ଦର୍ଶକ ବନ୍ଧୁ ଭଗବାନ ବିଷ୍ଣୁ ଙ୍କ ଅନେକ ରୂପ ଅଛି , ତେବେ ଭଗବାନ ଙ୍କ ଦ୍ଵିତୀୟ ଅବତାର ହେଉଛି କତ୍ସପ ବା କଇଁଛ । ତାହେଲେ ସମୁଦ୍ର ମନ୍ଥନ ସମୟ ରେ କତ୍ସପ ବା କୃମ ଉପରେ ମନ୍ଦୁରାଞ୍ଚଳ ପର୍ବତ ରଖି ବସୁକି ନାଗ ଦ୍ଵାରା ଏହା କୁ ମନ୍ଥନ କରା ଯାଇଥିଲା ଓ ଏହି ମନ୍ଥନ ରୁ ଅନେକ କିଛି ଚମତ୍କାରୀ ଓ ମୂଲ୍ୟବାନ ଜିନିଷ ବାହାରିଥିଲା ।
ତେବେ ପୁରାଣ ଶାସ୍ତ୍ର ରେ କତ୍ସପ ଙ୍କ ର ରହିଛି ଅନେକ ମହିମା , ତାହେଲେ ବର୍ତ୍ତମାନ ସମୟ ରେ କତ୍ସପ ପିଠି ରେ ସ୍ଵୟଂ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପ୍ରତି ଛବି ଦେଖିବାକୁ ମିଳିଛି । ଜଗନ୍ନାଥ ଙ୍କ ମାମୁଁ ଘର କଟକ ଜିଲ୍ଲା ନିଆଳି ମାଧବ ଠାରେ ଏହି କତ୍ସପ କୁ ଦେଖିବାକୁ ମିଳିଛି ଯାହାର ପିଠି ରେ ଶ୍ରୀ ଜଗନ୍ନାଥ ଙ୍କ ପ୍ରତି ଛବି ରହିଛି ।
ଦୁଇ ଟି ଚକା ନୟନ ଦେଖିବାକୁ ମିଳିଛି ଯାହାକୁ ଦେଖିବା ପାଇଁ ଲୋକ ମାନ ଙ୍କ ଗହଳି ହୋଇଛି । ତେବେ ସେହି ଆଞ୍ଚଲ ର ଏକ କେନାଲ ରୁ ଏହି କତ୍ସପ ଟି ଉଦ୍ଧାର ହୋଇଛି , ତେବେ କଥା ଟି ସମସ୍ତେ ଜାଣିବା ପରେ କତ୍ସପ ଟି କୁ ଦେଖିବା କୁ ଯାଉଛନ୍ତି । ତେବେ ଏହି କଇଁଛ କୁ ଏକ ବଡ ପାତ୍ର ରେ ରଖା ଯାଇଛି ଲୋକ ମାନେ ଫୁଲ ଚନ୍ଦନ ଦେଇ ପୂଜା କରୁଥିବା ର ମଧ୍ୟ ଦେଖିବାକୁ ମିଳିଛି । ତେବେ ଏହି କଥା ଟି ସମସ୍ତେ ଜାଣିବା ପରେ କଇଁଛ କୁ ଦେଖା କରିବା ସହ ପୂଜାର୍ଚ୍ଚନା କରୁଛନ୍ତି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ