Breaking News

ଓଡିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ମାଟି ସ୍ନାନ କାରଣ ପଛର ରହସ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ବାଚସ୍ପତି ଡ. ସୂର୍ଯ୍ଯ ନାରାୟଣ ଏକ ଫିଟ୍ନେସ ମନ୍ତ୍ର ଦେଇଛନ୍ତି , ସେ ଫିଟ ନେସ ରେ ଆପଣ ମାନେ କେମିତି ନିଜ ଶରୀର ରୁ ବି-ଷ ବାହାର କରିବେ ଓ ଯାହା ଫଳ ରେ ଆପଣ ମାନେ ସୁସ୍ଥ ରହିବେ । ତାହେଲେ ବନ୍ଧୁଗଣ ଏହି କଥା ବାଚସ୍ପତି କହିବା ସହିତ ସେ ସବୁଦିନ ଏହି କାର୍ଯ୍ୟ କରୁଛନ୍ତି ।


ସେ ପ୍ରତିଦିନ ଗୋଡ ଠାରୁ ମୁଣ୍ଡ ପର୍ଯ୍ୟନ୍ତ ମାଟି ବୋଲି ହୋଇ ସୂର୍ଯ୍ଯ କିରଣ ରେ ବସୁଛନ୍ତି ଓ ଏହା ଦ୍ଵାରା ତାଙ୍କୁ ଅନେକ ଫାଇଦା ମିଳୁଛି । ତାହେଲେ ମାଟି ଦେହ ରୁ ସୁଖିବା ପରେ ତାକୁ ଭଲ ଭାବ ରେ ସଫା କରି ସ୍ନାନ କରୁଛନ୍ତି । ତେବେ ଏହି ଫିଟ୍ଣେସ ଉପାୟ କୁ ସେ ସମସ୍ତ ଙ୍କ ଦେହ ରେ ଲେପନ କରିବା ପାଇଁ କହୁଛନ୍ତି ।

ବାଚସ୍ପତି ଡ. ପାତ୍ର ଙ୍କ ଏକ ଭିଡିଓ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଭିଡିଓ ରେ ବାଚସ୍ପତି ଡ. ପାତ୍ର ସେହି ଫିଟ ନେସ ବିଷୟ ରେ କିଛି କହୁଛନ୍ତି । ତେବେ ଆପଣ ମାନେ ଏହି ଭିଡିଓ ରେ ବାଚସ୍ପତି ଡ. ପାତ୍ର ଙ୍କୁ ଚିହ୍ନି ବାରେ ଦ୍ଵନ୍ଦ ରେ ପଡିଯିବେ କାରଣ ସେ ତାଙ୍କ ଶରୀର ରେ ମାଟି ଲେପ କରି ସକାଳ ସୂର୍ଯ୍ଯ କିରଣ ରେ ବସିଛନ୍ତି । ତେବେ ଏହା କରିବା ଦ୍ଵାରା ଶରୀର କୁ ଅନେକ ଫାଇଦା ମିଳିବା ସହିତ ଶରୀର ଭିତରେ ଥିବା ବିଷ ବାହାର କରି ଦେଇଥାଏ ।

ତେବେ ଏହି ଫିଟ ନେସ ଉପାୟ ଟି ସେ ସମସ୍ତ ଙ୍କୁ କରିବା ପାଇଁ କହିଛନ୍ତି , ସେ କହିଛନ୍ତି ଯେ ଯେଉଁଠି ଆପଣ ମାନେ ଦେଖିବେ ମାଟି ରେ ବଡ ବଡ ଗଛ ହୋଇଥିବ ଯେମିତି କି ବରଗଛ , ଅସ୍ତଗଛ ଭଳି ଅନେକ ର ମୂଳ ରୁ ମାଟି ଆଣି କାଦୁଅ କରି ଦେହ ପ୍ରଲେପ କରିବେ ,  ମାଟି ସେହି ବଡ ବଡ ଗଛ ରୁ ଆଣିବେ ଯାହାର ଗଛ ମୂଳ ରେ ଆଦୌମ ଚାଷ ହୋଇ ନଥିବ ଓ ଭଲ ସ୍ଥାନ ରେ ଥିବ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆସିଗଲା ସ୍କୁଲ ଖୋଲିବା ଫାଇନାଲ ତାରିଖ ଏହି ତାରିଖରେ ଖୋଲିବ ସମସ୍ତ ସ୍କୁଲ କଲେଜ ..

ଦର୍ଶକବନ୍ଧୁ ଏବେ ଏବେ ଆସିଲା ବଡ଼ ଖବର ସରକାର ମଧ୍ୟ ଘୋଷଣା କରିଦେଇଛନ୍ତି କେବେ ଖୋଲିବ ରାଜ୍ୟରେ ସମସ୍ତ ସ୍କୁଲ …

Leave a Reply

Your email address will not be published.