Breaking News

ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ପୁଅ ଝି-ଅ କୁ ଜ-ବ-ର-ଦ-ସ୍ତ ବା-ହା କରାଇବାର ଭିଡିଓ, ପ୍ରେ-ମୀ ଯୁ-ଗ-ଳ ଙ୍କୁ କରୁଛନ୍ତି ହ-ଇ-ରା-ଣ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମର ବଡ ଖବର ଯେ ନବରଙ୍ଗପୁର ଜିଲ୍ଲା ର ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ରେ ଜଣେ ଯୁ-ବ-ତୀ ଜଣେ ଯୁବକ ଙ୍କ ସହ କଥା ହେଉଥିବା ସମୟ ରେ କିଛି ଯୁବକ ଦେଖି ଦେଇଥିଲେ ଓ ଯାହାଫଳ ରେ କିଛି ଯୁବକ ଗାଁ ଲୋକ ଉଭୟ ଙ୍କୁ କ-ଟା-କ୍ଷ କଥା କହି ଉଭୟ ଙ୍କୁ ଜୋ-ର ଜ-ବ-ର-ଦସ୍ତ ବିବାହ କରାଇ ଦେଇଥିଲେ ଓ ଏହାର ଭିଡିଓ କରି ସୋସିଆଲ ମିଡିଆ ରେ ଭରାଳ କରିଥିଲେ ।

ମିଳିଥିବା ସୂଚନା ଅନୁସାରେ , ଯୁବତୀ ଜଣକ କାଲୀ ପୂଜା ଦେଖିବାକୁ ନିଜ ଭଉଣୀ ଘର କୁ ଯାଇଥିଲେ । ତେବେ ସେହି ଯୁ-ବ- ତୀ ଜଣକ ଜଣେ ଯୁବକ ଙ୍କ ସହିତ କଥା ହେଉଥିବା ସମୟ ରେ କିଛି ଯୁବକ ଦେଖିବା ପରେ ଉଭୟ ଜୋ-ର  ଜ-ବ-ର- ଦ-ସ୍ତ ଏକ ଅନ୍ଧାର କୋଠରି ବ-ନ୍ଦ କରି ଦେଇଥିଲେ ଓ ପରବର୍ତ୍ତୀ ସମୟ ରେ ଗା-ଳି ଗୁ-ଲ-ଜ କରି ଉଭୟ ବିବାହ କରି ଦେଇଥିଲେ ଜୋ- ର ଜ-ବ-ର-ଦ- ସ୍ତ ।


ଏହି ବିବାହ କରୁଥିବା ଭିଡିଓ ଟି ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି ଓ ଏହି ଭିଡିଓ ରେ ଆହୁରି ମଧ୍ୟ ଦେଖିବାକୁ ମିଳଛି ଯେ ଯୁ-ବ-ତୀ ଜଣକ କା-ନ୍ଦି କା- ନ୍ଦି ନେହୁରା ହୋଇଥିଲେ ମଧ୍ୟ ଯୁବକ ମାନେ ଶୁଣି ନ ଥିଲେ । ଅ-କ-ଥ-ନୀ- ୟ ନି-ର୍ଯା-ତ- ନା ପାଇବା ପରେ , ଯୁ-ବ-ତୀ ଙ୍କ ଘର ଲୋକେ ଏ ନେଇ ରାଇପୁର ଥାନା ରେ ଅ-ଭି-ଯୋ-ଗ କରିଥିଲେ ଓ ପରେ ପୋଲିସ 5 ଜଣ ଙ୍କୁ ଗି-ର-ଫ କରିଛି ॥\

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆପଣଙ୍କ ପାଖରେ ଅଛି କି ଏହି ସିରିଏଲ ନମ୍ବର ନୋଟ ତେବେ ଆପଣ ରାତା ରାତି ହୋଇଯିବେ ଲକ୍ଷପତି…

ନମସ୍କାର ଦର୍ଶକବନ୍ଧୁ ଯଦି ଆପଣଙ୍କ ପାଖରେ ଅଛି ଏହି ସିରିଏଲ ନମ୍ବର ନୋଟ ତେବେ ଆପଣ ରାତା ରାତି ହୋଇଯିବେ …

Leave a Reply

Your email address will not be published.