବା ସହିତ ବହୁତ ସାରା ମଜା ମସ୍ତି କରୁଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି ଓ ସେ ଭିୟୋନା ଙ୍କୁ ଏକ ସୁନାର ଲକେଟ ମଧ୍ୟ ଉପହାର ରେ ଦେଇଛନ୍ତି ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ