Breaking News

ଏକାଠି ମିଶି ଲକ୍ଷ୍ମୀ ପୁରାଣ ପଢିଲେ ଦୁଇ ଲୋକପ୍ରିୟ ଅଭିନେତ୍ରୀ Archita ଓ Mama Mishra, ଅଭିନୟକୁ ଫେରିଲେ ମାମା ମିଶ୍ର – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି । ତାହେଲେ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ତାହେଲେ ବନ୍ଧୁଗଣ ଏହି ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କ ମଧ୍ୟ ରୁ ବହୁ କମ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ନିଜ ବିବାହ ପରେ ଓଡିଆ ଇଣ୍ଡଷ୍ଟ୍ରି ରୁ ସଂପୂର୍ଣ୍ଣ ଭାବେ ଦୂରେଇ ଯାଇଛନ୍ତି । ତେବେ ସେହିଭଳି ଜଣେ ଲୋକ ପ୍ରିୟ ଅଭିନେତ୍ରୀ ହେଉଛନ୍ତି ମାମା ମିଶ୍ର ।


ତେବେ ମାମା ମିଶ୍ର ପୁଣି ଓଡିଆ ଇଣ୍ଡଷ୍ଟ୍ରି କୁ ଫେରିଛନ୍ତି , ଆପଣ ଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥା ଟି ଅତ୍ୟନ୍ତ ସତ୍ୟ ଅଟେ ପୁଣି ଟିଭି ପରଦା କୁ ଫେରିବେ ମାମା ମିଶ୍ର ଓ ତାଙ୍କ ସହିତ ମଧ୍ୟ ଆଉ ଜଣେ ଲୋକ ପ୍ରିୟ ଅଭିନେତ୍ରୀ ନଜର ଆସିବେ , ତେବେ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ବା ଚୂଳବୁଲି ନାୟିକା ଭାବେ ବେସ ପରିଚିତ ଥିବା ଅର୍ଚ୍ଚିତା ସାହୁ ।


ଏହି ଦୁଇ ଲୋକ ପ୍ରିୟ ଅଭିନେତ୍ରୀ ନଜର ଆସିବେ ଟିଭି ପରଦା ରେ , ତେବେ ଚଳଚିତ୍ର ନୁହେଁ କି ଧାରାବାହିକ ରେ ନୁହେଁ ବରଂ ଏହି ଦୁଇ ଅଭିନେତ୍ରୀ ଜୀ ସାର୍ଥକ ଟିଭି ରେ ଆଗାମୀ ଦିନ ମାନ ଙ୍କ ରେ ଆସିବାକୁ ଯାଉଥିବା ଲକ୍ଷ୍ମୀ ପୁରାଣ ରିଆଲିଟି ସୋ ରେ ମା ଲକ୍ଷ୍ମୀ ଙ୍କ ପୁରାଣ ପଢୁଥିବାର ଆପଣ ମାନେ ଦେଖିବାକୁ ପାଇବେ ଆଗାମୀ ମାସ ମାର୍ଗଶିର ରେ ।

ତାହେଲେ ବନ୍ଧୁଗଣ ଆପଣ ମାନେ ଏହି ଦୁଇ ଯୋଡି ଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ , ତେବେ ମାମା ମିଶ୍ର ବହୁତ ଦିନ ହେଲା ଓଡିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ରହିଥିଲେ ମଧ୍ୟ ଦର୍ଶକ ମାନେ ମାମା ମୁଶର ଙ୍କୁ ଟିଭି ପରଦା ରେ ଦେଖିବାକୁ ବେସ ଇଚ୍ଛୁକ ଥିଲେ , ତେବେ ସେହି ଇଚ୍ଛା ପୂରଣ ହେବା କୁ ଯାଉଛି ଖୁବ ଶୀଘ୍ର । ତାହେଲେ ବନ୍ଧୁଗଣ ମାମା ମିଶ୍ର ବିବାହ ପରେ ନିଜ ଅଭିନୟ ଛାଡି ଦେଇଥିବା ସମୟ ରେ ଲୋକ ପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ନିଜ ବିବାହ ପରେ ଅଭିନୟ ଜାରି ରଖିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବୁଢ଼ୀ ହେଲେଣି କିନ୍ତୁ ଆଜି ଯାଏଁ ବିବାହ କରି ନାହାନ୍ତି ଏହି ଓଡ଼ିଆ ହିରୋଇନି ମାନେ !

ନମସ୍କାର ଦର୍ଶକବନ୍ଧୁ ଆମ ଅଲିଉଡ଼ ଇଣ୍ଡଷ୍ଟ୍ରି ର ବହୁ ସାରା ହିରୋଇନି ମାନେ ଅଛନ୍ତି ଯେଉଁ ମାନେ ବିଭାହ ପାଇଁ …

Leave a Reply

Your email address will not be published.