Breaking News

ଖୁବ୍‌ଶୀଘ୍ର ମାଡ଼ି ଆସିବ ତୃତୀୟ ଲହର, ଏମ୍ସର ଡାକ୍ତର ମାନେ ଦେଲେ ବଡ ସତର୍କବାଣୀ, ମ-ରି-ଯି-ବେ ୫ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ !

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଭାରତ ରେ ଖୁବ ଶୀଘ୍ର ତୃତୀୟ ଲହର ରେ ଆସିବାକୁ ଯାଉଛି , ଦୁଇ ଟି ଲହର ଦେଶ ରେ ଅନେକ ଲୋକ ଆକ୍ରାନ୍ତ ହୋଇଥିଲେ ମଧ୍ୟ ତୃତୀୟ ଲହର ତାର ପ୍ରଭାବ ପକାଇବ ବୋଲି ଅନୁମାନ କରା ଯାଉଛି । ତେବେ ଏନେଇ ସୂଚନା ଦେଇଛନ୍ତି ଏମ୍ସ ଡାକ୍ତର ଏବଂ ମହାମାରୀ ବିଶେଷଜ୍ଞ ଡାକ୍ତର ସଞ୍ଜୟ କେ ରାୟ । ତାହେଲେ ବନ୍ଧୁଗଣ ଗତ କିଛି ଦିନ ତଳେ ୱାର୍ନିଙ୍ଗ ଦେଇ କହିଥିଲା ଯେ କୋଭିଡ-19 ର ତୃତୀୟ ଲହର ଇଉରୋପ ଏବଂ କେନ୍ଦ୍ର ଏସିଆ ରେ ବିଶେଷ ପ୍ରଭାବ ପକାଇବା ।

ଏହି ଅଞ୍ଚଳ ରେ ଅନୁମାନ କରଯାଇଥିଲା ଯେ 5 ଲକ୍ଷ ରୁ ଅଧିକ ମୃ-ତ୍ୟୁ ମାମଲା ରେଜିଷ୍ଟର ହେବ 2022 ଫେବ୍ରୁଆରି ଭିତରେ । ତାହେଲେ ଟୀକାକରଣ ହୋଇଥିବାରୁ କରୋନା ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଇଁ , ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ରୁସ ଏବଂ କେନ୍ଦ୍ର ଏସିଆ ରେ ସଂକ୍ରମଣ ଜାରି ରହିଛି ଓ ଏହା ଫେବ୍ରୁଆରି ମାସ ଭିତରେ ହ୍ରାସ ପାଇବ ।


ତାହେଲେ ବନ୍ଧୁଗଣ ସବୁଠୁ ବଡ କଥା ହେଲା କରୋନା ବର୍ତମାନ ସମୟ ରେ ଭାରତ ସମେତ ବିଭିନ୍ନ ଦେଶ ରେ ବହୁ କମ କମ ରହିଛି । ତେବେ ଏମ୍ସ ଡାକ୍ତର ଏବଂ ମହାମାରୀ ବିଶେଷଜ୍ଞ ଡାକ୍ତର ସଞ୍ଜୟ କେ ରାୟ ଏଲ୍ଲେଖ କରିଛନ୍ତି ଯେ ଫେବ୍ରୁଆରି ମାସ ଭିତରେ 5 ଲକ୍ଷ ରୁ ଅଧିକ ମୃ-ତ୍ୟୁ ରେକର୍ଡ ହୋଇପାରେ ଓ ଟୀକାକରଣ ମୃ-ତ୍ୟୁ ରୋକିବା ରେ ବିଫଳ ହେବ ଓ WHO ବର୍ତ୍ତମାନ ସମୟ ରେ ବିଶ୍ବାସନୀୟତା ହରାଉଛି ବୋଲି ଡାକ୍ତର ରାୟ କହିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରକାର କଲେ ବଡ଼ ଘୋଷଣା ସବୁ ଜିଲ୍ଲାରେ ପ୍ରଦର୍ଶିତ ହେବ ଦମନ ଫିଲ୍ମ ସରକାର ଦେବେ ପଇସା ଦେଖନ୍ତୁ ଏହାକୁ ସୁଣିଲାରେ Babushan କେତେ ଖୁସି ଅଛନ୍ତି !

ନମସ୍କାର ବନ୍ଧୁଗଣ ପ୍ରତ୍ୟେକ ଦିନ ଅର୍ଥାତ୍ ଦିନ କୁ ଦିନ ବଢି ଚାଲିଛି ଦମନ ଓଡ଼ିଆ ସିନେମା ଦମନ ର …

Leave a Reply

Your email address will not be published.